ବଡ଼ ଦୁଃଖ ଖବର – ଓଡ଼ିଆ ସିରିଏଲ ଅଭିନେତା Pritirajଙ୍କୁ ନେଇକି ଆସିଲା ବଡ଼ ଖବର, ସମସ୍ତେ କରୁଛନ୍ତି ପ୍ରାଥନା… ହେ ପ୍ରଭୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ପୁଣି ଏକ ବଡ଼ ଦୁଃଖ ଖବର ସାମ୍ନାକୁ ଆସିଛି ଓଡ଼ିଆ ସିନେମାର ଅଭିନେତା ପ୍ରୀତିରାଜ୍ ଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି ଗତକାଲି ରାତିରେ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଆଡ଼ମିଶନ କରି ତାଙ୍କୁ ଚିକିତ୍ସା କରାଯାଉଛି ତାଙ୍କୁ ରକ୍ତ ଆବଶ୍ୟକ ପଡୁଥିବାର ଦେଖିବାକୁ ମିଳିଛି |

ଓଡ଼ିଆ ଧାରାବାହିକ ଜଗତର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପ୍ରୀତିରାଜ୍ ଙ୍କୁ ବ୍ଲଡ ଦରକାର ବୋଲି ପୋଷ୍ଟ କରିଥିଲେ ଯେଉଁମାନେ ତାଙ୍କୁ ରକ୍ତ ଦେବାକୁ ଚାହୁଁଛନ୍ତି ତାଙ୍କ କଣ୍ଟାକ୍ଟ କରନ୍ତୁ।

ତାଙ୍କ ଫ୍ୟାନମାନେ ଜାଣିଥିବେ ଷ୍ଟାର କିରଣରେ ପ୍ରସାରିତ ହେଉଥିବା ଅନେକ ଗୁଡ଼ିଏ ଓଡ଼ିଆ ଧାରାବାହିକରେ ସେ ଅଭିନୟ କରି ସାରିଛନ୍ତି ପ୍ରୀତିରାଜ୍ ଙ୍କୁ ଦର୍ଶକମାନେ ବୋହୁ ମାତ୍ରାରେ ପସନ୍ଦ କରନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଷ୍ଟାର କିରଣରେ ପ୍ରସାରିତ ହେଉଥିବା ଶାନ୍ତି ଧାରାବାହିକରେ ପ୍ରୀତିରାଜ୍ ମୁଖ୍ୟ ହିରୋ ଭାବରେ ଅଭିନୟ କରୁଛନ୍ତି |

ଆଉ ପ୍ରୀତିରାଜ୍ ଙ୍କ ବିପକ୍ଷରେ ନାୟିକା ନବ୍ରା ଅଭିନୟ କରୁଛନ୍ତି ଶାନ୍ତି ଧାରାବାହିକରେ ଦର୍ଶକମାନେ ପ୍ରୀତିରାଜ୍ ଙ୍କ ଅଭିନୟକୁ ବେଶ୍ ପସନ୍ଦ କରିବା ସହ ଶାନ୍ତି ଧାରାବାହିକଟିର କାହାଣୀଟିକୁ ବୋହୁ ମାତ୍ରାରେ ପସନ୍ଦ କରୁଛନ୍ତି।

ଗତକାଲି ହଠାତ୍ ପ୍ରୀତିରାଜ୍ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ପଡ଼ିଥିଲା ତେଣୁ ସଙ୍ଗେ ସଙ୍ଗେ ପ୍ରୀତିରାଜ୍ ଙ୍କୁ ନେଇ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଚିକିତ୍ସା କରାଯାଉଛି ତେବେ ଦର୍ଶକ ବନ୍ଧୁ ଆପଣମାନେ ଭଗଵାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ପ୍ରୀତିରାଜ୍ ଖୁବ୍ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ ଆଉ ପୁଣିଥରେ ଷ୍ଟାର କିରଣରେ ପ୍ରସାରିତ ଶାନ୍ତି ଧାରାବାହିକରେ ଅଭିନୟ କରନ୍ତୁ।