କେବଳ ଭାରତ ରେ ନୁହେଁ ବିଦେଶ ରେ ବି ଟ୍ରେନ ର ମହତ୍ବପୂର୍ଣ ଭୂମିକା ଦେଖିବାକୁ ମିଳିଛି I ଦୂର ସ୍ଥାନ କୁ ଯାତ୍ରା କରିବାକୁ ହେଲେ ଲୋକ ଙ୍କ ପାଁଇ ସୁବିଧା ହେଇଥାଏ ଟ୍ରେନ I ରେଳ ଯାତ୍ରା ବି ବେଶ ଆନନ୍ଦଦାୟକ ହେଇଥାଏ I ତେବେ ଏହି ରେଳ ଗାଡି ବିଷୟ ରେ ଏପରି କିଛି କଥା ରହିଛି ଯାହା ଆପଣ ଜାଣି ନ ଥିବେ I
ଆପଣ ଙ୍କ ମନ ରେ ବି ଏହି ପ୍ରଶ୍ନ ଆସିଥାଏ କି ଟ୍ରେନ ରେ କେତେ ଗିଅର ରହିଥାଏ I ଏବଂ କେତେ ଲିଟର ଡିଜେଲ ରେ କେତେ କିମି ଚାଲିଥାଏ I ଏପରି କିଛି ପ୍ରଶ୍ନ ଆପଣ ଙ୍କ ମନ ରେ ଆସିଥାଏ I ଆପଣ ଯେତେ ସମୟ ଟ୍ରେନ କୁ ଠିଆ ହେବାର ଦେଖିଥିବେ ତେବେ ରେଳ ଇଂଜିନ ଚାଲୁ ରହିଥାଏ I ତେବେ ସୂଚନା ମୁତାବିକ ଥରେ ଯଦି ଟ୍ରେନ ର ଇଂଜିନ ବନ୍ଦ କରାଯାଇଥାଏ ତେବେ ଏହା ପୁଣି ଷ୍ଟାର ହେବାରେ ଅଧିକ ଇନ୍ଧନ ଖର୍ଚ୍ଚ ହେଇଥାଏ I ସୂଚନା ମୁତାବିକ ଠାରେ ଷ୍ଟାର ହେବାରେ ଏହି ଟ୍ରେନ ଇଂଜିନ ପ୍ରାୟ 25 ଲିଟର ତେଲ ସରିଥାଏ I ଏବଂ ଟ୍ରେନ ଏକ କିମି ଯାତ୍ରା କରିବାକୁ ପ୍ରାୟ 15 ଲିଟର ତେଲ ସରିଥାଏ I
ବର୍ତମାନ ଇଲେକ୍ଟ୍ରି ଚଳିତ ଇଂଜିନ ତ ଚାଲୁଚି ହେଲେ ଏପରି ବି କିଛି ଟ୍ରେନ ରହିଛି ଯାହା ଡିଜେଲ ଇଂଜିନ ଅଟେ I ଏବଂ 12 ଡ଼ବା ଥିବା ପାସେଞ୍ଜର ଟ୍ରେନ ଏକ କିମି ପାଁଇ 6 ଲିଟର ଡିଜେଲ ସରିଥାଏ I
ଅନେକ ସ୍ଥାନ ରେ ଟ୍ରେନ ରହିବା ଦ୍ୱାରା ତେଲ ବି ଅଧିକ ସରିଥାଏ I ତେଣୁ ଏକ୍ସପ୍ରେସ ଗାଡି ଖୁବ କମ ସ୍ଥାନ ରେ ହିଁ ରହିଥାଏ I ଏବଂ ଏକ୍ସପ୍ରେସ ଗାଡି ଏକ କିମି ଯାତ୍ରା କରିବାକୁ ପ୍ରାୟ ସାଢେ ଚାରି ଲିଟର ଡିଜେଲ ଶେଷ ହେଇଥାଏ I ଆଉ ଟ୍ରେନ ର ଗିଅର କଥା ଦେଖିବା ଯଦି ଭାରତୀୟ ରେଳ ଗାଡି ର ପ୍ରାୟ 32 ଗୋଟି ଗିଅର ରହିଥାଏ ଏବଂ ଡ୍ରାଇଭର ସ୍ପିଡ଼ ଅନୁସାରେ ଗିଅର ପକାଇଥାଏ I