ବହାଘର ପରେ ଏମିତି ଅଲଗା ଲୁକରେ ନଜର ଆସିଲେ Janklin Parida, ଦେଖିକି ସମସ୍ତେ ଚକିତ

ଦର୍ଶକବନ୍ଧୁ ଆପଣମାନେ ଜ୍ୟାକଲିନ ପରିଡାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ | ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ| ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ରଜ କୁଇନ ମାଧମରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ ଜ୍ୟାକଲିନ ତାହେଲେ |


ଜ୍ୟାକଲିନ 2016 ମସିହାରେ ରଜ କୁଇନ ଜିତିଥିଲେ ଓ ଏହାସହ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବହୁତ ସାରା ସିରିଏଲ କରିସାରିଛନ୍ତି | ଏଥି ସହିତ ସେ କିଛି ଆଲବମ ରେ ମଧ୍ୟ ଅଭିନୟ କରିଛନ୍ତି |ତେବେ ସୁଟିଂ ସେଟ ରୁ ହିଁ ପରସ୍ପରକୁ ଭଲପାଇ ଅରବିନ୍ଦ ଓ ଜ୍ୟାକଲିନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି | ବାହା ଘର ପରେ ଜ୍ୟାକଲିନ ଅରବିନ୍ଦଙ୍କ ଘରେ ମାନେ କଟକ ରେ ନିଜ ଶାଶୂଘରେ ରହୁଥିବାର ନଜର ଆସିଛନ୍ତି |


ଶାଶୂଘରେ ଗୋଟେ ଅଲଗା ପ୍ରକାର ଲୁକ ରେ ନଜର ଆସିଛନ୍ତି ଜ୍ୟାକଲିନ ତେବେ ବର୍ତମାନ ସମୟରେ ଜ୍ୟାକଲିନ ଙ୍କୁ ଆପଣମାନେ ହେ ପ୍ରଭୁ ସିରିଏଲ ରେ ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ | ଏ ସିରିଏଲ ରେ ତାଙ୍କର ବହୁତ ସୁନ୍ଦର ଅଭିନୟ ଦର୍ଶକମାନଙ୍କୁ ବହୂତ ପସନ୍ଦ ଆସୁଥିବାର ଦେଖା ଯାଇଛି | ତ ଫ୍ରେଣ୍ଡ୍ସ ଜ୍ୟାକଲିନ ତାଙ୍କ ଶାଶୂଘରେ ତାଙ୍କ ସ୍ୱାମୀ ଙ୍କ ସହ ବହୁତ ସାରା ମଜାମସ୍ତି କରୁଥିବା ସହିତ ନିଜ ଶାଶୂଘର ଲୋକମାନଙ୍କ ଯତ୍ନ ନେଉଥିବାର ନଜର ଆସିଛନ୍ତି |

ବର୍ତ୍ତମାନ ଲକଡାଉନ ଥିବାରୁ ସିରିଏଲ ର ସୁଟିଂ କାର୍ଯ୍ୟ ବନ୍ଦ ରହିଛି ଓ ଆଗାମୀ ଦିନମାନଙ୍କରେ ସେ ହେ ପ୍ରଭୁ ସିରିଏଲ ରେ କଂଟିନ୍ୟୁ କରିବେବୋଲି କହିଛନ୍ତି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଜ୍ୟାକଲିନ ଙ୍କ ଅଭିନୟ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |