ବଡ଼ ଖବର: ଛୋଟ ବାଳକ ଦେଲା ପ୍ରମାଣ ଏହି Dateରେ କରୋନା ହେବ ଅନ୍ତ… ଦେଖନ୍ତୁ ସମ୍ପୂର୍ଣ ଖବର ଜାଣି ଯିବେ

ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ବଡ଼ ଖବର ଏହି ୧୪ ବର୍ଷର ଜ୍ୟୋତିଷ ନିର୍ଦ୍ଧାରିତ କରିଦେଲା ତାରିଖ ଏହି ତାରିଖରୁ ଭାରତରେ ଅନ୍ତ ହେବ କୋରୋନା। ଆସନ୍ତୁ ଜାଣିବା କଣ ରହିଛି ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ। ଆପଣମାନେ ପ୍ରାୟତଃ ଜାଣିଥିବେ ଯେ ଏହି ଦେଶ ବ୍ୟାପି କୋରୋନା ମହାମାରୀ ବୋହୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସେହିଭଳି ମାତ୍ରାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଏଭଳି ପରିସ୍ଥିତିରେ ଲୋକମାନଙ୍କ ମନରେ ଗୋଟେ ପ୍ରଶ୍ନ ଯେ କେବେ ଏ କୋରୋନାରୁ ମୁକ୍ତି ମିଳିବ। ଏହି ମହାମାରୀ କୋରୋନା ଦେଶରେ ହା ହା କାର ସୃଷ୍ଟି କରିସାରିଲାଣି। ଏହି ଉଗ୍ରରୂପ ଧାରଣ କରିଥିବା କୋରୋନା କମିବାର ନାଁ ନେଉନାହିଁ। ଏଭଳି ବିପଦ ସଙ୍ଖୁଳ ପରିସ୍ଥିତିରେ ଦେଶର ବୋହୁ ଜନ ଜୀବନ ନଷ୍ଟ ହୋଇସାରିଲାଣି। ମୃତକଙ୍କ ପାଇଁ ଶ୍ମଶାନ ଅପର୍ଯ୍ୟାପ୍ତ ହେଉଛି। ଏଭଳି ପରିସ୍ଥିତିରେ କିଛି ଭବିଷ୍ୟବାଣୀ ମିଳିଛି।

ଏକ ୧୪ ବର୍ଷର ବାଳକ କୋରୋନାର କେବେ ଅନ୍ତ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ। ଜ୍ୟୋତିଷଶାସ୍ତ୍ର ତଥା ଭଗବତ୍ ଗୀତା ବସତଃ ମନୁଷ୍ୟ ଭବିଷ୍ୟବାଣୀ କରିପାରେ। ତେବେ ଦେଶର ଏଭଳି ପରିସ୍ଥିତିରେ ମନୁଷ୍ୟକୁ ରାହାଦେଲା ଭଳି ଏହି ୧୪ ବର୍ଷିୟ ବାଳକ କୋରୋନା ଦୂରେଇ ଯିବାର ସୂଚନା ଦେଇଛନ୍ତି।

କୋରୋନା ମହାମାରୀ ପୃଥିବୀ ପୃଷ୍ଠକୁ ଆସିବା ପୂର୍ବରୁ ଏହି ବାଳକ ୨୦୧୮ ରେ ଭବିଷ୍ୟବାଣୀ ଦେଇଥିଲେ। ଏହା ସହ ଏପ୍ରିଲ ୨୦୨୦ ରେ ଏହା ଶେଷ ହେବ ବୋଲି ସୂଚିତ କରିଥିଲେ। କିନ୍ତୁ ଏହା ଭୁଲ୍ ସାବ୍ୟସ୍ତ ହୋଇଛି। ତେବେ ପୁନର୍ବାର କୋରୋନା ଦୁରିକରଣକୁ ନେଇ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।

ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା କୋରୋନା ଅନ୍ତ ଘଟିବ ବୋଲି ସେ କହିଛନ୍ତି। ତେବେ ଏହା କେତେ ଦୂର ସତ୍ୟ ଏହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋରୋନା ଆସିବା ପୂର୍ବରୁ କରିଥିବା ଭବିଷ୍ୟବାଣୀ ସତ ହୋଇଥିଲା। ତେବେ ଆଶା କରାଯାଉଛି କି ଏହି କୋରୋନାର ଅନ୍ତ କଥା ମଧ୍ୟ ସତ ହେବ।

ଏହାର ସତ୍ୟତା କେବଳ ସମୟ ହିଁ ଜଣାଇପାରିବ। ସୃଷ୍ଟି ଅଛି ମାନେ ବିନାଶ ବି ଅଛି। ତେବେ ସେହିପରି ଏହି କୋରୋନା ମହାମାରୀର ମଧ୍ୟ ଅନ୍ତ ଘଟିବ। ପୁଣି ସାରା ଦେଶ ସୁସ୍ଥ ହେବ ବୋଲି ଆଶା କରାଯାଉଛି। କୋରୋନାରୁ ମୁକ୍ତି ପାଇବାକୁ ହେଲେ ଲୋକେ ନିଜକୁ ନିଜ ସଚେତନ ହେବା ଆବଶ୍ୟକ।