ବାଲେଶ୍ବରରେ ଲକଡାଉନ କରାଣରୁ ଯେବେ ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ ଆସିଲେ ନିଜେ Mahadev, ତା ପରେ ଯା ହେଲା

ନମସ୍କାର ଦର୍ଶକବନ୍ଧୁ କଣ ହେଲା ଯେବେ ମହାଦେବଙ୍କ ଭୂତ ଆତ୍ମା ଆସିଲେ ନିଜର ଭକ୍ତଙ୍କୁ ରକ୍ଷା କରିବାପାଇଁ ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା। ଏହି କାହାଣୀଟି ଶୁଣିଲେ ଆପଣ ନିଶ୍ଚିତ ଡରିଯିବେ। ଏହି କାହାଣୀ ନିଶାନ୍ତ ନାମର ବ୍ୟକ୍ତିଙ୍କର। ନିଶାନ୍ତ ୨୦୧୯ ମସିହାରେ ନୟାଗଡ଼ ମଶାଣିରେ କାମ କରୁଥିଲେ। ତାଙ୍କ ପାଖରେ ପଇସାର ଅଭାବ ଥିଲା ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାପାଇଁ ସେ ଏହି କାମ କରିବାକୁ ଆଗେଇ ଆସିଥିଲେ। ସୁଶାନ୍ତ ସମସ୍ତ ଶବମାନଙ୍କ ସତ୍କାର କରୁଥିଲେ ରୀତିନୀତି ଅନୁସାରେ ଏବଂ ସେଠାରେ ଥିବା ପଣ୍ଡିତଙ୍କର ସାହାଯ୍ୟ ମଧ୍ୟ କରୁଥିଲେ।

ରାତିରେ ନିଶାନ୍ତଙ୍କୁ ମଶାଣି ଘଟରେ ଶୋଇବାକୁ ପଡୁଥିଲା। କାରଣ ତାଙ୍କ ପାଖରେ ଏତେ ଟଙ୍କା ନଥିଲା ଭଡ଼ାଘରେ ରହିବା ପାଇଁ। ଥରେ ଥରେ ନିଶାନ୍ତଙ୍କ ଦେହରେ ଅଦୃଶ୍ୟ ଶକ୍ତି ବାସ ହେବାରେ ଲାଗିଲା ତାଙ୍କ ଛାତି ସେ ସମୟରେ ଦରଜ କରୁଥିଲା ଏବଂ ଅନେକ ଯନ୍ତ୍ରଣା ହୋଉଥିଲା ତାଙ୍କ ଶରୀରରେ। କେବଳ ରାତି ହେବା ମାତ୍ରେ ତାଙ୍କୁ ଅଦୃଶ୍ୟ ବସ କରିଦେଉଥିଲା। ଏହି ବିଷୟରେ ନିଶାନ୍ତ ଜଣେ ପଣ୍ଡିତକୁ ପଚାରିଲା ଏବଂ ସେ ପଣ୍ଡିତ ଯାହା କହିଲେ ତାହା ଶୁଣି ନିଶାନ୍ତ ଭୟଭୀତ ହୋଇଗଲେ।

ପଣ୍ଡିତ ତାଙ୍କୁ କହିଥିଲେ କି ଏକ ପ୍ରତଆତ୍ମା ତାଙ୍କ ଶରୀରକୁ କରିଛି। ତେଣୁ କରି ସତର୍କ ରହିବାକୁ ପଡିବ ଏବଂ ଜୀବନ ମଧ୍ୟ ଯାଇପାରେ। ପଣ୍ଡିତ ତାଙ୍କୁ ମହାଦେବଙ୍କ ଜପିବା ଉପାୟ ବତାଇଲେ। ଥରେ ନିଶାନ୍ତଙ୍କ ଦେହରେ ରାତିରେ ଆତ୍ମା ପ୍ରବେଶ କରିବାକୁ ଲାଗିଲା ଏବଂ ସେହି ସମୟରେ ନିଶାନ୍ତ ବୋହୁତ ଡରି ଯାଇଥିଲେ। ସେହି ସମୟରେ ସେ ମହାଦେବଙ୍କ ମନ୍ତ୍ର ଜପ ଜୋର୍ ରେ କରିବାକୁ ଲାଗିଲେ।

ଅଦୃଶ୍ୟ ଶକ୍ତି ତାଙ୍କୁ ଆକ୍ରମଣ କରି ତାଙ୍କର ଏକ ଆଙ୍ଗୁଠି ମୋଡ଼ି ଦେଇଥିଲା ଏବଂ ସେହି ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଅନେକ କଷ୍ଟ ପରେ ମଧ୍ୟ ନିଶାନ୍ତ ହର ମାନିଲେ ନାହିଁ, ମହାଦେବଙ୍କ ମନ୍ତ୍ର ସେମିତି ଜୋର୍ ରେ ଜପୁଥିଲେ। ଏହିପରି ବାରମ୍ବାର କରିବା ଦ୍ଵାରା ଏକ ବିଜୁଳି ମାରିଲା ଓ ଆକାଶ ମାର୍ଗରୁ ଏକ ଆଲୋକ ଦେଖାଗଲା।

ଯେଉଁଥିରେ ମହାଦେବଙ୍କ ପରି ଏକ ଛବି ଦେଖାଗଲା। ସେହି ଶକ୍ତିଟି ସେ ଖରାପ ଶକ୍ତିକୁ ନିଜ ଆଡକୁ ଟାଣିନେଲା। ଏବଂ କିଛି ସମୟପରେ ସେହି ଛବିଟି ଆକାଶରେ ଲୀନ ହୋଇଗଲା। ନିଶାନ୍ତ ଏହାକୁ ମହାଦେବଙ୍କ ଚମତ୍କାର ବୋଲି ଜାଣିପାରିଲେ ଏବଂ ସେବେଠୁ ଆଜି ପର୍ଯ୍ୟନ୍ତ ମହାଦେବଙ୍କୁ ପୂଜା କରି ଆସୁଛନ୍ତି।