ବାହାଘରର 3 ମାସ ଯାଏଁ ନୁଆ କନିଆଁ କିଛି ବି କରିବାକୁ ଦେଲା ନାହିଁ, ତାପରେ ସ୍ଵାମୀ କରିଲେ Jidi… ଶେଷରେ ସେ ଯାହା କରିଲେ, ନୁଆ ବାହା ହେଉଥିବା ଲୋକ ସାବଧାନ

ନମସ୍କାର ବନ୍ଧୁଗଣ ଆମ ନ୍ୟୁଜ ପୋର୍ଟାଲଙ୍କୁ ଆପଣଙ୍କୁ ସ୍ୱାଗତ ଆଜି ଆମେ ଏଠାରେ ଜଣେ ନୁଆ ବିବାହିତ କନିଆଁକା ବିଷୟରେ ଜାଣିବା | ସେହି କନିଆଁ ଥିଲେ ଜଣେ ଲୁଟେରୀ କନିଆଁ | ବିବାହ ନାମରେ ଲୋକ ଙ୍କୁ ଧୋକା ଦେଉଥିଲେ | ଏବଂ ଘରୁ ସୁନା ଗହଣା ଆଦି ଚୋରି କରି ନେଇଯାଉଥିଲେ | ଯେ କେହି ଏହି ଦୁଲହନ ଙ୍କ ର କଥା ଶୁଣୁଛନ୍ତି ଆଶ୍ଚଯ୍ୟ ହେଇଯାଉଛନ୍ତି |

କାରଣ ଏହି ଦୁଲହନ ବେଶ ଚତୁରତା ର ସହ ଲୋକ ଙ୍କୁ ନିଜ ର ପ୍ରେମ ରେ ଫସାଇ ଲୁଟ ପରି ଘଟଣା ଘଟାଇଥାନ୍ତି | ଏହି ଲୁଟେରୀ ଦୁଲହନ ଙ୍କ ବାବଦ ରେ ରାଜସ୍ତାନ ର ଉଦୟପୁର ଥାନା ରେ ମାମଲା ରୁଜୁ ହେଇଥିଲା |

କୁରାବାଦ ପୋଲିସ କହିଛି ଯେ ଗୁଦଲିର ବାସିନ୍ଦା ମୁକେଶ ପୁତ୍ର ଶାନ୍ତିଲାଲ ସେଥିଆ ଜଣେ ଦଲାଲଙ୍କ ମାଧ୍ୟମରେ ମୁସାଖେଡି (ଇନ୍ଦୋର) ବାସିନ୍ଦା ସପନା ମିଶ୍ରଙ୍କୁ 5 ଲକ୍ଷ ଟଙ୍କା ଦେବା ପରେ ସେ ଜୈନ ମନ୍ଦିରରେ ବିବାହ କରିଥିବା ସୂଚନା ଦେଇଛନ୍ତି। ସୀମା ମୁକେଶ ସେଥିଆଙ୍କ ସହିତ ପ୍ରାୟ ତିନିମାସ ରହିଥିଲେ | ଏହି ସମୟ ମଧ୍ୟରେ ସେ ପତ୍ନୀ ଧର୍ମ ପାଳନ କରିନଥିଲେ।

ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା | ଏହି ସମୟ ମଧ୍ୟରେ ସେ ୫ ଥର ନିଜ ଘରକୁ ଯାଇଥିଲେ | ସେ ଦଲାଲଙ୍କ ସହ ମୋବାଇଲରେ ଗୁପ୍ତ ଭାବରେ ଚାଟ୍ କରୁଥିଲେ ଏବଂ ଏଠାରୁ ସବୁକିଛି ଲୁଟି ନେଇ ପଳାଇବାକୁ ଯୋଜନା କରିଥିଲେ।

3 ମାସ ପରେ ସେ ଘରେ ରଖାଯାଇଥିବା ଅଳଙ୍କାର ଏବଂ ଟଙ୍କା ନେଇ ଫେରାର ହେଇଯାଇଥିଲେ | ଯେତେବେଳେ ମୁକେଶ ସେଥିଆ ତାଙ୍କୁ ଖୋଜିବା ଆରମ୍ଭ କଲେ, ସେତେବେଳେ ଜଣା ପଡିଲା କି କନିଆଁ ଜଣଙ୍କ ନକଲି ଏବଂ ଡକାୟତ ଥିଲେ । ସେ ଏକ ଗ୍ୟାଙ୍ଗର ସାହାଯ୍ୟରେ ଏହି କାର୍ଯ୍ୟ କରୁଥିଲେ।

ଏହା ଉପରେ ମୁକେଶ ଉଦୟପୁର ଏସପି ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଥିଲେ। କୁରାବାଦ ପୋଲିସର ଏଏସଆଇ ଗୁଲାବ ସିଂ କହିଛନ୍ତି ଯେ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଏହି ଅନୁସନ୍ଧାନ ଆରମ୍ଭ କରିଛି |