ବାହାଘର ପୂର୍ବରୁ ମା ଙ୍କର କାଣ୍ଡ ଯୋଗୁ ଜନ୍ମ ହୋଇଥିଲା ଏହି ଶିଶୁ, ଆଜି ବଲିଉଡ ରେ ହୋଇଯାଇଛନ୍ତି ଟପ ହିରୋଇନ …

ବଲିଉଡ ଏକ ଏପରି ଇଣ୍ଡଷ୍ଟ୍ରି ଯେଉଁଠାରେ ଜଣେ କଳାକାର ଯେତେ ଶୀଘ୍ର ଲୋକପ୍ରିୟତା ପାଇଥାଏ ସେତେଶୀଘ୍ର ମଧ୍ୟ ପରିହାସ ର ଶିକାର ହେଇଥାଏ I ଏଠାରେ ଅନେକ କଳାକାର ବିବାହ ନ କରି ମଧ୍ୟ ପ୍ରେମ ସମ୍ବନ୍ଧ ରେ ରହିଥାନ୍ତି ଏବଂ ଆଉ କିଛି ତ ବିବାହ ନ କରି ମଧ୍ୟ ମା ହେଇଯାଇଥାନ୍ତି I ଆଜି ଆମେ ଏହିପରି ଜଣେ ବଲିଉଡ ର ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ପ୍ରଥମେ ଜଣେ ବିବାହିତ ପୁରୁଷ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ରହିଥିଲେ ଓ ପରେ ଗର୍ଭବତୀ ହେଇଥିଲେ I ତେବେ ତାଙ୍କ ର ଏହି ଯେଉଁ ପିଲାଟି ଜନ୍ମ ହେଇଥିଲା ଆଜି ସେ ବଲିଉଡ ରେ ଜଣେ ଟପ ଅଭିନେତ୍ରୀ ଙ୍କ ଲିଷ୍ଟ ରେ ଅଛନ୍ତି I

ଆଜି ଆମେ ଏଠାରେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରୁଛେ ତାଙ୍କ ନାମ ହେଉଛି ସାରିକା I ବର୍ତମାନ ର ଅଭିନେତ୍ରୀ ନୁହନ୍ତି ଆମେ ଆଲୋଚନା କରୁଛେ 90 ଦଶକ ର ଅଭିନେତ୍ରୀ ଙ୍କ ବିଷୟ ରେ I ଫୋଟୋ ରେ ଦେଖୁଥିବା ଏହି ପିଲାଟି ଙ୍କ ର ନାମ ହେଉଛି ସୃତି ହସନ ଯିଏ କି ଆଜିକା ତାରିଖ ରେ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ରେ ବେଶ ସୁପରିଚିତ ଅଟନ୍ତି I

ସୃତି ହସନ ଙ୍କ ପିତା ଙ୍କ ନାମ କମଳ ହସନ I ସୃତି ହସନ , ସାରିକା ଓ କମଳ ଙ୍କ ପ୍ରେମ ସମ୍ବନ୍ଧ ପରେ ଜନ୍ମ ହେଇଥିଲେ I ସାରିକା ଓ କମଳ ଙ୍କ ମଧ୍ୟ ରେ ପ୍ରଥମେ ବନ୍ଧୁତା ଓ ଏହା ଧୀରେ ଧୀରେ ପ୍ରେମ ରେ ପରିଣତ ହେଇଥିଲା କିନ୍ତୁ ଉଭୟ ଙ୍କ ମଧ୍ୟ ରେ ଅନୈତିକ ସମ୍ବନ୍ଧ କୁ ନେଇ ସାରିକା ଗର୍ଭବତୀ ହେଇଥିଲେ ଓ ସୃତି ଙ୍କୁ ଜନ୍ମ ଦେଇଥିଲେ I

କମଳ ଏପରି ଅନୁମାନ ବି କରି ନ ଥିଲେ କି ତାଙ୍କ ର ପ୍ରେମ ସମ୍ବନ୍ଧ ଏତେ ଚର୍ଚା ରେ ରହିବ I ଏବଂ ସାରିକା ବିବାହ ନ କରି ମା ହେଇଯାଇଥିଲେ କିନ୍ତୁ ସମସ୍ୟା ଥିଲା କମଳ ଙ୍କ ର ପ୍ରଥମ ପତ୍ନୀ ତାଙ୍କ ସହ ଥିଲେ ଏହା ସତ୍ୱେ ମଧ୍ୟ ସେ ସାରିକା ଙ୍କ ସହ ଖରାପ ସମ୍ବନ୍ଧ ରଖି ତାଙ୍କୁ ଗର୍ଭବତୀ କରିଥିଲେ I ଏବଂ ଶେଷରେ ସାରିକା ମା ହେବାର ଦୁଇ ବର୍ଷ ପରେ କମଳ ତାଙ୍କୁ ବିବାହ କରିଥିଲେ I

କମଲ ଓ ସରିକ ଙ୍କ ର ବିବାହ 1988 ରେ ହେଇଥିଲା I ବିବାହ ପରେ ତାଙ୍କ ର ଆଉ ଏକ ଝିଅ ଜନ୍ମ ହେଇଥିଲା ଯାହାର ନାମ ଅକ୍ଷରା ଅଟେ I କିଛି ବର୍ଷ ବିବାହ ଠିକ ଚାଲିବା ପରେ ଉଭୟ ଙ୍କ ମଧ୍ୟ ରେ ଭୁଲ ବୁଝାମଣା କୁ ନେଇ 2004 ରେ ଡିଭୋର୍ସ ହେଇଥିଲା I

ଆଜିକା ସମୟ ରେ ଇଣ୍ଡଷ୍ଟ୍ରି ରେ ସୃତି ବେଶ ସୁନାମ ଅର୍ଜନ କରିଛନ୍ତି I ସୃତି ଙ୍କ ର ଜନ୍ମ 28 ଜାନୁୟାରୀ 1986 ରେ ହେଇଥିଲା I ଏବଂ କମଲ ଓ ସାରିକା ଙ୍କ ର ବିବାହ 1988 ରେ ହେଇଥିଲା I ତେଣୁ ସ୍ପଷ୍ଟ ଜଣାଯାଉଛି କି ବିବାହ ର ଦୁଇ ବର୍ଷ ପୂର୍ବ ରୁ ହିଁ ସୃତି ଙ୍କ ର ଜନ୍ମ ହେଇଥିଲା I ତେବେ ସୃତି ଙ୍କ ପିତା କମଲ ଙ୍କ ର ମଧ୍ୟ ସାଉଥ ଇଣ୍ଡଷ୍ଟ୍ରି ରେ ବେଶ ସୁନାମ ରହିଛି I