ବର୍ଷାଙ୍କ ସହ ଛାଡ଼ ପତ୍ର ପରେ ଏହି ହିରୋଇନ ଦ୍ଵିତୀୟ ବିବାହ କରିବେ Anubhhav, ଦେଖନ୍ତୁ କିଏ ସେ …

ଦର୍ଶକବନ୍ଧୁ ବର୍ଷାଙ୍କ ଦ୍ୱତୀୟ ବିବାହ ଖବର ପରେ ପୁଣିଥରେ ଭାଇରଲ ହେଉଛି ଅନୁଭବ ଙ୍କର ଦ୍ୱତୀୟ ବିବାହ ପ୍ରସଙ୍ଗ ପ୍ରଥମେ ବର୍ଷା ଙ୍କ ବିବାହ କରିସରିବାପରେ ଦ୍ୱତୀୟ ରେ ଏବେ ଏଇ ହିରୋଇନ ଙ୍କୁ ବିବାହ କରିବେ ଅନୁଭବ ମହାନ୍ତି |

ଦର୍ଶକବନ୍ଧୁ ଅଭିନେତ୍ରୀ ଏଲିନା ସାମନ୍ତରାୟ ପପୁଲାର ହେବା ପୂର୍ବରୁ ତାଙ୍କୁ ଓଟିଭି ର ଏକ ଇଣ୍ଟରଭ୍ୟୁ ରେ ନିଆଯାଇଥିଲା | ଯେତେବେଳେ ସେ ଅନୁଭବ ଙ୍କ ସହ ଫିଲ୍ମ ମଧ୍ୟ କରିନଥିଲେ | ତାଙ୍କୁ ପଚରାଯାଇଥିଲା ଯେ ଓଲିଉଡ଼ ର ତମର 5 ଜଣ ଫେଭେରାଇଟ ହିରୋଙ୍କ ନାମ କୁହ ଯେଉଁଥିରେ ଏଲିନା ସାମନ୍ତରାଏଙ୍କର ନାମ କହିଥିଲେ | କିନ୍ତୁ ଅନୁଭବ ଙ୍କ ନାମ କହିନଥିଲେ କିନ୍ତୁ ଅନୁଭବଙ୍କ ସହ ଫିଲ୍ମ କରିସାରିବା ପରେ ସବୁକିଛି ବଦଳିଯାଇଥିଲା | ପୁଣିଥରେ ତାଙ୍କୁ ସେଠାକୁ ଡକାଇ ସେମ ପ୍ରଶ୍ନ ପଚରାଯାଇଥିଲା କିନ୍ତୁ ସେ ଏଥର 5ଥର ଅନୁଭବ ଙ୍କ ନାମ ହିଁ ନେଇଥିଲେ |

ସେହିପରି ବର୍ଷାଙ୍କୁ ମଧ୍ୟ ଓଟିଭି ରେ ପଚରାଯାଇଥିଲା କି ଏଲିନା କି ଆଉ କୋଉ ହିରୋଇନ ଅନୁଭବ ଓ ଆପଣଙ୍କ ଭିତରେ ଆସି ପାରନ୍ତିକି | ବର୍ଷା କହିଥିଲେ ଯେ ଆମ ଭଲପାଇବା ଏତେ ଷ୍ଟ୍ରଙ୍ଗ ସେ ସେଥିରେ କେହିମଧ୍ୟ ଆସିପାରିବେନି | ପରବର୍ତୀ ମୁହୂର୍ତ୍ତରେ ତରଙ୍ଗ ଟିଭି ରୁ ଏଲିନାଙ୍କ ଉପରେ ରାଗ ଥିବା କାରଣରୁ ତରଙ୍ଗ ଟିଭି ଅନୁଭବ ଓ ମତେ ଅଲଗା କରିଦେଇଛି |

ତେବେ ଦର୍ଶକବନ୍ଧୁ ଏଲିନାଙ୍କ କାରଣରୁ ଅନୁଭବ ଓ ବର୍ଷା ଅଲଗା ହେଇଯାଇଥିବାର କଥା ଯେଉଁଠି ସୋସିଆଲ ମିଡିଆରେ ଭାଇରଲ ହେଉଛି | ତେବେ ଅଭିନେତ୍ରୀ ଏଲିନାଙ୍କୁ ଦ୍ୱତୀୟ ବିବାହ କରିପାରନ୍ତି ଅଭିନେତା ଅନୁଭବ ମହାନ୍ତି | ଏମିତିରେ ଏହା ଭି ଶୁଣିବାକୁ ମିଳୁଛି ଜାଗୃତି ଶୁକ୍ଳା ଯିଏକି ଅନୁଭବ ଙ୍କ ବାନ୍ଧବୀ ତାଙ୍କୁ ମଧ୍ୟ ଦ୍ୱତୀୟ ବିବାହ କରିପାରନ୍ତି | ଅନୁଭବ ମହାନ୍ତି ତେବେ ବର୍ଷାଙ୍କ ସହ ଡିଭର୍ସ ପରେ ଅନୁଭବ ବାହା ହେବେ କି ନାହିଁ ଯଦି ବାହାହେବେ ସେଟା ଦେଖିବା ବାକି ରହିଛି | ତେବେ ବନ୍ଧୁଗଣ ଆପଣଙ୍କ ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |