90 ଦଶକ ରେ ନିଜ ସୁନ୍ଦରତା ରେ ବଲିଉଡ ରେ ଲୋକପ୍ରିୟତା ହାସିଲ କରିଥିବା ଅଭିନେତ୍ରୀ ଜୁହି ଙ୍କୁ କିଏ ବା ନ ଜାଣିଚି I ତାଙ୍କ ଝିଅ ଖୁବ ଶୀଘ୍ର ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି I ଜୁହି କମେଡି ରୁ ନେଇ ଆକ୍ଟିଙ୍ଗ ପର୍ଯ୍ୟନ୍ତ ପ୍ରତୋକ ଦର୍ଶକ ଙ୍କ ର ମନୋରଞ୍ଜନ କରିପାରିଛନ୍ତି I
ସୁନ୍ଦର ଦେଖିବାକୁ ଜୁହି ଙ୍କର ଝିଅ
ସୂଚନା ମୁତାବିକ ଅଭିନେତ୍ରୀ ଜୁହି 1995 ରେ ବ୍ୟବସାୟୀ ଜୟ ମେହେତା ଙ୍କୁ ବିବାହ କରିଥିଲେ I ଜୁହିଙ୍କ ର ଆଜି ଦୁଇଗୋଟି ସନ୍ତାନ ଗୋଟେ ଝାଅ ଯାହାଙ୍କ ର ନାମ ଜାହ୍ନବୀ ଓ ପୁଅ ର ନାମ ଅର୍ଜୁନ ମେହତା I ଦୁହେଁ ଧିରୁ ଭାଇ ଅମ୍ବାନୀ ସ୍କୁଲ ରେ ପାଠ ପଢୁଥିଲେ I ବର୍ତମାନ ଲଣ୍ଡନ ରେ ପାଠ ପଢୁଛନ୍ତି I
ଜାହ୍ନବୀ ସ୍କୁଲ ରେ ଟପ 10 ବିଦ୍ୟାର୍ଥୀ ଙ୍କ ମଧ୍ୟ ରେ ଜଣେ ଅଟନ୍ତି I ସେ ପାଠ ପଢା ରେ ଖୁବ ଆଗବର ଅଟନ୍ତି I ଏବଂ ଦେଖିବାକୁ ବି ଖୁବ ସୁନ୍ଦର ଅଟନ୍ତି I
ଖୁବ ଶୀଘ୍ର ବଲିଉଡ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି
ଜୁହି ଙ୍କ ର ଦୁଇ ପିଲା ଅନେକ ସମୟ ରେ ପାର୍ଟି ଫଂସନ ଆଦି ରେ ମିଡ଼ିଆ ନଜର ରେ ଆସିଥାନ୍ତି | ତେବେ ଜାହ୍ନବୀ , ଦୀପିକା ଓ ବରୁଣ ଧବନ ଙ୍କ ର ବହୁତ ବଡ଼ ଫ୍ୟାନ ଅଟନ୍ତି I ଏବଂ ଜୁହି ଙ୍କ ର ଝିଅ ଜାହ୍ନବୀ ଖୁବ ଶୀଘ୍ର ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି |
ଜୁହି ପ୍ରଡକ୍ସନ ହାଉସ
ଆଜି କୁ ଜାହ୍ନବୀ 16 ବର୍ଷ ବୟସ ର ହେଇଗଲେଣି | କିନ୍ତୁ ଫିଲ୍ମ ର ଚାକଚକ୍ୟ ଜଗତ ରୁ ଦୁରେଇ ରହୂଥିବା ଜାହ୍ନବୀ ଖୁବ ଶୀଘ୍ର ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି | ଏପରି ଖବର ମିଳିଛି କି ଜୁହି ଚାଓଲା ନିଜ ପ୍ରଡକ୍ସନ ରେ ହିଁ ତାଙ୍କ ଝିଅ ଡେବ୍ୟୁ କରିବାକୁ ଯାଉଛନ୍ତି | ଏବଂ ନିଜ ମା ଙ୍କ ର ତଦାରଖ ରେ ସେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି I