ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ହିରୋଇନ ଜ୍ୟାକଲିନ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ | ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ଜ୍ୟାକଲିନ ଙ୍କର ଜବରଦସ୍ତ ଅଭିନୟ ପାଇଁ ଓଡିଶା ର ଲୋକମାନେ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି |
ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଜ୍ୟାକଲିନ ଏକ ରିଆଲିଟି ସୋ ମାଧ୍ୟମରେ ଓଲିଉଡ଼ କୁ ଏଣ୍ଟ୍ରି କରିଥିଲେ ଓ ଏହାପରେ ସେ ତାଙ୍କର ଖୁବ ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ମଧ୍ୟ ହୋଇପାରିଥିଲେ | ଆପଣମାନେ ଜାଣିଥିବେ ଯେ ଜ୍ୟାକଲିନ ଗତ କିଛିଦିନ ତଳେ ପ୍ରେମ ବିବାହ କରିଥିଲେ |
ଜ୍ୟାକଲିନ ଓ ଅରବିନ୍ଦ ଦୁହେଁ ଦୁହିଁଙ୍କୁ ସୁଟିଂ ସେଟ ରୁ ହିଁ ଭଲପାଉଥଲେ ସେ ପ୍ରାୟ 3 ବର୍ଷ ପରେ ମେ 21 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅରବିନ୍ଦ ଓ ଜ୍ୟାକଲିନ | ବର୍ତମାନ ସମୟରେ କଟକ ରେ ନିଜ ଶାଶୂଘରେ ରହିଛନ୍ତି ଜ୍ୟାକଲିନ | ସେ ତାଙ୍କ ଶାଶୂଘରେ ଗୋଟେ ଓଡ଼ିଆ ବୋହୁ ଭାବରେ ଚଳି ଆସୁଥିବାର ନଜର ଆସିଛନ୍ତି ଜ୍ୟାକଲିନ|
ଏହା ସହିତ ସେ ବହୁତ ସାରା ମଜାମସ୍ତି ଓ ବହୁତ ସାରା ଫୋଟୋ ଓ ଭିଡିଓ ଉଠାଇ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଦର୍ଶକ ଙ୍କ ସହ ସେୟାର କରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଜ୍ୟାକଲିନ ଓ ଅରବିନ୍ଦ ଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ବାହାଘର ପରେ ଶାଶୂଘରେ ଏମିତି ଚଳୁଛନ୍ତି Jyanklin, ଦେଖିକି ବିଶ୍ୱାସ କରି ପାରିବେ ନାହିଁ
