ବାହାଘର ପରେ ଏମିତି ହେଇଯାଇଛି ଯୁବରାଜ ସିଂଙ୍କର ସୁନ୍ଦରୀ ପତ୍ନୀଙ୍କର ଅବସ୍ଥା, ଦେଖିଲେ ଦୁଃଖ ଲାଗିବ…

ବିବାହ ପରେ ଶରୀର ରେ ଅନେକ ପରିବର୍ତନ ଆସିଥାଏ | ଏହିପରି ପରିବର୍ତନ ଦେଖିବାକୁ ମିଳିଛି ଯୁବରାଜ ଙ୍କ ପତ୍ନୀ ଙ୍କ କ୍ଷେତ୍ର ରେ | ଏପରି କୁହାଯାଇଥାଏ କି ବିବାହ ପରେ ମନୁଷ୍ୟ ର ସ୍ଵଭାଵ, ଚାଲିଚଳଣୀ, ଶାରୀରିକ କ୍ଷେତ୍ରରେ ଅନେକ ପରିବର୍ତନ ପରିଲକ୍ଷିତ ହେଇଥାଏ | ଏହି ପରିବର୍ତନ ଖସକରୀକି ମହିଳା ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଥାଏ | ଏହି କ୍ଷେତ୍ର ରେ ସାଧାରଣ ମହିଳା କେବଳ ସାମିଲ ହେଇ ନ ଥାନ୍ତି ଏଥିରେ ଟିଭି କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରି ର ସେଲିବ୍ରିଟି ମାନେ ମଧ୍ୟ ସାମିଲ ହେଇଥାନ୍ତି | ତେବେ ଆଜି ଆମେ ଏଠାରେ କ୍ରିକେଟର ଯୁବରାଜ ଙ୍କ ପତ୍ନୀ ଙ୍କ ବିଷୟ ରେ କହିବାକୁ ଯାଉଛୁ | ବିଗତ ଦିନ ରେ ଏୟାରପୋର୍ଟ ରେ ତାଙ୍କୁ ଦେଖିବାକୁ ମିଳିଥିଲା | ଦେଖିବାକୁ ଗଲେ ଚାରି ବର୍ଷ ରେ ସେ ଅନେକ ପରିବର୍ତନ ହେଇଯାଇଛନ୍ତି |

ବିବାହ ପରେ ଏତେ ପରିବର୍ତନ ହେଇଚି
ବଲିଉଡ ଅଭିନେତ୍ରୀ ଓ ଭାରତୀୟ କ୍ରିକେଟର ଯୁବରାଜ ସିଂ ଙ୍କ ପତ୍ନୀ ହେଜଳ କିଜ ଙ୍କ ବିବାହ ପରେ ତାଙ୍କ ମଧ୍ୟ ରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି | ହେଜଳ ଙ୍କୁ ଏୟାରପୋର୍ଟ ରେ ଦେଖିବାକୁ ମିଳିଥିଲା | ହେଲଜ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୁରେଇ ଯାଇଛନ୍ତି ସତ କିନ୍ତୁ ସୋସିଆଲ ମିଡ଼ିଆ ରେ ସେଵାଦ ଆକ୍ଟିଭ ରହିଥାନ୍ତି | ବିଗତ ଦିନ ରେ ଏୟାରପୋର୍ଟ ରେ ହେଜଳ ଙ୍କୁ ତାଙ୍କ ମା ଙ୍କ ସହ ଦେଖିବାକୁ ମିଳିଥିଲା | ଏହି ସମୟ ରେ ଏକ ସାଧାରଣ ଡ୍ରେସ ରେ ଥିଲେ ଓ ବେକ ରେ ମଙ୍ଗଳସୂତ୍ର ଥିଲା | ଏହି ଫୋଟୋ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି |

ହେଜଳ 2016 ରେ ଯୁବରାଜ ଙ୍କ ସହ ପ୍ରେମ ବିବାହ କରିଥିଲେ ଓ ଗୁରୁଦ୍ୱାର ରେ ପଞ୍ଜାବ ରେ ସମ୍ପୂର୍ଣ ରୀତି ନୀତି ରେ ଏହି ବିବାହ ହେଇଥିଲା | ବିବାହ ରେ ଯୁବରାଜ ଓ ହେଜଳ ଙ୍କ ମାତା ପିତା ଙ୍କ ଛଡ଼ା ତାଙ୍କ ନିକଟ ଲୋକେ ହିଁ ଉପସ୍ଥିତ ହେଇଥିଲେ | ଏଠାରେ ବଲିଉଡ ରେ ଅନେକ ଲୋକେ ସାମିଲ ହେଇଥିଲେ |

ଅଭିନେତ୍ରୀ ହେଜଳ
32 ବର୍ଷୀୟ ହେଜଳ ଙ୍କୁ ୟୁନାଇଟେଡ଼ କିଙ୍ଗଡମ ର ନାଗରିକତା ହାସିଲ ରହିଛି | ତାଙ୍କ ମାତା ପିତା ସେହି ଦେଶ ର ଅଟନ୍ତି | ସେ ହିନ୍ଦୀ ଓ ବ୍ରିଟିଶ ଛଡା ଆହୁରି କିଛି ଭାଷା ମଧ୍ୟ ଜାଣିଛନ୍ତି | ବିଗତ ଦିନ ରେ ହେଜଳ ଜଣେ ମଡେଲ ମଧ୍ୟ ରହିସାରିଛନ୍ତି | ବଲିଉଡ ଫିଲ୍ମ ବଡିଗାର୍ଡ ଓ ସାଉଥ ର ତିନି ଫିଲ୍ମ ବିଲ୍ଲ , ହିର ଆଣ୍ଡ ହିରୋ ଓ କୃଷ୍ଣ ରେ କାମ କରିଛନ୍ତି | ବର୍ତମାନ ସମୟ ରେ ହେଜଳ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରହିଥାନ୍ତି |