ବଡ଼ ଖବର – Barsha Priyadarshini ନିଜ ଶାଶୂଙ୍କୁ ଦେଲେ ମୁହଁ ତୋଡ଼ ଜବାବ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଏବେ ଏବେ ଆସିଲା ବଡ ଖବର ଓଡ଼ିଆ ହିରୋଇନ ବର୍ଷା ପ୍ରିୟଦର୍ଶିନୀ ନିଜ ଶାଶୁକୁ ଦେଲେ ତୋଡ ଜବାବ କହିଲେ ଏଭଳି କଥା ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆପଣମାନେ ଓଲିଉଡର ନମ୍ୱର୍ ୧ ଯୋଡି ଅନୁଭବ ଏବଂ ବର୍ଷାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ହିଁ ପରସ୍ପରକୁ ଭଲପାଇ ବିବାହ କରିଥିଲେ ଏହି ଜବରଦସ୍ତ ଯୋଡି। ୨୦୧୪ ମସିହାରେ ପରସ୍ପରଙ୍କୁ ବୋହୁତ ଧୁମ୍ ଧାମରେ ପ୍ରେମ ବିବାହ କରିଥିଲେ ଏହି ଯୋଡି କିନ୍ତୁ ବିବାହର ୫ ବର୍ଷ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ଫାଟ ସୃଷ୍ଟି ହେଲା।


ଏହି କଳହ ଏତେ ଅଧିକ ବଢ଼ିଗଲା ଯେ ଦୁହେଁ ନ୍ୟାୟ ପାଇବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ଙ୍କ ଭିତରେ ଲାଗିଥିବା ଝଗଡା ବିଷୟରେ ଆପଣ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ କିନ୍ତୁ ଏହା ମଧ୍ୟରେ ସାମ୍ନାକୁ ଆସିଲା ଆଉ ଏକ ଝଗଡ଼ା। ବର୍ତ୍ତମାନ ଖବର ଆସିଛି ଯେ ଶାଶୁ ବୋହୂକୁ ତଡୁଛନ୍ତି ବାପ ଘରକୁ କିନ୍ତୁ ଏହାର ତୋଡ ଜବାବ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ |


ଏହି ଠାରେ ଦେଖିବାକୁ ମିଳିଛି ଯେ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଝଗଡ଼ା ହେଉଛି ଘରର ଲାଟିନ ଖରାପ୍ ହୋଇଥିବା ଘଟଣାକୁ ନେଇ। ବର୍ଷା କହିଛନ୍ତି ଯଦି ଲାଟିନ କାମ ହେବ ତେବେ ମତେ ମୋ ବାପ ଘରକୁ କାହିଁକି ତଡୁଛନ୍ତି ନିଜ ପାଖରେ ରଖୁ ନାହଁନ୍ତି କାହିଁକି। ଯଦି ଲାଟିନ କାମରେ କଣ ଖରାପ ହେଉଛି ତେବେ ଆପଣମାନେ ରହିବେ କିପରି |


ଏ ଘରେ ତ ଏଭଳି କିଛି ପ୍ରଶ୍ନ ଉଠାଇଥିଲେ ବର୍ଷା ପ୍ରିୟଦର୍ଶିନୀ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ଷା ପ୍ରିୟଦର୍ଶିନୀ କହିଲେ ଯଦି ଆପଣମାନେ ଘରେ ରହିଲେ ଲାଟିନ ଠିକ୍ ହୋଇପାରୁଛି ଏବେ ମୁଁ ଘରେ ରହିଲେ ଲାଟିନ କଣ ପାଇଁ ଠିକ୍ ହୋଇପାରିବ ନାହିଁ ମୋ ବାପଘରକୁ ମତେ କାହିଁକି ତଡା ଯାଉଛି।