ବାହାଘର ପରେ ପ୍ରଥମ ଥର ପାଇଁ ନିଜ ସ୍ତ୍ରୀ ସହ ନଜର ଆସିଲେ Comedian Gudu, କରିଲେ ଏମିତି କିଛି

ବନ୍ଧୁଗଣ ଆପଣ ତ ଜାଣିଥିବେ ଗତ ସୋମବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓଲିଉଡ଼ ର ହାସ୍ୟ ଅଭିନେତା ଗୁଡ଼ୁ | ନିଜ ବାନ୍ଧବୀ ପ୍ରିୟଙ୍କା ଙ୍କ ମଥାରେ ଦେଇଥିଲେ ସିନ୍ଦୁର ସୋମବାର ଦିନ ପ୍ରିୟଙ୍କା ଙ୍କ ମଥାରେ ସିନ୍ଦୁର ଦେଲାପରେ ଏବେ ନିଜ ଘରେ ସ୍ୱାମୀ ସ୍ତ୍ରୀ ହୋଇସାରିଛନ୍ତି ଓ ଗୁଡ଼ୁ ତାଙ୍କ ସ୍ତ୍ରୀ ଙ୍କୁ ଏବେ ଭୁବନେଶ୍ୱର ବୁଲାଉଛନ୍ତି ପ୍ରିୟଙ୍କା ହେଉଛନ୍ତି |

କେନ୍ଦ୍ରାପଡ଼ା ରାଜନଗର ର ଝିଅ ଏବଂ 46 ଦିନ ର ପ୍ରେମ ଏବଂ ସୋସିଆଲ ମିଡ଼ିଆରୁ ଚିହ୍ନା ପରିଚ ପ୍ରେମ ହୋଇଥିଲା ଶେଷରେ ଦୁହେଁ ଦୁହିଁଙ୍କୁ ବୁଝିସାରିବା ପରେ ଭଲପାଇ ବସିଥିଲେ ଓ ପରବର୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧିହୋଇଥଲେ |

ତେବେ ଗୁଡ଼ୁ ଏବେ ପ୍ରିୟଙ୍କାଙ୍କୁ ବିବାହ କରିସାରିବା ପରେ ଏବେ ଗୁଡ଼ୁ ପ୍ରିୟଙ୍କା ଙ୍କ ସାଥିରେ ବୁଲୁଛନ୍ତି ଏବଂ ତାଙ୍କୁ ଭିନ୍ନ ଭିନ୍ନ ଜାଗା ବୁଲାଉଥିବାର ମଧ୍ୟ ଫୋଟୋ ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଗତ ସୋମବାର ଦିନ ଗୁଡ଼ୁ ପ୍ରିୟଙ୍କା ଙ୍କ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳସୂତ୍ର ଦେଇଥିଲେ ଯାହାକି ଦୁଇଜଣ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଥିଲେ |

ସୋସିଆଲ ମିଡିଆରେ ତେବେ ପ୍ରିୟଙ୍କା ଙ୍କୁ ଏବେ ବୁଲିବାକୁ ନେଇଛନ୍ତି ଗୁଡ଼ୁ ଭୁବନେଶ୍ୱର ସାରା ବୁଲାଉଛନ୍ତି ଗୁଡ଼ୁ ଯାହା କି ଦେଖିବାକୁ ମିଳିଛି ଓ ସେ ତାଙ୍କ ଫ୍ୟାମିଲି ସହ ବର୍ତମାନ ଭୁବନେଶ୍ୱର ରେ ବୁଲାଥିବାର ନଜର ଆସୁଛନ୍ତି |

ଗୁଡ଼ୁ ଏବଂ ପ୍ରିୟଙ୍କା ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି ବୋଲି ସେ ଆଗରୁ କହିଥିଲେ ଏବଂ ତାଙ୍କୁ ଏଭଳି ଏକ ଭଲ ଲାଇଫ ପାର୍ଟନର ମିଳିଥିବାରୁ ଗୁଡ଼ୁ ନିଜକକୁ ଧନ୍ୟ ବୋଲି ଭାବୁଛନ୍ତି ଓ ସୋସିଆଲ ମିଡିଆରେ ସେ ତାଙ୍କର ବହୁତ ସାରା ଫୋଟୋ ପୋଷ୍ଟ କରିଥିଲେ |