ବଡ଼ ଖବର: ଏହି ସବୁ ଜିଲ୍ଲାରେ ଆଗ ହେବ Unlock ! ଆପଣଙ୍କ ଜିଲ୍ଲା ଅନଲକ ହେବ କି ଦେଖନ୍ତୁ

ଦେଶରେ ବର୍ତମାନ କରୋନା ମହାମାରୀ ର ତାଣ୍ଡବ ଚାଲିଛି ଗତ ବର୍ଷ ଅପେକ୍ଷା ଅଧିକ ଲୋକ ଏହି ମହାମାରି ରେ ପ୍ରାଣ ହରାଉଛନ୍ତି | ଯାହା ଫଳରେ ଜୁନ 17 ତରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଥିଲା | ତେବେ ଆର ସପ୍ତାହପରେ ସରୁଛି ଲକଡାଉନ | ତେବେ ଏହି କରୋନା ସଂକ୍ରମଣ କିଛି ମାତ୍ରାରେ କମିବାରେ ଲାଗିଛି ଏବଂ ଜୁନ 17 ରେ ଆରମ୍ଭ ହୋଇପାରେ ଅନଲକ ତେବେ 9 ଟି ଜିଲ୍ଲାରେ ଅନଲକ ପାଇଁ ଚାଲିଛି ବିଚାର | ବିମଖ୍ୟ ସରକାର ସୂଚନା ଦେଇଛନ୍ତି ଯେଉଁ ଜିଲ୍ଲାରେ ସଂକ୍ରମଣ କମୁଛି ସେହି ଜିଲାରେ ଲକଡାଉନ ଖୋଲା ହେଇଯିବ | ଅର୍ଥାତ ସେଠାରେ ଆଉ ଲକଡାଉନ କରାଯିବ ନାହିଁ ଜୁନ 17 ତାରିଖ ପରଠାରୁ |

ତେଣୁ ଯେଉଁ ଜିଲାଗୁଡ଼ିକ ଗ୍ରୀନ ଜୋନ ରେ ଆସିଗଲେଣି ସେଠାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାର ସଂଭାବନା ଅଧିକ ରହିଛି| ଡ଼ଃ ହରିଶ ଚୌଧୁରୀ ଙ୍କ ଅନୁସାରେ ଏହା ବହୁତ ଅଶ୍ଵସ୍ତି ଖବର ବର୍ତମାନ 9 ଟି ଜିଲାରେ ସଂକ୍ରମଣ କମିବାରେ ଲାଗିଛି ସେଇ ଜିଲାଗୁଡିକ ରେ 5% ରୁ ଭି କମ ପଯେଟିଭ କେସ ଅଛି | ଏବଂ ସେହି ଜିଲା ଏବେ ଗ୍ରୀନଜୋନ ରେ ରହିଛି ତେଣୁ ଆସା କରାଯାଉଛିକି | ଆସନ୍ତା ସପ୍ତାହପରେ କରୋନା ସଂକ୍ରମଣ ଆହୁରି କମିଯାଇପାରେ ଏବଂ ଧୀରେ ଧୀରେ ଅନଲକ ପର୍ଜୟ ଆରମ୍ଭ ହୋଇଯାଇପରେ |


ତେବେ ସେଇ ଗ୍ରୀନ ଜୋନ ଓ ଅନଲକ ହବାକୁ ଥିବା ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡା ଦେବଗଡ଼ ଗଞ୍ଜାମ ମାଲକାନଗିରି ନୂଆପଡା ବଲାଙ୍ଗୀର ସୁବର୍ଣ୍ଣପୁର କନ୍ଧମାଳ ଗଜପତି ଏହି ଜିଲା ଗୁଡିକରେ 5% ରୁ କମ ପଜେଟିଭ କେସ ରହିଛି ତେବେ ଅଧିକ ସମ୍ଭାବନା ରହିଛି ଏଇ ଜିଲ୍ଲା ଗୁଡିକ ଅନଲକ ହେବାର | ତେବେ ଏହି ଜିଲ୍ଲା ଗୁଡିକ ଛାଡି ଯେଉଁ ଅନ୍ୟ ଜିଲ୍ଲାଗୁଡ଼ିକ ରହିଛି ଯେପରି କି କଟକ ଖୋର୍ଦ୍ଧା ଆଦି ରେ ରେଡ ଜୋନ ରେ ଅଛନ୍ତି |

ଆଶା କରାଯାଉଛି ସେଇ ଜିଲ୍ଲା ଗୁଡିକ ମଧ୍ୟ ସପ୍ତାହ ଭିତରେ ପଯେଟିଭ କେସ ସଂଖ୍ୟା କମିଯାଇପାରେ ଯେଉଁ ଜିଲ୍ଲା ଗୁଡିକରେ ଅନଲକ ହେବାକୁ ଯାଉଛି | ସେଠାରେ ଧୀରେ ଧୀରେ ଏହି ପର୍ଯ୍ୟାୟ ହେବ ଓ ଧୀରେ ଧୀରେ ଅନଲକ ହେବ | ତେବେ ସରକାର ଙ୍କ ଅନୁସାରେ ଅନଲକ ହେବାପରେ ମଧ୍ୟ କୋଭିଡ ନିୟମକୁ ମାନି ଆବଶ୍ୟକ ସାମାଜିକ ଦୂରତାରେ ମାସ୍କ ପିନ୍ଧି ଘରୁ ବାହାରକୁ ଯିବା ଉଚିତ | ତେଣୁ ଯେତେ ହେଇପାରିବ ଆମେ ସାବଧାନ ରହିପାରିବା ଏବଂ ତୃତୀୟ ଲହରକୁ ମଧ୍ୟ ଅଟକାଇବାରେ ସଫଳ ମଧ୍ୟ ହୋଇପାରିବା ତେବେ ଅନଲକ ପର୍ଯ୍ୟାୟ ଏକ ଖୁସିର ଖବର ଆଶା କରାଯାଉଛି ଧୀରେ ଧୀରେ ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟ ଅନଲକ ହୋଇଯିବ |