ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଯୋଡି ଜ୍ୟାକଲିନ ଓ ଅରବିନ୍ଦ ଙ୍କୁ ବହୁତ ଭଲଭାବରେ ଜାଣିଥିବେ ତାହେଲେ ରଜକୁଇନ ମାଧ୍ୟମରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ପାଦ ଥାପିଥିଲେ ଜ୍ୟାକଲିନ ଓ ଜେଜେମା ସିରିଏଲ ରୁ ଏକାଠି ଅଭିନୟ କରି ସୁଟିଂ ସେଟ ରୁ ହିଁ ପରସ୍ପର କୁ ଭଲପାଇ ଯାଇଥିଲେ ଜ୍ୟାକଲିନ ଓ ଅରବିନ୍ଦ ତେବେ ଦୀର୍ଘ 3 ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଏହି ଯୋଡି |
ସରକାର ଙ୍କର ସମସ୍ତ କୋଭିଡ ଗାଇଡ଼ ଲାଇନ ମାନି ବାହା ଘର କରାଯାଇଥିଲା ଓ ଏଥିରେ ଖାଲି ଜ୍ୟାକଲିନ ଓ ଅରବିନ୍ଦ ଙ୍କର ପରିବାର ଲୋକ ସେଠାରେ ଉପସ୍ଥିତ ଥିଲେ ଓ ଏ ବାହାଘର ସମସ୍ତ ହିନ୍ଦୁ ରୀତିନୀତି ରେ ହବାର ନଜର ଆସିଥିଲା |
ଫ୍ରେଣ୍ଡ୍ସ ଅରବିନ୍ଦ ଓ ଜ୍ୟାକଲିନ ଏ ବାହାଘରକୁ ନେଇ ବହୁତ ଅଧିକ ଖୁସି ଥିବାର ନଜର ଆସିଥିଲେ କିନ୍ତୁ ଏ ଦୁହିଁ ଙ୍କଠୁ ଅଧିକ ଖୁସି ଥିଲେ ଜ୍ୟାକଲିନ ଙ୍କର ଭଉଣୀ ସୋମାଲୀନ ତ ଫ୍ରେଣ୍ଡ୍ସ ଭଉଣୀଙ୍କର ବାହାଘରରେ ଜବରଦସ୍ତ ଡ୍ୟାନ୍ସ କରିବା ସହିତ ଭଉଣୀଙ୍କୁ ସଯବାଜ କରିବା ଓ ଏଠି ସହିତ ସମସ୍ତ ପ୍ରକାର ଫଂସନ ନିଜେ ସମ୍ଭାଳିଥିଲେ ସୋମାଲୀନ ତେବେ ଦୀର୍ଘ 4 ବର୍ଷପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଓଲିଉଡ଼ ର ଜବରଦସ୍ତ ଯୋଡି ଜ୍ୟାକଲିନ ଓ ଅରବିନ୍ଦ ତେବେ ବନ୍ଧୁଗଣ ଆପଣମାନଙ୍କୁ ଏ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ବିବାହ ବନ୍ଧନରେ ବାନ୍ଧି ହେଲେ ବୋହୁ ଚର୍ଚ୍ଚିତ ଯୋଡି Arbind ଓ Jyanklin… ବାହାଘରର ଏମିତି ଫୋଟୋ ଆସିଲା ସାମ୍ନାକୁ ଦେଖନ୍ତୁ
