BastuSastra ପୂଜା ଘରେ ଏହି ଗୋଟେ ଭୁଲ କେବେବି ହେବାକୁ ଦେବେ ନାହିଁ, ନଚେତ ପୁରା ଘର ଭାଙ୍ଗିକି ବର୍ବାଦ ହେଇଯିବ

ଯେଉଁ ଘରର ମନ୍ଦିରରେ ବା ପୂଜା ଘରେ ଏହିସବୁ ଭୁଲ୍ ହେଉଥିବ ତେବେ ସେଠାରେ ସକାରାତ୍ମକ ଉର୍ଜାର ନାଶ ହୋଇଯାଉ ଥିବ। ଏବଂ ସେଠାରେ ଅସ୍ଥାୟୀ ରୂପରେ ଭୂତ, ପ୍ରେତ ବାସ କରିବାକୁ ଲାଗିଥାଆନ୍ତି। ଏବଂ ଏମିତିରେ ଦାରିଦ୍ର୍ୟତା ବି ସେଠାରେ ବାସ କରିବା ବନେଇ ନେଇଥାଏ।ହିନ୍ଦୁ ଧର୍ମ ଅନୁସାରେ ଘରେ ବନେଇ ଥିବା ମନ୍ଦିର ବା ଠାକୁର ଘର ବା ପୂଜା ଘରର ବିଶେଷ ମହତ୍ତ୍ଵ ଅଛି। ଘରେ ଏହା ଏକ ଏମିତି ଖାସ୍ ଜାଗା ହୋଇଥାଏ ଯେଉଁଠାରେ ସବୁଠାରୁ ଅଧିକ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୂଜାଘରେ ଏମିତି କିଛି ଭୁଲ୍ କରନ୍ତି ଯାହାଦ୍ଵାରା ସେମାନେ କାଙ୍ଗାଳ ହୋଇଯାଇଥାନ୍ତି। ବାସ୍ତୁ ଶାସ୍ତ୍ରରେ ଅନୁସାରେ ଯେବେ ବି ଆପଣ ଆପଣଙ୍କ ଘରେ ମନ୍ଦିର ବା ଠାକୁର ଘର ବାନେଇବେ ସେତେବେଳେ ଏହି ସବୁ କଥାର ଖାସ୍ ଧ୍ୟାନ ରଖିବା ଉଚିତ୍। ତେବେ ଆସନ୍ତୁ ଜାଣିବା ସେହି ସବୁ କଣ ଅଟେ।

୧. ଆପଣଙ୍କୁ ଏହି କଥାର ଜ୍ଞାନ ରହିବା ଉଚିତ୍ ଯେ ଆପଣଙ୍କ ମନ୍ଦିରରେ କିମ୍ବା ଠାକୁର ଘରେ ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଟେ ଠାକୁରଙ୍କର ଗୋଟେ ଫଟୋ ରହିବା ଉଚିତ୍। ଗୋଟେ ଭଗଵାନଙ୍କର ଦୁଇଟି ଫଟୋ କେବେବି ରଖିବେ ନାହିଁ। ଏହାକୁ ଅଶୁଭ ବୋଲି ମାନି ନିଆ ଯାଇଥାଏ।

୨. ବାସ୍ତୁଶାସ୍ତ୍ର ଅନୁସାରେ ଭଗଵାନଙ୍କ ଛଡା ଅନ୍ୟ କୌଣସି ବି ଗୁରୁ ବା ପୂର୍ବ ପୁରୁଷଙ୍କ ଫଟୋ ସବୁ କେବେବି ଲଗାଇବେ ନାହିଁ। ଏଥିରେ ଘରେ ନକାରାତ୍ମକ ଉର୍ଜାର ବାସ ହୋଇଯାଇଥାଏ। ଏଥିଲାଗି ଏହି ଭୁଲ୍ କରିବା ଠାରୁ ବଞ୍ଚିକି ରୁହନ୍ତୁ।

୩. ଯେଉଁ ଘର ସେଢ଼ି ପାହାଚ ତଳେ ମନ୍ଦିର ବା ଠାକୁର ଘର ହୋଇଥାଏ ସେଠାରେ ସିଧା ସିଧା ଭାବରେ ଗରିବତା ବାସ କରିଥାଏ ଏବଂ ଏମିତି ସବୁ ଘରେ କେବେବି କଳି ଝଗଡ଼ା ବନ୍ଦ୍ ହେବାର ନାଁ ନେଇନଥାଏ। ଏମିତି କି ଦେବୀ ଦେବତାମାନେ ସେହି ଘରେ ରୁହନ୍ତି ନାହିଁ। ସବୁବେଳେ ଘରେ ଅଶାନ୍ତି ଲାଗି ରହିଥାଏ।

୪. ଘରର ପୂଜା ଘରକୁ ବା ଠାକୁର ଘରକୁ କେବେବି ଦକ୍ଷିଣ ଦିଗରେ ବା ଦକ୍ଷିଣ ଦିଗ ଆଡ଼କୁ ଭୁଲ୍ ରେ ବି ଵନେଇବେ ନାହିଁ କାହିଁକି ନା ଏମିତି ମାନି ନିଆଯାଇଥାଏ କି ଦକ୍ଷିଣ ଦିଗରେ ନକାରାତ୍ମକ ଶକ୍ତିର ପ୍ରଭାବ ବୋହୁତ ଅଧିକ ପଡ଼ିଥାଏ। ଏଥିପାଇଁ ଘରକୁ ନେଗେଟିଭିଟି ବୋହୁତ ଅଧିକ ଆସିଯାଇ ଥାଏ।

୫. ପୂର୍ବଜ ବା ପୂର୍ବ ପୁରୁଷ ଫୋଟୋ ଗୁଡିକୁ ଘରର ଦକ୍ଷିଣ କୋଣରେ ଲଗାଇବା ଉଚିତ ହୋଇଥାଏ କାହିଁକି ନା ଏଇ ଦିଗ ଏମାନଙ୍କ ପାଇଁ ଭଲ ବୋଲି ମାନି ନିଆଯାଇଥାଏ ଏବଂ ବନ୍ଧୁଗଣ ଯଦି ଆପଣ ଆପଣଙ୍କର ପୂର୍ବ ପୁରୁଷଙ୍କର ଫୋଟୋ ଗୁଡିକୁ ଆଉ କୋଉଠି ଲଗେଇଥିବେ ତ ଘରେ ନେଗେଟିଭିଟି ଆସିଯିବ |

୬. ଯେଉଁ ଘରେ ଭଗବାନ ଙ୍କୁ କାନ୍ଥରେ ଝୁଲେଇକି ଲଗାଯାଇଥାଏ ସକାରାତ୍ମକ ଉର୍ଜା ର ହାନି ହୋଇଥାଏ ଏହା କରିବା ଦ୍ୱାରା ବେମାରୀ ରୋଗ ଏଇ ସବୁ ନିଜର ବାସ ବନେଇ ନେଇଥାଏ ତେଣୁ ବନ୍ଧୁଗଣ ଏମିତି କରିବା ଠାରୁ ବଞ୍ଚିକି ରୁହନ୍ତୁ

୭. ବନ୍ଧୁଗଣ ସାଧାରଣତଃ କେତେକ ଲୋକମାନେ ଏମିତି ହୋଇଥାନ୍ତି ଯେଉଁମାନେ ନିଜର ଠାକୁର ଘର ବା ଠାକୁର ଘର ଉପରେ କିଛି ଜିନିଷ ବା ବସ୍ତୁ ସବୁବେଳେ ରଖିଦେଇଥାନ୍ତି ଯାହାକି ବାସ୍ତୁଶାସ୍ତ୍ରରେ ବହୁତ ଅଶୁଭ ବୋଲି ମାନି ଦିଆଯାଇ ଅଛି ଏହା କାଟିବା ଦ୍ୱାରା ମାତା ଲକ୍ଷ୍ମୀ ଅପ୍ରସନ୍ନ ହୋଇଯାଇଥାନ୍ତି ଏଥିପାଇଁ ବନ୍ଧୁଗଣ ଏଇ ଭୁଲ କରିବା ଠୁ ବଞ୍ଚିକି ରୁହନ୍ତୁ |

୮. ବନ୍ଧୁଗଣ କେତେକ ଲୋକେ ଏମିତି ହୋଇଥାନ୍ତି ଯେଉଁ ମାନେ ଜଣା ଅଜଣାରେ ଠାକୁର ଘରକୁ ନିଜ ବେଡ଼ରୁମ ଶୋଇବା ଘରେ ହିଁ ବନେଇ ଦେଇଥାନ୍ତି ଯାହାକି ବୋହୁତ ମାନିନିଆଯାଇଅଛି | ବସ୍ତୁ ଶାସ୍ତ୍ରରେ ଏମିତି କରିବା ଦ୍ୱାରା ବହୁତ ପ୍ରଖରରେ ସେହି ବ୍ୟକ୍ତି ଗରିବ ହୋଇଯାଇଥାଏ ଏଥିଲାଗି ଏହା କରିବା ଠାରୁ ବଞ୍ଚିକି ରହିବା ଉଚିତ |

୯. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁଠାରେ ନିଜର ପୂଜାଘର ବନିଥିବ ବା ତାର କାନ୍ଥର କଲର ବା ରଙ୍ଗ ବିଲକୁଲ ଅଲଗା ହେବ ଉଚିତ ଘରର ରଙ୍ଗଠାରୁ ଯେମିତି ଆପଣଙ୍କର ପୂଜାଘର ରଙ୍ଗ ଅଲଗା ହୋଇଥିବ | ମନ୍ଦିର ର ରଙ୍ଗ କଳା ଉଚିତ ହୋଇ ନଥାଏ କେବେବି କଳା ରଙ୍ଗ କରିବେ ନାହିଁ କି ନୀଳ ରଙ୍ଗ ଭି ଉଚିତ ହୋଇନଥାଏ |

୧୦. ବନ୍ଧୁଗଣ ସାଧାରଣତଃ ଲୋକ ଏମିତି ହୋଇଥାନ୍ତି ନିଜର ମନ୍ଦିରରେ ବା ଠାକୁର ଘରେ କେତେଦିନ ର ଅଳିଆ ପକେଇକି ରଖିଥାନ୍ତି ଯେମିତି କି ବସି ଫୁଲ ଧୂପ କାଠି ର ପୁରୁଣା ଖୋଳ ସଳିତା ର ପୁରୁଣା ଜରି ଖାଲି ଡିଆସିଲ ବା ଦେଶୀ ଘିଅର ଖାଲି ଡବା ତେବେ ଏମିତି ସବୁ ଜିନିଷ ଉପରେ ଆମେ କେବେ ଧ୍ୟାନ ଦେଇ ନଥାଉ ଏବଂ ଆମେମାନେ ପୂଜା କରିବା ପୂର୍ବରୁ ପ୍ରାୟତଃ ଠାକୁର ଘରକୁ ପ୍ରଥମେ ସଫା କରି ଦେଇଥାଉ ଓ ତାପରେ ପୂଜାକରି ସରିବାପରେ ଆସନ ହେଲାପରେ ଆମେ ଧ୍ୟାନ ଦେଇ ନଥାଉ ଠାକୁର ଘରକୁ କେବେ ଅସନା କରି ରଖନ୍ତୁ ନାହିଁ ଅଳିଆ ସବୁ ପକେଇ ରଖିବା ଦ୍ୱାରା ଏହି କାରଣ ରୁ ସେହି ବ୍ୟକ୍ତି କୁ ସିଧା ସିଧା ରୂପରେ ବହୁତ ଜଲ୍ଦି ଗରିବ ତା ଓ ଅଶାନ୍ତି ସେହି ବ୍ୟକ୍ତି କୁ ବହୁତ ଜଲ୍ଦି ଶିକାର ବନେଇ ନେଇଥାଏ ଦେବତା ଦେବୀମାନେ ଭି ସେଇ ଘରେ ରହି ନଥାନ୍ତି ଠାକୁର ଘର ସବୁବେଳେ ପରିସ୍କାର ପରିଚ୍ଛନ ରଖନ୍ତୁ ଏବଂ ଭକ୍ତି ର ସହ ଭଗବାନଙ୍କୁ ବସ୍ତୁ ଶାସ୍ତ୍ରର ଅନୁସାରେ ସବୁ କଥା ମାନନ୍ତୁ ଭଗବାନଙ୍କୁ ଠିକ ସେ ପୂଜା କରନ୍ତୁ ଓ ଏଇ ସବୁ 10 ଟି କଥାର ଧ୍ୟାନ ଦେବେ |