ବାଂଲାଦେଶର ଏହି 5ଜଣ ଅଭିନେତ୍ରୀଙ୍କୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ, ଥରେ ନିଶ୍ଚିନ୍ତ ଦେଖନ୍ତୁ

ବଲିଉଡ ହଲିଉଡ଼ ରେ ତ ଅନେକ ସୁନ୍ଦର ସୁନ୍ଦର ଅଭିନେତ୍ରୀ ଅଛନ୍ତି କିନ୍ତୁ ବର୍ତମାନ ବାଂଲାଦେଶ ର ସିନେମା ବି ଖୁବ ଆଗେଇଛି I ଆଜି ଆମେ ବାଂଲାଦେଶ ର କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା I ଯେଉମାନ ଙ୍କ ର ସୁନ୍ଦରତା ହଲିଉଡ଼ ଓ ବଲିଉଡ ର ଅଭିନେତ୍ରୀ ଙ୍କ ଠାରୁ ବି ଅଧିକ ଅଟେ I

1.ପୋରୀ ମୋନୀ

ପୋରୀ ମୋନୀ ବାଂଲାଦେଶ ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି I ଏବଂ ସେ ନିଜ ର କ୍ୟାରିୟର ମଡେଲିଂ ରୁ ବି ଆରମ୍ଭ କରିଥିଲେ I ପୋରୀ ମୋନୀ ଇଣ୍ଡଷ୍ଟ୍ରି କୁ ଆସିବା ର ମାତ୍ର 3 ବର୍ଷ ହେଇଚି I ସେ ତାଙ୍କ ର ପ୍ରଥମ ଫିଲ୍ମ ନଝରୁଲ ଇସ୍ଲାମ ଖାଁ ଙ୍କ ଦ୍ୱାରା ନିର୍ଦେଶିତ ଅଭିନେତା ସୀମାନ ସେଡ଼ିକି ଙ୍କ ସହ 13 ଫ୍ରେବୁଆରି 2015 ରେ ଏହି ଫିଲ୍ମ ରିଲିଜ ହେଇଥିଲା I

2.ଅଞ୍ଚଳ

ଅଞ୍ଚଳ ବାଂଲାଦେଶ ର ଅଭିନେତ୍ରୀ ଅଟନ୍ତି I ସେ ଭୁଲ ନମକ ଫିଲ୍ମ ରୁ ବି ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ଏବଂ କିଛି ବର୍ଷ ରେ ସେ ସଫଳତା ହାସିଲ କରିଛନ୍ତି I ଏହା ପରେ ଆଉ ସେ ବେଶୀ ଫିଲ୍ମ କରିନାହାନ୍ତି I

3.ମାହୀୟା ମାହି

ମାହୀୟା 2012 ରେ ନିଜ ର ସୁନ୍ଦରତା ର ପାରଦର୍ଶିତା ଦେଖାଇଥିଲେ I ଫିଲ୍ମ ଭାଲବଶୟର ରୋଗ ରୁ ସେ ନିଜ ର ଡେବ୍ୟୁ ଆରମ୍ଭ କରିଥିଲେ I ଏହା ତାଙ୍କ ର ସୁପରହିଟ ଫିଲ୍ମ ଥିଲା I

4.ବିଦ୍ୟା ବାଲନ ମିମ

ବିଦ୍ୟା ବାଲନ ମିମ ବି ଜଣେ ବାଂଲାଦେଶୀ ମଡେଲ ଅଟନ୍ତି I ସେ 2017 ର ଜଣେ ସୁପରହିଟ ମଡେଲ ମଧ୍ୟ ଅଟନ୍ତି I ଏହା ପରେ ତାଙ୍କୁ ଫିଲ୍ମ ର ଅନେକ ଅଫର ମଧ୍ୟ ମିଳିଛି I ବାଂଲାଦେଶୀ ସିନେମା ରେ ତାଙ୍କ ର ଡିମାଣ୍ଡ I ସେ ବାଂଲାଦେଶ ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି I

5.ଅମୃତା ଖାଁ

ଅମୃତା ମଡେଲିଂ ରେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ତାଙ୍କ ର ପ୍ରଥମ ଫିଲ୍ମ ଗେମ ଥିଲା I ଏହି ଫିଲ୍ମ ରେ ସେ ବେଶ ସଫଳ ହେଇଥିଲେ I ସେ ମଡେଲିଂ ଓ ଅନେକ ବିଜ୍ଞାପନ ବି କରିଛନ୍ତି I