ବଡ଼ ଖବର: ବଢ଼ିଲା Lockdown, କଣ ବନ୍ଦ ହେବ କଣ ଚାଲିବ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଆସିଲା ବଡ଼ ଖବର ବଢିଲା ଲକ୍ ଡାଉନ୍। ମୁଖ୍ୟମନ୍ତ୍ରୀ ଦେଲେ ସୂଚନା। କୋରୋନା ସ୍ଥିତି ଅସମ୍ଭାଳ ହେଉଥିବାରୁ ଲକ୍ ଡାଉନ୍ କୁ ବଢ଼ାଗଲା। ତେବେ କଣ ବନ୍ଦ୍ ରହିବ କଣ ଚାଲିବ ଆସନ୍ତୁ ସଂପୂର୍ଣ୍ଣ ଖବର ଜାଣିବା।ଦେଶରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କୋରୋନା। ବଢୁଛି କୋରୋନାର କାୟା ସ୍ଥିତି ହେଉଛି ବେକବୁ। ଦେଶରେ କୋରାନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି।

କୋରୋନା ଏବେ ଲମ୍ବା ଡିଆଁ ମାରି ଗୋଟିଏ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ତାହାହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କୁ ବୃଦ୍ଧି କରାଯାଇଛି।

ଏହାସହ ବାହାର ରାଜ୍ୟରୁ ଯଦି କେହି ମହାରାଷ୍ଟ୍ରକୁ ଆସନ୍ତି ତେବେ ଅର୍ଟିଫିଶିୟାଲ ନେଗେଟିଭ ରିପୋର୍ଟକୁ ବଧ୍ୟାତାମୂଳକ ଘୋଷଣା କରାଯାଇଛି। ପାର୍କ, ମଲ୍, ସିନେମା ହଲ୍ କୁ ମଧ୍ୟ ସ୍ତଗିତ ରଖାଯାଇଛି। ସାଧାରଣ ପରିବହନ ଓ ଲୋକାଲ ଟ୍ରେନଗୁଡ଼ିକ କଟକଣା ଭିତରେ ଚାଲିଛି। କର୍ମଚାରୀଙ୍କୁ ଘରୁ କମ କରିବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମଣ ଉପରେ ଲଗାମ ଦେବାକୁ ଏହି ପଦକ୍ଷେପ ନେଇଛି ମହାରାଷ୍ଟ୍ର ସରକାର। ତଲବନ୍ଦ୍ ସମୟରେ ଜରୁରୀ ସେବା ଦେବାପାଇଁ ଅନୁମତି ଦିଆଯାଇଛି।