ପ୍ରେମ ଏକ ସୁନ୍ଦର ଅନୁଭୂତି ହେଇଥାଏ I କିଛି ଲୋକେ ଏହା କୁ ବୁଝିପାରିଥାନ୍ତି ତ କିଛି ଲୋକେ ଏହା କୁ ବୁଝିବା ରେ ଅସମର୍ଥ ହେଇଥାନ୍ତି I କିଛି ପ୍ରେମିକ ନିଜ ପ୍ରେମ କୁ ପ୍ରକାଶ କରିବାକୁ ସାହସ ମଧ୍ୟ ରଖିଥାନ୍ତି I ଏବଂ ଏହି ଲୋକେ ନିଜ ପତ୍ନୀ କିମ୍ଭା ନିଜ ଗାର୍ଲଫ୍ରେଣ୍ଡ ଙ୍କୁ କେତେ ଭଲ ପାଇଥାନ୍ତି ଏହା ର ପ୍ରମାଣ ସେମାନେ ଦେଖାଇଥାନ୍ତି I ବିଗତ ଦିନ ରେ ରଣବୀର ଓ ଦୀପିକା ଙ୍କ ବିବାହ ବିଷୟ ରେ ତ ଆପଣ ଜାଣିଥିବେ କିନ୍ତୁ ବିବାହ ପରେ ଏକ ଆୱାର୍ଡ ଫଂସନ ରେ ବିବାହ ପରେ ଉଭୟ ପତିପତ୍ନୀ ଯୋଗ ଦେଇଥିଲେ କିନ୍ତୁ ସେଠାରେ ଏପରି କିଛି ଘଟିଯାଇଥିଲା ଯାହା ଯୋଗୁ ଦୀପିକା ଙ୍କ ଆଖି ରେ ଲୁହ ଆସିଯାଇଥିଲା I
ବିବାହ ପରେ ପ୍ରଥମ ଥର ରଣବୀର କହିଲେ ଏପରି କଥା
2018 ର ଶେଷ ଆୱାର୍ଡ ସୋ ରେ ଷ୍ଟାର ଙ୍କୁ ସ୍କ୍ରିନ ଆୱାର୍ଡ ମିଳିଥିଲା ଏବଂ ଫିଲ୍ମ ପଦ୍ମାବତୀ ର ବେଷ୍ଟ ଆକ୍ଟର ରୂପେ ରଣବୀର ଙ୍କୁ ମଧ୍ୟ ଏହି ଉପହାର ମିଳିଥିଲା I କିନ୍ତୁ ଏହି ସୋ ରେ ସେ ତାଙ୍କ ପତ୍ନୀ ଙ୍କୁ କେତେ ଭଲ ପାଉଛନ୍ତି ଏହା ଲୋକ ଙ୍କୁ ଜଣାଇବାକୁ ଭୁଲି ନାହାନ୍ତି ଏବଂ ଏପରି କିଛି ସ୍ପିଚ ଦେଇଥିଲେ ଯାହା ଶୁଣି ଦୀପିକା ଙ୍କ କହି ରେ ଲୁହ ଆସିଯାଇଥିଲା I
ଦେଖନ୍ତୁ ଭିଡିଓ –
ଏଠାରେ ରଣବୀର କହିଛନ୍ତି ଫିଲ୍ମ ପଦ୍ମାବତୀ ରେ ମୋତେ ରାଣୀ ମିଳି ନ ଥିଲେ କିନ୍ତୁ ବାସ୍ତବ ଜୀବନ ରେ ମୁ ମୋ ସ୍ବପ୍ନ ର ରାଣୀ ଙ୍କୁ ପାଇପାରିଛି I ବିଗତ 6 ମାସ ମଧ୍ୟ ରେ ମୁ ଯାହା କିଛି ବି ହାସିଲ କରିଛି I ଏଥିପାଇ ମୋତେ ମୋ ପତ୍ନୀ ଅନେକ ସହାୟତା କରିଛନ୍ତି I ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକେ ତାଙ୍କ ର ଆହୁରି ମଧ୍ୟ ପ୍ରଶଂସା କରିବା ଆରମ୍ଭ କରିଥିଲେ I
ଏହି ଫିଲ୍ମ ର ଏକାଠି ଆସିଥିଲେ ଦୀପିକା ରଣବୀର
ଦୀପିକା ଓ ରଣବୀର ଙ୍କ ର ପ୍ରଥମ ସାକ୍ଷ୍ୟାତ ଏକ ହୋଟେଲ ରେ ହେଇଥିଲା , ସେ ସମୟ ରେ ରଣବୀର ନିଜ ପରିବାର ସହ ଫିଲ୍ମ ବ୍ୟାଣ୍ଡ ବାଜା ବାରଟି ର ସଫଳତା ର ପାର୍ଟି ଏଞ୍ଜୟ କରୁଥିଲେ ତାଙ୍କ ର ଅନେକ ସଫଳ ଫିଲ୍ମ ମଧ୍ୟ ରେ ପଦ୍ମାବତୀ , ବାଜି ରାଓ ମସ୍ତାନୀ ଓ 14 ନଭେମ୍ବର ଆଦି ଅନ୍ୟତମ ଅଟେ I