ବାହାଘର ପରେ ପୁରା ବଦଳି ଯାଇଛନ୍ତି Jhilik, ସବୁକଥା ଆସିଲା ସାମ୍ନାକୁ…

ନମସ୍କାର ବନ୍ଧୁଗଣ ବାହାଘର ପରେ ବଦଳି ଯାଇଛନ୍ତି ଝିଲିକ୍। ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କଣ ରହିଛି ଏହାର ସତ୍ୟାସତ୍ୟ ଆସନ୍ତୁ ଜାଣିବା। ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ବାହାଘର ପରେ ବଦଳି ଯାଇଛନ୍ତି। ଏହି ଖବରଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆପଣମାନେ ଜାଣିଥିଲେ କି ଗତ ଦିନମାନଙ୍କରେ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଝିଲିକ୍ ସିକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ବିବାହ କରିଛନ୍ତି।


ଏହାପର ଠାରୁ ସେ ତାଙ୍କ ଶାଶୁଘରେ ଅଛନ୍ତି ଏବଂ ଓଡ଼ିଆ ଘରର ବୋହୁପରି ରହିଛନ୍ତି। ଝିଲିକ୍ ନିଜ ଶଶୁରଙ୍କ ଠାରୁ ଓଡ଼ିଆ ଶିଖୁଛନ୍ତି। ଝିଲିକ ତାଙ୍କ ଶାଶୁଘରେ ଓଡ଼ିଆ ଘରର ବୋହୂଭାବେ ରୀତିନୀତି ସହ ପୂଜାପର୍ବ ପାଳନ କରୁଛନ୍ତି। ଆପଣମାନେ ଜାଣିଥିବେ କି ସେଲିବ୍ରିଟିମାନେ ବିବାହ କରି ଏତେ ଶୀଘ୍ର ବୈବାହିକ ଲାଇଫକୁ ଗ୍ରହଣ କରିପାରନ୍ତି ନାହିଁ।


କିନ୍ତୁ ଝିଲିକ୍ ଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି। ସେ ଜଣେ ସେଲିବ୍ରିଟି ଓ ବଙ୍ଗାଳି ଝିଅ ହୋଇ ମଧ୍ୟ ବିବାହ ପରେ ଓଡ଼ିଆ ଘରର ବୋହୂ ଭାବେ ଶାଶୁଘରେ ରହୁଛନ୍ତି। ଆପଣମାନେ ଜାଣିଥିବେ କି ବିବାହ ପରେ ଝିଲିକ୍ କୌଣସି ଫିଲ୍ମ କରୁନାହାଁନ୍ତି। ସେ ସଂପୂର୍ଣ୍ଣ ଭାବେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି।


ସେ ଆଗାମୀ ଦିନମାନଙ୍କରେ ଅଭିନୟ କରିବେ କି ନାହିଁ ତାହା ତ ଆଗାମୀ ଦିନ ରେ ହିଁ ଜଣ ପଡିବ ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି କଣ ଝିଲିକ ଆଗାମୀ ଦିନ ମାନଙ୍କରେ ଆଉ ଫିଲ୍ମ କରିବେ ଜି ନାହିଁ ଓ ଆପଣମାନଙ୍କୁ ଝିଲିକ୍ ଙ୍କର ଅଭିନୟ କେମିତିଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |