ଭାରତ ଉପରେ ଆକ୍ରମଣ ସତ ହେଲା ଭବିଷ୍ୟବାଣୀ… ମାଳିକା ବଚନ କଣ କହୁଛି, ଦେଖନ୍ତୁ

9 ଡିସେମ୍ବର 2022 ଭାରତ ର ଅରୁଣାଚଳ ପ୍ରଦେଶ ରେ ସ୍ତିତ ଟାୱାଙ୍ଗ ରେ ପାଖ ପାଖି 600 ଚୀନୀ ସୈନିକ ସୀମା ରେଖା ପାର କରିବାକୁ ଚେଷ୍ଟା କରିଥିଲେ ଯାହା ବିରୁଦ୍ଧରେ ଭାରତୀୟ ସୈନିକ ମାନେ ତାଙ୍କୁ ଏପରି ଖୋପଣ ଦେଲେ କି ଯାହାର କଷ୍ଟ ତାଙ୍କୁ ଅନେକ ବର୍ଷ ଧରି ଅନୁଭବ ହେବ ଗୋଟେ ବଡ଼ ଯୁଦ୍ଧ ଏମିତି ହିଁ ଆରମ୍ଭ ହୋଇଥାଏ |

ଚୀନ ଉତ୍ତରାଖଣ୍ଡ ରୁ ହିଁ ଭାରତ ସହ ଯୁଦ୍ଧ ର ଆରମ୍ଭ କରିବ କାରଣ 600 ବର୍ଷ ପୂର୍ବେ ଗୁରୁ ଅଚ୍ୟୁତାନନ୍ଦ ମାଳିକା ରେ କହିଛନ୍ତି କି ଉତ୍ତର ଅଞ୍ଚଳ କୁ ଯୁଦ୍ଧ ର ପ୍ରସ୍ତାବ ହେତୁ ରଖିଥିବୁ ମନେ ଯାହା ଆଗରୁ ଉତ୍ତରା ଅଞ୍ଚଳ ତାହା ଆଜି ଉତ୍ତରାଖଣ୍ଡ ସେଇଠୁ ହିଁ ଚୀନ ଯୁଦ୍ଧର ଘୋଷଣା କରିବ |

ଦ୍ୱତୀୟ କଥା ହେଲା ରାଜ୍ୟ ଇଲେକ୍ସନ ଏବେ ଏବେ ସରିଛି କିଏ ଜିତିଲା କିଏ ହାରିଲା ଆମ ସମସ୍ତଙ୍କୁ ଜଣା ପ୍ରଧାନ ମନ୍ତ୍ରୀ ଙ୍କୁ ମାରିବା କଥା କିଏ କହିଲା ତାହା ବି ଆମ ସମସ୍ତଙ୍କୁ ଜଣା G 20 ସମିତି ର ନେତୃତ୍ୱ କିଏ କରୁଛି କେଉଁଠି ହେବାକୁ ଯାଉଛି ତାହା ଆମ ସମସ୍ତଙ୍କୁ ଜଣା 2023 ରେ କେଉଁଠି କେଉଁଠି ଇଲେକ୍ସନ ହେବାକୁ ଯାଉଛି ମେଘାଳୟ ନାଗଲ୍ୟାଣ୍ଡ ତ୍ରିପୁରା କର୍ଣ୍ଣାଟକ ଛତିଶଗଡ ମଧ୍ୟପ୍ରଦେଶ ନିଜରମ ରାଜସ୍ଥାନ ତେଲେଙ୍ଗାନା ଏହି ଶୁଚି ରେ ଚାରିଗୋଟି ଉତ୍ତର ପୂର୍ବ ରାଜ୍ୟ ଅଛନ୍ତି |

7 ଅଗଷ୍ଟ 2008 ରେ କେଉଁ ପରିବାର ଚୀନ ସହ ଗୁପ ଡ଼ିଲ କରିଛି ତାହାବି ଆମ ସମସ୍ତଙ୍କୁ ଜଣା ଟାୱାଙ୍ଗ ରେ ହୋଇଥିବା ଘଟଣା ସମାଚାର ରେ ପ୍ରକାଶିତ ହେବା ପରେ କିଏ ସବୁଠାରୁ ଅଧିକ ଡେଉଁଛି ତାହା ବି ଆମ ସମସ୍ତଙ୍କୁ ଜଣା ତେବେ ବୁଝିଲା ଵାଲା ନିଶ୍ଚିତ ଭାବରେ ବୁଝିପାରୁଥିବେ |