ଭାରତର ଏହି 5 ଗୋଟି ଜାଗା ଯେଉଁ ଠିକୁ ଥରେ ଗଲେ ଆଉ କେହି ଫେରନ୍ତି ନାହିଁ, ଏଠି ବିଜ୍ଞାନ ବି ହୋଇ ସାରିଛି ଫେଲ

ଯଦି ଆପଣ ହୃଦୟ ମଜବୁତ ଓ ଆପଣ ରୋମାଞ୍ଚକ ଜାଗା କୁ ବୁଲିବାକୁ ଯିବାର ସଉକିନ ଅଟନ୍ତି ତେବେ ଭାରତ ରେ ଏପରି 5 ଗୋଟି ଜାଗା ରହିଛି I ଯେଉଁ ଠାକୁ ଲୋକେ ଯିବାକୁ ଅନେକଥର ଚିନ୍ତା କରିଥାନ୍ତି I ଏହି ସବୁ ସ୍ଥାନ ସ୍ରପିତ ଅଟେ I ଏହି ସବୁ ଅଘଟଣ ଏଠାରେ କେବଳ ରାତି ସମୟ ରେ ହିଁ ଘଟିଥାଏ I

କୀରାଡ଼ୁ ର ମନ୍ଦିର – ରାଜସ୍ତାନ ର ବାଡ଼ମେର ଜିଲ୍ଲା ରେ ଥିବା କୀରାଡ଼ୁ ମନ୍ଦିର I ଏହା କୁ ରାଜସ୍ତାନ ର ଖଜୁରହ ବୋଲି କହିଥାନ୍ତି I ଲୋକମନ୍ୟତା ଅନଶୁୟାରେ ଏହା ଏକ ସ୍ରପିତ ମନ୍ଦିର ଅଟେ I ସନ୍ଧ୍ୟା ହେବା ପରେ ଲୋକେ ଏଠାରେ ରୁହନ୍ତି ନାହିଁ I ଯେଉଁ ଲୋକେ ଏଠାରେ ରାତି ରେ ଅଟକିଥାନ୍ତି ତାଙ୍କ ର ମୃତ୍ୟୁ ହେଇଥାଏ ନଚେତ ସେମାନେ ପଥର ପାଲଟି ଯାଇଥାନ୍ତି I
କୁସିଂୟଙ୍ଗ – ହଉ ହିଲ – ଦାର୍ଜିଲିଂ ର ଏକ ହିଲ ଷ୍ଟେସନ ଅଟେ I ଇଂରାଜୀ ରେ ଏହା କୁ କର୍ସ କୁହାଯାଇଥାଏ I ଏହା ର ଅର୍ଥ ଅଭିଶପ୍ତ I ଯଦି ରାତି ସମୟ ରେ କେହି ଏହି ଜଙ୍ଗଲ କୁ ଯାଇଥାନ୍ତି ତେବେ ମୃତ୍ୟୁ କୁ ନିମନ୍ତ୍ରଣ କରିଥାନ୍ତି I ହାଉ ହିଲ ଛଡା ଏଠାରେ କିଛି ଏପରି ସ୍ଥାନ ବି ରହିଛି ଯେଉଁଠାରେ ଲୋକେ ରାତି ରେ ରୁହନ୍ତି ନାହିଁ I

କୁଳଧରା ଗ୍ରାମ – ଜେସଲମେର ରୁ ଦୀର୍ଘ 18 କିମି ଦୂର ରେ ରହିଛି ଏହି ଗ୍ରାମ I ଏହି ଗ୍ରାମ 1825 ମସିହା ରୁ ନିର୍ଜନ ହେଇ ପଡିଛି I ଲୋକମନ୍ୟତା ଅନୁସାରେ ଅନୁସାରେ ପାଳିବାଲ ବ୍ରାହ୍ମଣ ମାନେ ଏହି ଗ୍ରାମ କୁ ଅଭିଶାପ ଦେଇଥିଲେ I ଏହା ପରେ କେହି ବି ଏହି ଗ୍ରାମ ରେ ରହିପାରି ନ ଥିଲେ I ଏପରି ବି ଲୋକ କହୁଛନ୍ତି କି ରାତି ରେ ଏହି ଅଂଚଳ ରେ ଭୁତ ପ୍ରେତ ଙ୍କ ର ଆସର ରହିଥାଏ I ବୈଜ୍ଞାନିକ ଙ୍କ କହିବା ଅନୁସାରେ ଏଠାରେ କିଛି ପ୍ରାକୃତିକ ଆପଦା କାରଣ ରୁ ଏହି ଅଂଚଳ ଏପରି ରହିଛି I
ଉତ୍ତରାଖଣ୍ଡ ର ରୂପକୁଣ୍ଡ – ଉତ୍ତରାଖଣ୍ଡ ର ରୂପକୁଣ୍ଡ ବି ଲୋକେ ନର କଙ୍କାଳ ଦେଖିଛନ୍ତି I ଏହି ନର କଙ୍କାଳ ର ରହସ୍ୟ କଣ କେହି ବି ଜାଣି ନାହାନ୍ତି I କିଛି ଲୋକେ ଏହା କୁ ପ୍ରାକୃତିକ ଦୁର୍ବିପାକ ବୋଲି ଅହୁଚନ୍ତି I ଏହି ଅଂଚଳ ରେ ବି ରାତି ରେ କେହି ରୁହନ୍ତି ନାହିଁ I

ଭାଙ୍ଗଗଡ଼ କିଲା – ରାଜସ୍ତାନ ର ଅଲବର ଜିଲ୍ଲା ରେ ଥିବା ଭାଙ୍ଗଗଡ଼ କିଲା କୁ କିଛି ଲୋକେ କହିଥାନ୍ତି କି ଏହି ଅଂଚଳ ଏକ ସରପିତ ଅଂଚଳ ଅଟେ I ଭାରତ ର ପ୍ରତ୍ନବତ୍ତବ ବିଭାଗ ଏହା ଅଂଚଳ କୁ ରାତି ରେ ପ୍ରବେଶ ନ କରିବାକୁ ପରାମର୍ଶ ଦେଇଛନ୍ତି I ତେବେ ଏହି ଅଂଚଳ କୁ ରାତି ରେ ଯିବା ନିରାପଦ ବି ନୁହେଁ I