ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, Maa Lakhmi ଘରକୁ ଆସିବାର ସଙ୍କେତ

ବନ୍ଧୁଗଣ ଆମ ଜୀବନରେ ଧନ ର କେତେ ମହତ୍ୱ ଅଛି ଏକଥା କାହାକୁ ଭି ଅଛପା ନାହିଁ ଧନ ର ଅଭାବରୁ କୌଣସି ବ୍ୟକ୍ତି ଖୁସି ରହି ନଥାଏ ଏହା ମାତ୍ର କହିବାର କଥା ଅଟେ କି ଧନ ଜୀବନର ସବୁକିଛି ହୋଇନଥାଏ ବା ଧନ ଦ୍ୱାରା ଆମେ ଖୁସି ବା ସମ୍ପର୍କକୁ କେବେବି କିଣି ପାରିବା ନାହିଁ ବାସ୍ତବରେ ଧନ ସବୁକିଛି ତ ନାହିଁ ବରଂ ବହୁତ କିଛି ହୋଇଥାଏ | ଧନ ଦ୍ୱାରା ଖୁସି ତ କିଣିପାରିବା ନାହିଁ | କିନ୍ତୁ ଧନ ପାଖରେ ଥିଲାବେଳେ ଖୁସି ଆପେ ଆପେ ପାଖକୁ ଆସିଯାଇଥାଏ ଯଦି ଜୀବନରେ ଧନ ର ମହତ୍ୱ କିଛି ନଥାନ୍ତା ତେବେ କଣ ପାଇଁ ଲୋକମାନେ ଧନ କମାଇବା ପାଇଁ ରାତିଦିନ ଏକାଠି କରିଦିଅନ୍ତି |

ବନ୍ଧୁଗଣ ଧନ ର କାମନା ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି ପ୍ରତ୍ୟେକ ବ୍ୟକ୍ତି ଧନବାନ ହବାର ସ୍ୱପ୍ନ ଦେଖିଥାନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି କୁ ଏକ ସୁଖପୂର୍ଣ୍ଣ ଜୀବନ ଅତିବାହିତ କରିବାର ଆକାଙ୍ଖ୍ୟା ରହିଥାଏ ଏହା ଜୀବନର ଏକ ସତ୍ୟ ଅଟେ କି ଯାହାର ହାତରେ ପଇସା ଥାଏ ତାହାର ହାତ ମୁଠାରେ ପୁରା ଦୁନିଆ ରହିଥାଏ ଏବଂ ଗରିବ ସହିତ କେହିବି ନଥାନ୍ତି ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କର ଆରାଧନା କରିଥାନ୍ତି ଏବଂ ଧନ ସମ୍ପତି ର କାମନା କରିଥାନ୍ତି ବନ୍ଧୁଗଣ ମା ଲକ୍ଷ୍ମୀ କାହା ଉପରେ ଏତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ନାହିଁ ମା ଲକ୍ଷ୍ମୀଙ୍କୁ ଖୁସି କରିବା ବହୁତ କଠିନ କାମ ଅଟେ କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇଯାଇଥାଏ ସେ କେବେବି ଦୁଖୀ ରହି ନଥାଏ ମା ଲକ୍ଷ୍ମୀ ନିଜର ଭକ୍ତ ଉପରେ କୌଣସି ନା କୌଣସି ଦିନ କୃପା କରିଥାନ୍ତି ଏବଂ ଆମ ଭକ୍ତି ରେ ପ୍ରସନ୍ନ ହୋଇକରି ଆମ ଘରେ ରହିବାକୁ ଆସିଥାନ୍ତି ଏବଂ ମା ଲକ୍ଷ୍ମୀ ଯେବେବି ଆମ ଘରକୁ ଆସିଥାନ୍ତି ଓ ଆସିବା ପୂର୍ବରୁ ଏମିତି ସଂକେତ ଦେଇଥାନ୍ତି ଯାହା ଆମକୁ ପୂର୍ବରୁ ଜଣା ପଡିଯାଇଥାଏ କି ଆମ ଘରେ ମା ଲକ୍ଷ୍ମୀ ନିବାସ କରିବାକୁ ଆସୁଛନ୍ତି ଓ ଆମ ଦୁଃଖ ଦରିଦ୍ରତା ର ଦିନ ଏବେ ସମାପ୍ତ ହବାକୁ ଯାଉଛି |

କଳାରଙ୍ଗର ପିମ୍ପୁଡି

ପିମ୍ପୁଡି କଳା କିମ୍ବା ନାଲି ଦୁଇଟି ରଙ୍ଗର ହୋଇଥାଏ ଘରେ ନାଲି ପିମ୍ପୁଡି ରହିବ ଅଶୁଭ ମାନାଯାଇଥାଏ ଯେବେକି କଳା ପିମ୍ପୁଡି ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ବିଲକୁଲ ଭି ହାନିକାରକ ହୋଇନଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳାରଙ୍ଗର ପିମ୍ପୁଡି କୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଇଥାଏ ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡି ଗୋଲ ଆକାରର ଦେଖାଦିଏ ତ ଏହା ବହୁତ ଶୁଭ ସଂକେତ ମାନାଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଂକେତ ହୋଇଥାଏ ଏଥିପାଇଁ କଳା ପିମ୍ପୁଡି ଦେଖାଦେଲେ ତାଙ୍କ ଉପରେ ହଳଦୀ କୁମକୁମ ଚଢାନ୍ତୁ ଏବଂ ପ୍ରଣାମ କରନ୍ତୁ ତାଙ୍କୁ ଖାଇବାକୁ ଅଟା କିମ୍ବା ଚିନି ଦିଅନ୍ତୁ ଏମିତି କରିବାଦ୍ୱାରା ଆପଣଙ୍କୁ କରଜ ରୁ ମୁକ୍ତି ମିଳିଥାଏ ଏବଂ ଘରେ ଧନ ର ବୃଦ୍ଧି ହୋଇଥାଏ | କଳା ପିମ୍ପୂଡ଼ିକୁ ଝାଡୁ ଦ୍ୱରା ଆଦୌ ଘରୁ ବାହାରକୁ କରନ୍ତୁ ନାହିଁ |

ଝିଟିପିଟି

ଝଟିପିଟି କୁଭି ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଇଥାଏ ଘରେ ଯଦି ଅଚାନକ 3 ଟି ଝିଟିପିଟି ଗୋଟେ ସ୍ଥାନ ରେ ଦେଖା ଦିଏ ତ ଏହାକୁ ବହୁତ ଶୁଭ ମାନାଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ଅଟେ ଯଦି ଗୋଟେ ଝିଟିପିଟି ଜଣେ ଅନ୍ୟଜଣଙ୍କ ପିଛା କରୁଥିବାର ଦେଖାଦିଏ ତ ଏହା ଘରର ଉନ୍ନତି ର ସଂକେତ ମାନାଯାଇଥାଏ | ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ର ଦେଖାଦେବା ଅତ୍ୟନ୍ତ ଶୁଭ ମାନାଯାଇଥାଏ ଏହା ଭରପୁର ଧନ ମିଳିବାର ସଂକେତ ଦେଇଥାଏ |

ପକ୍ଷୀ

ବନ୍ଧୁଗଣ ଶାସ୍ତ୍ରରେ କିଛି ପକ୍ଷୀମାନଙ୍କର ଆମ ଘରେ ବା ଘର ଆଖ ପାଖରେ ରହିବା ଅଶୁଭ ମାନାଯାଇଥାଏ ଓ ଏମିତି କିଛି ପକ୍ଷୀ ଅଛନ୍ତି ଯାହା ଘରେ ରହିବା ଦ୍ୱାରା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ଘରେ ଆସି ବାସ ବନାଇଥାଏ ତ ଏହା ବହୁତ ହିଁ ଶୁଭ ସଂକେତ ମାନାଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଆଗ ମନର ସଂକେତ ଦେଇଥାଏ ଏଥିପାଇଁ ଆପଣଙ୍କ ଘରେ କେଉଁ ପକ୍ଷୀ ବସା ବାନ୍ଧିଥାଏ ତ ତାକୁ ଭୁଲ ରେ ଭି ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ କାହିଁକି ନା ଆପଣଙ୍କ ଜୀବନରେ ଆସିବାକୁ ଥିବା ଅପାର ଧନ ର ସଂକେତ ହୋଇଥାଏ ଏହାର ବିପରୀତ ଯଦି କାଉ ଶାଗୁଣା ଯେପରି ପକ୍ଷୀ ଅଚାନକ ବାରମ୍ବାର ଆସିବାକୁ ଲାଗିଥାନ୍ତି ତ ଏହାକୁ ଅତ୍ୟନ୍ତ ଅଶୁଭ ସଂକେତ ମାନାଯାଇଥାଏ ଲକ୍ଷ୍ମୀଙ୍କର ବାହାନ ପେଚା ଦେଖାଦେବା ଶୁଭ ହୋଇଥାଏ |

ଶଙ୍ଖ ର ଧ୍ୱନି

ଯଦି ଆପଣଙ୍କୁ ଦିନ ର କୌଣସି ଭି ସମୟରେ କିମ୍ବା ମୁଖ୍ୟତଃ ସଖାଳ ଓ ସନ୍ଧ୍ୟାରେ ଶଙ୍ଖର ଧ୍ୱନି ଶୁଣାଯାଇଥାଏ ଏହା ଅତ୍ୟନ୍ତ ଶୁଭ ମାନାଯାଇଥାଏ ଏହାର ଅର୍ଥ ଏହା ଅଟେ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି ଏବଂ ଶୀଘ୍ର ଆପଣଙ୍କ ଘରେ ବା ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂରହୋଇ କରି ଜୀବନ ର ସୁଖ ସମୃଦ୍ଧି ଆସିବାକୁ ଯାଉଛି |

ଡାହାଣ ହାତ
ଯଦି ଆପଣଙ୍କର ଡାହାଣ ହାତ ପାପୁଲିରେ ଅଚାନକ କୁଣ୍ଢେଇ ହବାରେ ଲାଗେ ତ ଏହା ବି ଧନ ପ୍ରାପ୍ତି ର ଶୁଭ ସଂକେତ ହୋଇଥାଏ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇକରି ଆପଣଙ୍କ ସମସ୍ତ ମନ ସ୍କାମନା ପୁର୍ଣ୍ୟ କରିବାକୁ ଯାଉଛନ୍ତି ଯେମିତି କି ଆମେ ଜାଣିଛେ ଆମର ସ୍ବପ୍ନ ଆମକୁ କିଛି ସଂକେତ ଦେଇଥାଏ ସେହିପରି ଯଦି ଆମକୁ ଧନ ଲାଭ ହେବାକୁ ଥିବ ତ ମା ଲକ୍ଷ୍ମୀ ଏହାର ସଂକେତ ଆମକୁ ସ୍ୱପ୍ନରେ ଦେଇଦେଇଥାନ୍ତି ଯଦି ଆମେ ସ୍ୱପ୍ନରେ ବାରମ୍ବାର ଝାଡୁ ସାପ ନେଉଳ ଏବଂ ପେଚା ଦେଖିଥାଉ ତେବେ ଆମକୁ ନିକଟ ଭବିଷ୍ୟତରେ ଆମକୁ ଧନ ଲାଭ ହବାରେ ଅଛି | ଆମେ ଯଦି ବାସ୍ତବରେ ନେଉଳକୁ ଦେଖୁଛନ୍ତି ଘରର ବେହାରକୁ ବାହାରିବା ସମୟରେ ଆପଣ କାହାକୁ ଝାଡୁ ମାରିବାର ବା ସଫା ସୁତୁରା କରିବାର ଦେଖିଦିଅନ୍ତି ତ ଏହା ଭି ଗୋଟେ ପ୍ରକାରର ଶୁଭ ଯୋଗ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ହୋଇଥାଏ ତେବେ ବନ୍ଧୁଗଣ ଏହା ଥିଲା କିଛି ଏପରି କଥା ଯାହା ଭଲ ସମୟ ଆସିବାର ସଂକେତ ଦେଇଥାଏ |