ବାହାଘର 6 ବର୍ଷ ପରେ ବି କାହିଁକି ମାଆ ହେବାକୁ ଚାହୁଁ ନାହାଁନ୍ତି Jina, ନିଜେ ମୁଁହ ଖୋଲି କହିଲେ କାରଣ

ନମସ୍କାର ବନ୍ଧୁଗଣ ଅଭିନେତ୍ରୀ ଜିନା ସାମଲ ବିବାହର ୬ ବର୍ଷ ହେଲାଣି କାହିଁକି ମା ହୋଇନାହାନ୍ତି ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ପଛରେ ଥିବା ରହସ୍ୟ ଆସନ୍ତୁ ଜାଣିବା।ଆପଣମାନେ ତ ଜିନା ସାମଲଙ୍କୁ ବୋହୁତ ଭଲ ଭାବରେ ଜାଣିଥିବେ। ସେ ଆଲବମ୍ ହିରୋ ରୁଦ୍ରଙ୍କୁ ବିବାହ କରିଛନ୍ତି।


ଏହି ଦୁହିଁଙ୍କର ଯୋଡି ବୋହୁତ ସୁନ୍ଦର ଅଟେ। ରୁଦ୍ର ବୋହୁତସାରା ଆଲବମ୍ ସହିତ ବୋହୁତସାରା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ପସନ୍ଦ କରନ୍ତି। ତେବେ ଜିନା ସାମଲ ବିବାହର ୬ ବର୍ଷ ପରେ ବି କାହିଁକି ମା ହେବାକୁ ଚାହୁଁନାହାଁନ୍ତି। କାରଣ ଏହି କୋରୋନା ମହାମାରୀ ସମୟରେ କେବେ କଣ ଘଟୁଛି ଆପଣମାନେ ତ ନିଶ୍ଚିତ ଭାବରେ ଜାଣିଛନ୍ତି।


ତେବେ ଏହି ସମୟରେ ଦେଶରେ ଏତେ ଖରାପ୍ ପରିସ୍ଥିତି ଚାଲିଛି ସେଥିପାଇଁ ଜିନା ଏବେ ମା ହେବାକୁ ଚାହୁଁନାହାଁନ୍ତି। ଜିନା କହିଲେ ଏହି ସମୟରେ ସେ ଠିକ୍ ନାହାଁନ୍ତି କି ଦେଶରେ ମଧ୍ୟ କେହି ଠିକ୍ ନାହାଁନ୍ତି ତେବେ ଏହି ପରିସ୍ଥିତି ଠିକ ହେବାପରେ ସେ ନିଶ୍ଚିତ ବେବି ପ୍ଲାନିଙ୍ଗ୍ କରିବେ।


କିନ୍ତୁ ସେ ଏହି ସମୟରେ ନିଜକୁ ଓ ତାଙ୍କ ଘର ପରିବାରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଜୀନା ଙ୍କ ଅଭିନୟ କେମିତିଲାଗେ ଓ ଜୀନା ଆଉ ରୁଦ୍ରଙ୍କର ଯୋଡି ଟି ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |