ବଡ଼ ଖବର- ଅନ୍ତିମ ସଂସ୍କାର ବେଳେ ଜୁଇରୁ ଶୁଭିଲା ଓଁ ଓଁ ଶବ୍ଦ, He Bhagban ତାପରେ ଯାହା ହଲା

ନମସ୍କାର ବନ୍ଧୁଗଣ ଅନ୍ତିମ ସଂସ୍କାର ବେଳେ ଶୁଭିଲା ଓମ୍ ଓମ୍ ଶବ୍ଦ, ଚିତାରୁ ଉଠି ବସିଲେ ମୃତ ଯୁବକ। ସମ୍ପୂର୍ଣ ଘଟଣା ଜାଣିଲେ ହେବେ ଚକିତ। ଦେଶରେ ବର୍ତ୍ତମାନ ପରିସ୍ଥିତି ଖୁବ୍ କଷ୍ଟଦାୟକ। ପ୍ରତ୍ୟେକ ଦିନ କୋରୋନା ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ଏହା ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ। ଯେଉଁଠାରେ ଅନ୍ତିମ ସଂସ୍କାର ସମୟରେ ଚିତାରୁ ଉଠି ବସିଲା ମୂର୍ଦାର।

ଏହି ଘଟଣା ପରେ ପରିବାର ଲୋକେ ଡକ୍ଟରଙ୍କୁ ଡାକିଥିଲେ। ଡକ୍ଟର ଶ୍ମଶାନ ଘାଟରେ ପହଞ୍ଚି ଯୁବକଙ୍କୁ ମୃତ ଘୋଷଣା କରିଥିଲେ ହେଲେ ପରିବାର ଲୋକେ ମାନିନଥିଲେ। ମୃତ ଯୁବକଙ୍କୁ ଜିଲ୍ଲା ହସ୍ପିଟାଲ୍ ଆଣିଥିଲେ କିନ୍ତୁ ଡକ୍ଟର ସେଠାରେ ତାଙ୍କୁ ପୁଣି ଥରେ ମୃତ ଘୋଷଣା କରିଛନ୍ତି। ଏହି ଘଟଣାଟି ଉତ୍ତରପ୍ରଦେଶର ଅଶୋକ ନଗର ଜିଲ୍ଲାରୁ ଆସିଛି ଯେଉଁଠାରେ ଅନିଲ ଚୌହାନ ନାମକ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ପ୍ରାୟ ୧୫ ଦିନ ଜିଲ୍ଲା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ଭାଈ କୁହନ୍ତି ଯେ ତାଙ୍କର କୋରୋନା ଅଭିଯୋଗ ଥିଲା ଏବଂ ଗୁରୁବାର ସକାଳେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଯେତେବେଳେ ଆମେ ତାଙ୍କୁ ଶ୍ମଶାନକୁ ଆଣିଥିଲୁ ସେତେବେଳେ ତାଙ୍କ ଦେହରେ ହଲଚଲ ହେଉଥିବାର ଦେଖା ଦେଇଥିଲା ଏବଂ ମୁହଁରୁ ଓମ୍ ର ସ୍ୱର ମଧ୍ୟ ଆସିଥିଲା ଏବଂ ସେ ଉଠିକି ବସି ଯାଇଥିଲା। ପରବର୍ତ୍ତୀ ସମୟରେ ଡକ୍ଟରଙ୍କ ଟିମ୍ ଆସି ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନାରେ ସେ ଜୀବିତ ଥିଲେ। ଏଥି ସହିତ ସିଭିଲସର୍ଜର କହିଛନ୍ତି ଯେ ଜୀବିତ ଥିବା ଭୁଲ୍ ଅଟେ। ମୃତ ବ୍ୟକ୍ତିଙ୍କୁ ଶ୍ମଶାନରୁ ଆଣିବା ପରେ ମଧ୍ୟ ତାଙ୍କୁ ମୃତ ବୋଲି ଯାଞ୍ଚ୍ କରାଯାଇଥିଲା। ପରିବାର ଲୋକଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ।