ବଡ ଖବର ବର୍ଷାକୁ ନେଇ ନୁହେଁ ,Swapnaକୁ ନେଇ ଏବେ ସ୍ବପ୍ନ ଦେଖୁଛନ୍ତି ଅନୁଭବ…

ନମସ୍କାର ବନ୍ଧୁଗଣ ଆଉ ବର୍ଷା ନୁହେଁ ଏବେ ସ୍ବପ୍ନା ବର୍ଷା ପ୍ରିୟଦର୍ଶିନୀ ନୁହେଁ ସ୍ବପ୍ନା ପ୍ରିୟଦର୍ଶିନୀ ଏବେ ଅନୁଭବ ମହାନ୍ତିଙ୍କ ସ୍ବପ୍ନରେ ଖାଲି ସ୍ବପ୍ନା ଆଉ ସ୍ବପ୍ନାଙ୍କ ବାଟ ଛାଡ଼ି ଏବେ ବାଟ ଚଳିବେ ଅନୁଭବ ବେଶ୍ କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା କାରଣ ସାଂସଦ ଅନୁଭବ ମହାନ୍ତିଙ୍କୁ ଏବେ କୁଆଡେ ଲଣ୍ଡନର ପ୍ରେମ ହୋଇଛି ତେବେ ସେ ଲଭ୍ ଇନ୍ ଲଣ୍ଡନକୁ ଲଣ୍ଡନରେ ସୁଟିଂ କରୁଛନ୍ତି।

ଆମ ଭିତରେ କିଛି ନାହିଁ ମୁଁ ତୁମ ପାଇଁ କେବେ ଦିୱାନା ବି ନୁହେଁ ଆଉ ଆମ ଭିତରେ କେବେବି ନଥିଲା ସମଥିଙ୍ଗ ସମଥିଙ୍ଗ ମୁଁ କେବେବି ତୁମ ହାତ ଧରି ବାଟ ଚାଲିନି ମୁଁ ତୁମ ପାଇଁ କେବେବି ବାଳୁଙ୍ଗା ନଥିଲି ଆଉ ତୁମେ କେବେ ଡାକିବନି କି ମୁଁ ଆଉ କେବେ ତମ କଥା ଶୁଣିବିନି କାରଣ ମୁଁ ଲଣ୍ଡନରେ ଅଛି |

ଦର୍ଶକ ବନ୍ଧୁ ଲଣ୍ଡନର ଶୀତୁଆ ପାଗରେ ଅନୁଭବଙ୍କ ପ୍ରେମ ଟିକେ ରୋମାଣ୍ଟିକ ଲଣ୍ଡନର ମେଘ କେବେବି ବର୍ଷାକୁ ଖୋଜିବ ନାହିଁ କି ଗୋଟିଏ ଶୁଆ ଗୋଟିଏ ସାରି ହୋଇ କେବେବି ବୁଲିବେ ନାହିଁ କାରଣ ଅନୁଭବଙ୍କ ସହ ନଜର ଆସିବେନି ବର୍ଷା ପ୍ରିୟଦର୍ଶିନୀ ଏବେ ବର୍ଷା ନୁହଁନ୍ତି ସ୍ବପ୍ନାଙ୍କୁ ନେଇ ଲଣ୍ଡନରେ ଭିଜୁଛନ୍ତି ଅନୁଭବ କାରଣ ତାଙ୍କର ନୂଆ ସିନେମାର ହିରୋଇନ୍ ହେଉଛନ୍ତି ସ୍ବପ୍ନା ପ୍ରିୟଦର୍ଶିନୀ।

ବେଶ୍ କିଛିଦିନର ବ୍ୟବଧାନ ପରେ ଅନୁଭବ ମହାନ୍ତି ନୂଆ ରୂପରେ ଆସୁଛନ୍ତି ଆଉ ତାଙ୍କୁ ନେଇ ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଇନ୍ ଲଣ୍ଡନ ଆଉ ଲଣ୍ଡନରେ ଏହାର ସୁଟିଂ ଚାଲିଥିବା ବେଳେ ମଡେଲ ତଥା ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ ଏଠାରେ ଅନୁଭବଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି |

ଅନୁଭବଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ଅନେକ ହିଟ୍ ସିନେମା ଦେଇଥିବା ବେଳେ ସ୍ବପ୍ନାଙ୍କ ଉପରେ କିନ୍ତୁ ସମସ୍ତଙ୍କ ନଜର ରହିଛି ନୂଆ ଚରିତ୍ରକୁ ନେଇ ଏବଂ ନୂଆ ଚେହେରାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଅନୁଭବ ଆଉ କହିଛନ୍ତି ଏହି ଚରିତ୍ରରେ ପ୍ରେମ ତ ଅଛି ତାହା ସାଙ୍ଗକୁ ଆବେଗ ଭରି ରହିଛି ଯାହା ଦର୍ଶକଙ୍କ ଆଖିରୁ ଲୁହ ଝରାଇବ ତେବେ ଦେଖିବାକୁ ବାକି ରହିଲା ଏହି ସିନେମା କେଉଁ ବାର୍ତ୍ତା ଦେଉଛି।