ଭଲ ଲୋକମାନେ କ’ଣ ପାଇଁ ଖୁବ ଶୀଘ୍ର ମରି ଯାଅନ୍ତି, ଆପଣ ଜାଣିଛନ୍ତି କି… ଏହି କଥା ଜାଣିଲା ପରେ ଆପଣ ବି Kahibe ହଁ ଏମିତି ସବୁ …

ନମସ୍କାର ବନ୍ଧୁଗଣ ଯେଉଁ କଳି ଯୁଗରେ ଆମେ ବଞ୍ଚୁଛନ୍ତି ଏହି କଳି ଯୁଗରେ ୧୦୦ ବର୍ଷ ବଞ୍ଚିବା ଅର୍ଥ ଗୋଟିଏ ଚମତ୍କାରରୁ କମ୍ ନୁହେଁ ପୂର୍ବ ପିଢ଼ିକୁ ଛାଡି ଆଜିକାଲି ଏମିତି କମ୍ ଲୋକ ଅଛନ୍ତି ଯେଉଁମାନେ ୧୦୦ ବର୍ଷ ବଞ୍ଚିଥିବେ ଆଉ ଏମାନଙ୍କ ମଧ୍ୟରୁ ଯେଉଁ ଲୋକ ଭଲ ଲୋକ ହୋଇଥାନ୍ତି ସେମାନେ କମ୍ ବୟସରୁ ହିଁ ଏହି ସଂସାରରୁ ଅଲଗା ହୋଇ ଯାଇଥାନ୍ତି |

ଆପଣମାନେ ତ ଏହି ଲୋକକଥା ଶୁଣିଥିବେ ଭଗଵାନ ଭଳାଲୋକ ମାନଙ୍କୁ ଆଗ ନିଜ ପାଖକୁ ଡାକି ନେଇଥାନ୍ତି କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏହା ପଛରେ କଣ କାରଣ ରହିଛି ଏବଂ କଣ କାରଣ ଅଛି ଅନ୍ୟ ଭଲ ଚାହୁଁଥାଏ ପର ଉପକାର କରୁଥିବା ଲୋକ ପାପି ଲୋକ ମାନଙ୍କ ତୁଳନାରେ ଶୀଘ୍ର ମୃତ୍ୟୁକୁ ପ୍ରାପ୍ତ କରିଥାନ୍ତି ଆଜି ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ବିଷୟରେ।

ଦର୍ଶକ ବନ୍ଧୁ ଯେଉଁ ଧର୍ମ ହେଉନା କାହିଁକି ସବୁଠି ଏହା କୁହାଯାଇଛି କି ଯିଏ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ତାକୁ ଗୋଟିଏ ନା ଗୋଟିଏ ଦିନ ମରିବାକୁ ପଡ଼ିଥାଏ ଯଦି ଆମେ ସନାତନ ଧର୍ମ ଦେଖିବା ଏହାର ଏକ ମାନ୍ୟତା ଅନୁସାରେ ଶିଶୁର ଜନ୍ମ ହେବାର ୬ ଦିନ ରାତ୍ରୀରେ ଭଗଵାନ ବ୍ରହ୍ମା ସେହି ଶିଶୁର ଭାଗ୍ୟ ଲେଖିଦେଇଥାନ୍ତି ଯାହା ମଧ୍ୟରେ ତାର ଅସୁବିଧାର ସମୟ ଯଥା ବିବାହ ଶିକ୍ଷା ଚାକିରୀ ଏବଂ ମୃତ୍ୟୁର ତାରିଖ ମଧ୍ୟ ସାମିଲ୍ ରହିଥାଏ ଏବଂ ଏକ ଭଗଵାନ ହିଁ ଜାଣିଥାନ୍ତି କି କେଉଁ ବ୍ୟକ୍ତିର ମୃତ୍ୟୁ କେବେ ହେବ ଏବଂ ଭଲ ଲୋକମାନଙ୍କୁ ସଂସାରକୁ ଛାଡ଼ିବାର କେତେ ଗୁଡିଏ କାରଣ ରହିଛି |

ଏହା ମଧ୍ୟରୁ ପ୍ରଥମ କାରଣରୁ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ପ୍ରଥମ ଜନ୍ମର ରହସ୍ୟକୁ ଜାଣିବା ପାଇଁ ପଡିବ ଆପଣମାନେ ତ ବେଶ୍ ଭଲ ଭାବରେ ଜାଣିଥିବେ ଲୋକମାନେ ମର୍ତ୍ତ୍ୟରେ ଯେଉଁ କାମ କରିଥାନ୍ତି ତାର ହିସାବ ତାଙ୍କୁ ଯମ ଲୋକରେ ଦେବାକୁ ପଡିଥାଏ ଯଦି ତାର କର୍ମରେ ବୋହୁତ ପାପ ରହିଛି ତାକୁ ବୋହୁତ କଷ୍ଟ ସହିବାକୁ ପଡ଼ିଥାଏ ଯଦି ପୁଣ୍ୟର ଭାର ଅଧିକ ରହିଛି ତାକୁ ସ୍ଵର୍ଗରେ ଜାଗା ମିଳିଥାଏ ଏବଂ ଏହିପରି କେତେ ଯୁଗ ପର୍ଯ୍ୟନ୍ତ ଚାଲି ଆସିଥାଏ ଯେଉଁ ପର୍ଯ୍ୟନ୍ତ ତା ଆତ୍ମା ଅଲଗା ବିଶ୍ୱକୁ ବା ବ୍ରହ୍ମାଣ୍ଡକୁ ନ ଯାଇଛି।

ଦର୍ଶକ ବନ୍ଧୁ ଦଣ୍ଡ ବିଧାନ ଏବଂ କର୍ମଫଳ ଦେଉଥିବା ଶନି ଦେବଙ୍କ ଠାରୁ ସ୍ଵୟଂ ଭଗବାନ ମଧ୍ୟ ବଞ୍ଚନ୍ତି ନାହିଁ ତେବେ ଆମେ ମନୁଷ୍ୟ କଣ ଏହାଛଡା ଆଉ ଗୋଟିଏ କାରଣ ଏହା ମଧ୍ୟ ହୋଇଥାଏ ଭଲ ଲୋକ କମ୍ ସମୟରେ ସେହିସବୁ ଜିନିଷକୁ ହାସଲ କରି ନେଇଥାନ୍ତି ଯାହାପାଇଁ ତାଙ୍କୁ ପୃଥିବୀ ପୃଷ୍ଠକୁ ପଠା ଯାଇଥିଲା ହିନ୍ଦୀ ଧର୍ମ ଅନୁସାରେ ଭଗଵାନ ଭଲ ବ୍ୟକ୍ତିଙ୍କୁ କୌଣସି ନା କୌଣସି କାରଣ ପାଇଁ ଏହି ମୃତ୍ୟୁ ଲୋକକୁ ପଠାଇଥାନ୍ତି |

ଏହାଛଡା ଭଗଵାନଙ୍କ ନିଜ ଅବତାର ମଧ୍ୟ ଏଥିରେ ସାମିଲ ରହିଛି ଯେତେ ଜଲ୍ଦୀ ଏହି ଉଦ୍ଦେଶ୍ୟ ପୁରା ହୁଏ ସେତେ ଜଲ୍ଦୀ ଭଗଵାନ ତାଙ୍କୁ ତାଙ୍କ ପାଖକୁ ନେଇ ଯାଇଥାନ୍ତି ଅର୍ଥାତ୍ ଭଲ ଲୋକମାନଙ୍କ ମୃତ୍ୟୁ ତାଙ୍କ ଭଲ କର୍ମ ଉପରେ ହିଁ ନିର୍ଭର କରିଥାଏ ଲୋକମାନେ ଏମିତି କୁହନ୍ତି କି ମରିବା ପରେ ଲୋକ ଖାଲି ହାତରେ ଯାଇଥାଏ କିନ୍ତୁ ଦର୍ଶକ ବନ୍ଧୁ ୩ ଟି ଜିନିଷ ଏପରି ଅଛି ଯାହା ସାଙ୍ଗରେ ଯାଇଥାଏ ପ୍ରଥମରେ ସଞ୍ଚିତ କର୍ମ ଦ୍ୱିତୀୟରେ ସ୍ମୃତି ଏବଂ ତୃତୀୟରେ ଜାଗୃତି।