ନମସ୍କାର ବନ୍ଧୁଗଣ ଶିଶୁ କଳାକାର ଭାବରେ ଓଲିଉଡର ଅନେକ ଧାରାବାହିକ ଏବଂ ସିନେମାରେ ଅଭିନୟ କରିଥିବା ନେହାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ବର୍ତ୍ତମାନ ସମୟରେ ବିବାହ କରି ସାରିଛନ୍ତି ନେହା ଆଉ ସେ ଏବେ ନିଜ ଶାଶୁଘରେ ରହୁଛନ୍ତି |
ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଶିଶୁ କଳାକାର ନେହାଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଅଭିନୟ ଆପଣମାନେ ଅନେକ ସାରା ଧାରାବାହିକ ଓ ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ ସେ ଓଲିଉଡରେ ଏକ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ |
ଏବଂ ନିଜର ସୁନ୍ଦର ଅଭିନୟ ଯୋଗୁଁ ସେ ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ହାସଲ କରିପାରିଥିଲେ କିନ୍ତୁ ମଝିରେ ସେ ଓଲିଉଡ ଜଗତରୁ ଦୂରେଇ ଯାଇଥିଲେ କୌଣସି ହେଲେ ଧାରାବାହିକ କିମ୍ବା ସିନେମାରେ ମଧ୍ୟ ଅଭିନୟ କରିଥିଲେ ଆଉ ବର୍ତ୍ତମାନ ସମୟରେ ତାଙ୍କର ବାହାଘର ହୋଇଥିବାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଛି ସାରିଛନ୍ତି ଓଲିଉଡର ଜଣଶୁଣା ଅଭିନେତ୍ରୀ ନେହା ଆଉ ବଧୂ ବେଶରେ ସେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ଆଉ ତାଙ୍କର ବାହାଘରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଆପଣମାନେ ଏଠାରେ ଦେଖି ପାରୁଥିବେ |
ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ନେହାଙ୍କ ବଧୂ ବେଶର ଫଟୋ ଆପଣମାନଙ୍କୁ କେମିତି ଲାଗୁଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ବାହାଘର ପରେ ଶାଶୁଘରେ କିପରି ଚଳୁଛନ୍ତି ଓଡ଼ିଆ ଶିଶୁ କଳାକାର Neha, ଦେଖିଲେ ବିଶ୍ୱାସ କାରପାରିବେ ନାହିଁ…
