ବହାଘର ପରେ ନିଜ ଘରକୁ ଆସି ଭଉଣୀଙ୍କ ସହ ଏମିତି କିଛି କଲେ Archita, ସବୁ ହେଇଗଲା ଭାଇରଲ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ଅର୍ଚ୍ଚିତା ସାହୁ ଏବଂ ତାଙ୍କ ବଡ ଭଉଣୀ ଅର୍ପିତା ସାହୁଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଅର୍ଚ୍ଚିତା ବର୍ତ୍ତମାନ ସମୟରେ ତାଙ୍କ ଘରକୁ ଆସିଛନ୍ତି। ଆଉ ତାଙ୍କ ଘରେ ଆସି କଣ କରିଛନ୍ତି, କିପରି ଭାବେ ମଜାମସ୍ତି କରୁଛନ୍ତି ଏବଂ ତାଙ୍କ ବଡ ଭଉଣୀଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ ଆସନ୍ତୁ ଜାଣିବା।


ଆପଣମାନେ ଜାଣିଥିବେ କି ଗତ କିଛିଦିନ ପୂର୍ବେ ଅର୍ଚ୍ଚିତାଙ୍କର ବିବାହ ହୋଇଥିଲା। ବିବାହ ପରେ ବର୍ତ୍ତମାନ ସମୟରେ ସେ ସବ୍ୟସାଚୀଙ୍କ ସହ ତାଙ୍କ ଶାଶୁଘରେ ରହୁଛନ୍ତି। ବର୍ତ୍ତମାନ ସମୟରେ ଅର୍ଚ୍ଚିତା ନିଜ ବାପଘରକୁ ବୁଲି ଆସିଛନ୍ତି ଏବଂ ତାଙ୍କ ବଡ଼ ଭଉଣୀ ମଧ୍ୟ ତାଙ୍କ ଘରକୁ ଆସିଛନ୍ତି। ଆପଣମାନେ ଜାଣିଥିବେ ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଅର୍ପିତା ସାହୁ ରାଜସ୍ଥାନରେ ବିବାହ କରିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ଘରକୁ ବୁଲି ବୁଲି ଆସିଛନ୍ତି।


ତାଙ୍କ ଘରେ ଦୁଇ ଭଉଣୀ ମିଶି ଖୁବ୍ ସାରା ମଜାମସ୍ତି କରିବାର ନଜର ଆସିଛନ୍ତି। ଅର୍ଚ୍ଚିତାଙ୍କ ବଡ଼ ଭଉଣୀ କୌଣସି ହିରୋଇନ୍ ଙ୍କ ଠାରୁ କମ୍ ନୁହଁନ୍ତି। ସେ ଫ୍ୟାସନ୍ ଡିଜାଇନର ସ୍କୋର୍ସ କରିଛନ୍ତି ଏବଂ ସେ ରାଜସ୍ଥାନରେ ଜଣେ ବିଜନେସ୍ ମ୍ୟାନଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଏବଂ ଅର୍ପିତା ଦୁଇ ଭଉଣୀ ମିଶି ବୋହୁତ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି।


ଏଥି ସହିତ ଅର୍ଚ୍ଚିତାଙ୍କର ଜଣେ ଭଉଣୀ ବି ମଧ୍ୟ ତାଙ୍କ ସହ ସାମିଲ୍ ହୋଇ ଖୁବ୍ ମଜାମସ୍ତି କରୁଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଅର୍ଚ୍ଚିତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ |