ଭଦ୍ରକରେ ଯେତେବେଳେ ଗୋଟେ Truck ଡ୍ରାଇଭର ନାଗ ଉପରେ ଚଢେଇ ଦେଲା ଗାଡି, ତାପରେ ନାଗୁଣୀ ନେଲା ଏମିତି ପ୍ରତିଶୋଧ… ଥରି ଉଠିଲା ପୁରା ସହର

ନମସ୍କାର ବନ୍ଧୁଗଣ ଇଚ୍ଛାଧାରୀ ନାଗୁଣୀ ବୋହୁତ ଖତରନାକ ହୋଇଥାନ୍ତି ସେମାନେ ଯେତେବେଳେ ଚାହାଁନ୍ତି କାହାର ବି ରୂପ ଧାରଣ କରିନିଅନ୍ତି ଆମ ସହିତ ହିଁ ରହିଥାନ୍ତି କିନ୍ତୁ ଆମେ ତାଙ୍କୁ ଦେଖି ପାରନ୍ତି ନାହିଁ ଜାଣି ପାରନ୍ତି ନାହିଁ ସେଥିପାଇଁ ଯଦି କେଉଁଠାରେ ଆପଣଙ୍କୁ ନାଗ ତେବେ ସେମାନଙ୍କୁ ମାରନ୍ତୁ ନାହିଁ କାରଣ କୁହାଯାଏ କି ଯଦି କୌଣସି ମଣିଷ ଭୁଲ୍ ରେ ବି ନାଗକୁ ମାରିଦିଏ ତେବେ ସେହି ନାଗର ନାଗୁଣୀ ତାହାର ସାତ ଜନ୍ମ ପର୍ଯ୍ୟନ୍ତ ପୋଛା ଛାଡି ନଥାଏ ଯେପର୍ଯ୍ୟନ୍ତ ତାର ପ୍ରତିଶୋଧ ପୂରଣ ହୋଇ ନଥାଏ।

ଦର୍ଶକ ବନ୍ଧୁ ଆଜି ଆସନ୍ତୁ ନାଗ ନାଗୁଣୀ ସହିତ ଜଡିତ ଏମିତି ଏକ ସତ୍ୟ ଘଟଣା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଏହି ଘଟଣା ମାତ୍ର ୨୭ ବର୍ଷ ପୁରୁଣା ଅଟେ ଏବଂ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହିତ ଘଟିଛି ଦିନକର ନାମକ ଜଣେ ବ୍ୟକ୍ତି ଭଦ୍ରକର ଏକ ଗାଁରେ ଟ୍ରକ୍ ଡ୍ରାଇଭର ଭାବରେ କାମ କରୁଥିଲେ ଦିନେ ସେ ନିଜ ଟ୍ରକ୍ ନେଇ ମାଲ୍ ଡେଲିଭରି ପାଇଁ ବାହାରି ପଡ଼ିଲେ ରାସ୍ତାରେ ଅଚାନକ ଭାବରେ ତାଙ୍କ ଟ୍ରକ୍ ତଳକୁ ଏକ ନାଗ ଆସିଗଲା ଆଉ ତାର ମୃତ୍ୟୁ ହୋଇଗଲା |

ଦିନକର ଯେତେବେଳେ ଜାଣିଲା କି ସେ ଏକ ନାଗର ହତ୍ୟା କରିଛି ସେତେବେଳେ ସେ ସେହି ନାଗକୁ ଉଠାଇ ପାଖରେ ଥିବା ବଣରେ ଫୋପାଡି ଦେଲା ଆଉ ସେଠାରୁ ଚାଲିଗଲେ ଏହାପରେ ସେଠାରେ ତାଙ୍କର ଆଉ କିଛି ସାଥୀ ଆସିଲେ ତାଙ୍କୁ ଡରୁଥିବାର ଦେଖି ସେମାନେ ପଚାରିଲେ ତୁମର କଣ ହୋଇଛି ଏବଂ ଦିନକର କହିଲେ ମୁଁ ଏକ ନାଗ ମାରି ଦେଇଛି ଏହାଶୁଣି ସେମାନେ କହିଲେ ଏହା ତମେ ଭୁଲ୍ କରିଲ ସେହି ନାଗର ନାଗୁଣୀ ତାର ପ୍ରତିଶୋଧ ନିଶ୍ଚିତ ନେବ କିନ୍ତୁ ଏସବୁ କଥାକୁ ଦିନକର ଏହିସବୁ କଥା ଉପରେ ବିଶ୍ୱାସ କରିଲେ ନାହିଁ।

ଏକିମିତି କିଛିଦିନ ବିତିଗଲା ଏବେ ଦିନକର ଦିଲ୍ଲୀରେ ଚାକିରୀ କରୁଥିଲେ ଆଉ ସେ ଏହା ମଧ୍ୟ ଭୁଲି ଯାଇଥିଲେ କି ସେ ଏକ ନାଗକୁ ମାରିଛନ୍ତି ବୋଲି ୯ ବର୍ଷ ପରେ ଦିନକର ନିଜ ଜମି ବିକ୍ରି କରିବା ପାଇଁ ଭଦ୍ରକ ଆସିଲେ କିନ୍ତୁ ସେ ଜାଣି ନଥିଲେ କି ଆଜି ତାଙ୍କ ସହିତ କଣ ହେବ ସେହି ଦିନ ଦ୍ୱିପହର ସମୟରେ ସେ ଖାଇବା ଖାଇସାରି ବସିଥିଲେ ସେହି ସମୟରେ ଏକ ନାଗୁଣୀ ଆସି ତାର ଫଣା ଟେକି ତାଙ୍କ ଆଗରେ ଛିଡା ହୋଇଗଲା ଏହାଦେଖି ଦିନକର ଭୟଭୀତ ହୋଇଗଲେ ଆଉ ଜୋର୍ ଜୋର୍ ଚିତ୍କାର କରିବାକୁ ଲାଗିଲେ ଆଉ ପାଖରେ ଥିବା ଏକ ରସିକି ଧରି ଲଟକି ଗଲେ |

ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସେ ରସିରେ ଲଟକି ରହିଲେ କିନ୍ତୁ ନାଗୁଣୀ ତାର ଫଣା ତଳକୁ କରିଲା ନାହିଁ ଏହାପରେ ଦିନକର ପାଖରେ ଥିବା ଏକ ସାଇକେଲରେ ଚଢ଼ି କେତେ କିଲୋମିଟର ପର୍ଯ୍ୟନ୍ତ ଚାଲିଗଲେ କିନ୍ତୁ ସେହି ନାଗୁଣୀ ତାଙ୍କର ପିଛା ଛାଡ଼ିଲା ନାହିଁ ଆଉ ଏହାପରେ ରୋଡରେ ଦିନକର ବେହୋସ୍ ହୋଇ ପଡିଲେ ସେହି ରୋଡର ଆର ପାଖରେ କିଛି ଶ୍ରମିକ କାମ କରୁଥିଲେ ଦିନକରଙ୍କୁ ଦେଖି ସମସ୍ତ ଲୋକ ତାଙ୍କ ପାଖକୁ ଚାଲିଗଲେ ଆଉ ତାଙ୍କ ପଛରେ ଆସୁଥିବା ନାଗୁଣୀକୁ ସେମାନେ ଦେଖିଦେଲେ ଆଉ ସେହି ସମସ୍ତ ଶ୍ରମିକ ମିଶି ସେହି ନାଗୁଣୀକୁ ମଧ୍ୟ ମାରିଦେଲେ।

ଯେତେବେଳେ ଦିନକରଙ୍କ ହୋସ ଆସିଲା ସେତେବେଳେ ସେ ମରିଥିବା ନାଗୁଣୀକୁ ନିଜ ପାଖରେ ପାଖରେ ପଡିଥିବାର ଦେଖିଲେ ସେହି ଶ୍ରମିକ ମାନଙ୍କ ମଧ୍ୟରେ ଜଣେ ବୃଦ୍ଧ ଲୋକ ଥିଲେ ସେହି ବୃଦ୍ଧ ଲୋକ ଦିନକରଙ୍କୁ କହିଲେ ଆପଣ ଏହି ନାଗୁଣୀର ନାଗକୁ ମାରି ବୋହୁତ ବଡ ଭୁଲ୍ କରିଛନ୍ତି ଏବେ ଏହି ନାଗୁଣୀ ସାତ ଜନ୍ମ ପର୍ଯ୍ୟନ୍ତ ତମ ପିଛା ଛାଡ଼ିବ ନାହିଁ ଏହା ଶୁଣି ଦିନକର ଭୟରେ ଥରିବାକୁ ଲାଗିଲେ ଆଉ ସେହି ବୃଦ୍ଧ ଲୋକଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉପାୟ ବିଷୟରେ ପଚାରିଲେ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଲେ ଏହାର କେବଳ ଗୋଟିଏ ଉପାୟ ଅଛି କି ଆପଣ ଏହି ନାଗୁଣୀର ସଂପୂର୍ଣ୍ଣ ବିଧିବିଧାନ ସହିତ ଅନ୍ତିମ ସଂସ୍କାର କରିଦିଅ ଏହାଦ୍ବାରା ତାର ଆତ୍ମାକୁ ମୁକ୍ତି ମିଳିବ ଦିନକର ଠିକ୍ ଏହିପରି କଲେ ଆଉ ଅନ୍ତିମ ସଂସ୍କାର ସହିତ ୧୩ ଜଣ ପଣ୍ଡିତଙ୍କୁ ବସାଇ ଖାଇବାକୁ ମଧ୍ୟ ଦେଲେ।