ନମସ୍କାର ବନ୍ଧୁଗଣ କୁହାଯାଏ ଭଗଵାନ ସୃଷ୍ଟିର ନିର୍ମାଣ କରିଥିଲେ ଆଉ ସିଏ ହିଁ ସୃଷ୍ଟିର ପାଳନକର୍ତ୍ତା। ସୃଷ୍ଟିର ଉପରେ ହେବାକୁ ଯାଉଥିବା ପ୍ରତ୍ୟେକ ଗତିବିଧିକୁ ଯିଏକି ସଂଚଳିତ କରୁଅଛନ୍ତି ସେ ଆଉ କେହି ନୁହେଁ ସ୍ଵୟଂ ଭଗବାନ ହିଁ ଅଟନ୍ତି। ଭଗଵାନ ଯାହାଙ୍କୁ କୌଣସି ବି ଚିନ୍ତାବେଳେ ଯଦି ଆପଣ ଶ୍ରଦ୍ଧା ଓ ମନରୁ ମନେ ପକାଇବେ ତେବେ ସେ ନିଶ୍ଚୟ ଆସି ଆପଣଙ୍କୁ ରକ୍ଷା କରିବେ। ଆଜିର ଘଟଣା ଏକ ଏମିତି ଗରୀବ ବ୍ୟକ୍ତିର ଅଟେ ଯିଏ କି ମୁମ୍ବାଇର କର୍ଫ୍ୟୁ ବା ସଟଡାଉନ୍ କାରଣରୁ ନିଜ ଜୀବନଠୁଁ ହାର ମାନି ନେଇଥିଲା। ତାର ପୁରା ପାରିବାର ଭୋକ ଉପାସରେ ରହି ରହି ଜୀବନକୁ ତ୍ୟାଗ କରିବାକୁ ବାହାରିଥିଲେ। ଠିକ୍ ସେତିକିବେଳେ ଭଗଵାନ ପ୍ରଭୁ ନିଜର ଭକ୍ତଙ୍କୁ ରକ୍ଷା କରିବା ପାଇଁ କିଛି ଏମିତି ଚମତ୍କାର କରାଇଲେ ଯାହାକୁ ଦେଖି ସେଠାରେ ଛିଡ଼ା ହୋଇଥିବା ପୋଲିସମାନେ ଓ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ବି ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଆସନ୍ତୁ ସଂପୂର୍ଣ୍ଣ କଥା ଜାଣିବା।
ଏହି ସତ ଘଟଣା ଜଣେ ଏମିତି ଗରୀବ ବ୍ୟକ୍ତିର ଅଟେ ଯିଏ ମୁମ୍ବାଇର କର୍ଫ୍ୟୁ ବା ସଟଡାଉନ୍ କାରଣରୁ ନିଜର କ୍ଷତିକୁ ଓ ନିଜର ଦୁଃଖକଷ୍ଟକୁ ବୋହୁତ ସହିଲେ। ତାପରେ ଧୀରେ ଧୀରେ କରି ତାର ପୁରା ପରିବାରର ଆର୍ଥିକ ସ୍ଥିତି ବୋହୁତ ଖରାପ ହେବାକୁ ଲାଗିଗଲା ଓ ତାର ପରିବାର ପୁରା ରାସ୍ତା ଉପରକୁ ଆସିଯାଇଥିଲା। ଏବେ ନା ତାଙ୍କ ପାଖରେ ରହିବାକୁ କିଛି ଘର ଥିଲା ନା ତାଙ୍କ ପାଖରେ ପିନ୍ଧିବାକୁ ଭଲ ଡ୍ରେସ୍ ଥିଲା ଓ ନାହିଁ ତାଙ୍କ ପାଖରେ ଖାଇବାକୁ କିଛି ଜିନିଷ ଥିଲା। ସେତେବେଳକୁ ପ୍ରାୟ ୫ ଦିନ ହେବ ସେମାନେ ଭୋକରେ ଥିଲେ କିଛି ବି ଖାଇନଥିଲେ। କେବଳ ପାଣିର ଭରସାରେ ନିଜର ଜୀବନ ଚଳାଇଥିଲେ। ଖାଇବା ନଖାଇବା କାରଣରୁ ଧୀରେ ଧୀରେ ତାଙ୍କ ଶରୀରରେ ଦୁର୍ବଳତା ଆସିବାକୁ ଲାଗିଗଲା।
କିଛି ଦିନ ପର୍ଯ୍ୟନ୍ତ ଏମିତି ଚାଲି କି ରହିଲା। କିନ୍ତୁ ଗୋଟେ ଦିନ ଏମିତି ଦିନ ଆସିଲା ଯେଉଁଦିନ ତାଙ୍କ ପୁରା ପରିବାରକୁ ମରଣ ମୁଖରେ ପକାଇଦେଲା। ତାଙ୍କର ପରିବାରର ସ୍ଥିତି ଏତେ ଖରାପ୍ ହୋଇଯାଇଥିଲା କି ତାଙ୍କର ମରଣ ନିଶ୍ଚିତ ଥିଲା। ସେମାନଙ୍କର ଖାଲି ନିଶ୍ବାସ ଟିକେ ଟିକେ ଚାଲୁଥିଲା। ଯିଏ ନିଜ ଭକ୍ତଙ୍କର ରକ୍ଷାକର୍ତ୍ତା ଅଟନ୍ତି , ଯିଏ ଗୋଟିଏ ସେକେଣ୍ଡରେ ସୃଷ୍ଟିକୁ ବଦଳାଇ ଦେଇ ପାରନ୍ତି ସେ ଆଉ କେହି ନୁହେଁ ସେ କେବଳ ଦେବଙ୍କର ଦେବ ମହାକାଳ ଅଟନ୍ତି।
ବନ୍ଧୁଗଣ ଏମିତି ବି କିଛି ଏଥର ମୋ ସହ ହୋଇଥିଲା ସେଦିନ ଯେବେ ସହର ସଟଡାଉନ୍ କାରଣରୁ ନିଜଘରେ ବନ୍ଦ୍ ଥିଲା ଓ ମୋ ପରିବାର ଯେବେ ରାସ୍ତାରେ ଥିଲେ ତ ମୁଁ ସମସ୍ତଙ୍କୁ ସାହାଯ୍ୟ ମଗିଥିଲି। କିନ୍ତୁ କେହି ଜଣେ ବି ମୋତେ ସାହାଯ୍ୟ କରିବାକୁ ଆଗକୁ ଆସିଲେ ନାହିଁ ଓ ୟାରି ଭିତରେ କିଛି ଏମିତି ଚମତ୍କାର ହେଲା ଯାହା କେବଳ ମୋତେ ହିଁ ନୁହେଁ ମୋ ପରିବାରକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା। ଯଦି ସେଦିନ ସେହି ଚମତ୍କାର ହୋଇନଥାନ୍ତା ହୁଏତ ଆଜି ମୁଁ ଏହି ସତ ଘଟଣା କହି ପରିନଥାନ୍ତି। ଏହି କଥା ପାଖାପାଖି ରାତି ୧୦ଟା ବଜିଯାଇଥିଲା ସେଦିନ ମୋ ପରିବାରର ଲୋକେ ସମସ୍ତେ ଭୋକରେ ଓ ଶୋଷରେ ମରି ମରି ଖାଇବାପାଇଁ ତଡପୁ ଥିଲେ। ପ୍ରତିଦିନ ପରି ଆମକୁ ଖାଇବା ନା ମିଳିବାର ଆଶାଥିଲା। ସେହିଦିନ ରାତିରେ ଯେବେ ପୁରା ରାସ୍ତା ସଟଡାଉନ୍ କାରଣରୁ ପୁରା ସୁନସାନ୍ ହୋଇଗଲା ହଠାତ୍ ଗୋଟେ ମଣିଷ ଆମ ପାଖକୁ ଆସିଲା ଓ ଗୋଟେ ବସ୍ତାଟିଏ ଦେଲା ଯେଉଁଥିରେ କଣ ଥିଲା ଆମକୁ ଜଣା ନଥିଲା। ସେହି ବ୍ୟକ୍ତି ଆମକୁ ସେହି ବସ୍ତା ଦେଇକି ଚାଲିକି ପଳାଇଲା ଓ ଆମେ ସେହି ବସ୍ତାଟିକୁ ଅନାଉ ଅନାଉ ସେ ଲୋକ ପୁଣିଥରେ ହଠାତ୍ କୁଆଡେ ଗାୟବ କୁଆଡେ ହୋଇଗଲା ଆମେ କେହିବି ଜାଣି ପାରିଲୁ ନାହିଁ। ପ୍ରଥମେ ତ ମୁଁ ତାକୁ ମାନକରିଲି କି ଏ ବସ୍ତାରେ କଣ ଅଛି ଆମେ କଣ ପାଇଁ ରଖିବୁ ଆମେ ଏହା ରଖିବୁ ନାହିଁ କିନ୍ତୁ ତାପରେ ସେହି ବ୍ୟକ୍ତି ମୋତେ ଗୋଟେ କଥା କହିଲା ଓ ସେହି ବସ୍ତାଟିକୁ ଆମକୁ ଦେଇ ଚାଲିଗଲା।
ସେହି ବ୍ୟକ୍ତି ଆମକୁ କହିଥିଲା କି ଯେପର୍ଯ୍ୟନ୍ତ ମୁଁ ଏ ଦୁନିଆରେ ଅଛି ସେ ପର୍ଯ୍ୟନ୍ତ ମୋର କୌଣସି ଭକ୍ତ ଭୋକରେ ମାରି ପ୍ରାଣତ୍ୟାଗ କରିପାରିବ ନାହିଁ। ଏହି କଥାଟିକୁ ସୁନିସରିବା ପରେ ଆମେ ସେହି ବସ୍ତାଟିକୁ ରଖିଲୁ। ସେହି ବସ୍ତାଟିକୁ ଖୋଲିଲା ପରେ ଆମେ ଯାହା ପାଇଲୁ ତାକୁ ଦେଖିକି କେବଳ ମୋର ନୁହେଁ ମୋ ପରିବାରର ମଧ୍ୟ ହୋଷ୍ ଉଡିଗଲା। ସେହି ବସ୍ତାରେ କିଛି ପଇସା ଓ ଖାଇବା ଜିନିଷ ଥିଲା। କିନ୍ତୁ ଆମେ ସେହି ପଇସାକୁ ରଖିବାକୁ ଚାହୁଁ ନଥିଲୁ ଯାହାପାଇଁ ମୁଁ ସେ ବ୍ୟକ୍ତିର ପିଛା ବି କରିଲି ତ ପଛେ ପଛେ ଗଲି କିନ୍ତୁ ତାକୁ ମୁଁ ଆଉ ପାଇଲି ନାହିଁ। ଏହିସବୁ ଜିନିଷ ମାତ୍ର ମତେ ଗୋଟିଏ ମଜକ ପରି ଲାଗୁନଥିଲା। ଯେଉଁଥିରେ ଆମେମାନେ କିଛି ସମୟ ପୂର୍ବରୁ ଆମ ଜୀବନ ଠାରୁ ହାର ମାନି ନେଇଥିଲୁ ଓ ସେତିକି ବେଳେ କିଛି ଏମିତି ଚମତ୍କାର ହେଲା ଯେଉଁଥିରେ ମୁଁ ମୋ ଜୀବନର ସମସ୍ୟାର ସବୁ ସୁବିଧା ପାଇଯାଇଥିଲି। ଏହା କେବଳ ସେହି ଭଗଵାନଙ୍କର ଚମତ୍କାର ଅଟେ। ଗୋଟେ କଥା ସବୁବେଳେ ମନେ ରଖିବେ ଯେପର୍ଯ୍ୟନ୍ତ ଶ୍ରଦ୍ଧା ଓ ଭଲ ପାଇବା ଭଗଵାନଙ୍କ ପ୍ରତି ଅଛି ସେପର୍ଯ୍ୟନ୍ତ ଭଗଵାନ ଆମ ସହ ଯୋଡ଼ି ହୋଇଥିବେ। ଯେଉଁଦିନ ଆମ ମନରୁ ଶ୍ରଦ୍ଧା ଓ ଭଲପାଇବା କମିଯିବ ଆମେ ବି ରାକ୍ଷସ ପ୍ରବୃତ୍ତିର ହୋଇଯିବା।
ଠିକ୍ ଏମିତି ହିଁ ମୁମ୍ବାଇରେ ରହୁଥିବା ପ୍ରବିନ ସହ ବି ହେଲା ତାକୁ ବି ହଠାତ୍ ଜଣେ ବ୍ୟକ୍ତି ଆସି ଏମିତି ଖାଇବା ଜିନିଷ ଦେଇକି ଗଲେ ଯାହାଦ୍ଵାରା ସେ ଓ ତାଙ୍କ ପରିବାର ପୁରା ଖୁସୀ ହୋଇଗଲେ। ସେହି ଜିନିଷକୁ ଖାଇକି ସେ କିଛି ଦିନ ଶାନ୍ତିରେ ରହିଲେ ଓ ପ୍ରବୀନ ନିଜ ପରିବାରର ଭରଣପୋଷଣ କରିବା ପାଇଁ ରୋଜଗାର ମଧ୍ୟ କରିଲେ। କିଛିଦିନ ପରେ ତା ପାରିବାର ଭଲରେ ରହିଲେ। ଭଗଵାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଭରଷା ରଖନ୍ତୁ ଭଗଵାନ ନିଶ୍ଚୟ ଆପଣଙ୍କୁ ଆସି ସାହାଯ୍ୟ କରିବେ।