ଭୀଷ୍ମ ପିତାମହ ଯୁଦ୍ଧିଷ୍ଟରଙ୍କୁ କହିଥିଲେ ନାରୀ ସମ୍ପର୍କରେ ଏହି 5ଟି ମହତପୁର୍ଣ କଥା, ପୁରୁଷ ମାନେ ନିଶ୍ଚିନ୍ତ ଜାଣିବା ଦରକାର ଏହି କଥା

ହିନ୍ଦୁ ଧର୍ମ ରେ ମହିଳା ଙ୍କୁ ଘର ର ଲକ୍ଷ୍ମୀ କୁହାଯାଇଥାଏ I ମହିଳା ଙ୍କ ବିଷୟ ରେ ଅନେକ ଗ୍ରଂଥ ବି ଉଲେଖ ରହିଛି I ଏହି ଗ୍ରଂଥ ରେ ମହିଳା ଙ୍କ ବିଷୟ ରେ ଅନେକ କଥା ଉଲେଖ ରହିଛି I ଜଣେ ବ୍ୟକ୍ତି ଙ୍କ ର ଜନ୍ମ ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଏଠାରେ ବିସ୍ତୃତ ଭାବ ରେ ବର୍ଣନା କରାଯାଇଛି I

ଆସନ୍ତୁ ଜାଣିବା ଭୀଷ୍ମ ପିତାମହ , ଯୁଦ୍ଧିଷ୍ଟର ଙ୍କୁ ମହିଳା ଙ୍କ ବିଷୟ ରେ କଣ କହିଥିଲେ I

ମହାଭାରତ ସମୟ ରେ ଭୀଷ୍ମ ପିତାମହ ନିଜ ଅନ୍ତିମ ସମୟ ରେ ଯୁଦ୍ଧିଷ୍ଟର ଙ୍କୁ କହିଥିଲେ କି ଯେଉଁ ଘରେ ମହିଳା ଙ୍କ ର ଅନାଦର ହେଇଥାଏ , ସେହି ଘରେ ସର୍ବଦା ବାଦବିବାଦ ଲାଗି ରହିଥାଏ I ସେହି ଘରେ କୌଣସି ବି କାର୍ଯ୍ୟ ସଫଳ ହେଇ ନ ଥାଏ I ଯେଉଁ ଘର ର ଝିଅ ଓ ବୋହୁ ମାନେ ସର୍ବଦା ଦୁଃଖ ରେ ରହିଥାନ୍ତି ସେହି ଘର ର କେବେ ହେଲେ ଉର୍ନତି ହେଇ ନ ଥାଏ I

ଭୀଷ୍ମ ପିତାମହଙ୍କ କହିବା ଅନୁସାରେ ମହିଳାମାନେ ଅଧିକ ନିରାଶ ହେଲେ ଅଭିଶାପ ଦେଇଥାନ୍ତି ଏବଂ ସେହି ଘର ସମ୍ପୂର୍ଣ ନଷ୍ଟ ହେଇଯାଇଥାଏ I ଏବଂ ସେହି ଘର ର ଶାନ୍ତି ନଷ୍ଟ ହେଇଥାଏ I

ଭୀଷ୍ମ ପିତାମହ ଙ୍କ କହିବା ଅନୁସାରେ ସନ୍ତାନ ଜନ୍ମ ଠାରୁ ନେଇ ଲାଳନ ପାଳନ ସବୁ କିଛି ସ୍ତ୍ରୀ ଙ୍କ ଉପରେ ନିର୍ଭର କରିଥାଏ I ପୁରୁଷ ସ୍ତ୍ରୀ ଙ୍କ ର ଯଦି ସଂମାନ ନ କରିବେ ତେବେ କୌଣସି ବି କାର୍ଯ୍ୟ ରେ ସେ ସଫଳ ହେବେ ନାହିଁ I

ଭୀଷ୍ମ ପିତାମହ ଯୁଦ୍ଧିଷ୍ଟର ଙ୍କୁ କହିଛନ୍ତି ମହିଳାମାନେ ସର୍ବଦା ସତ୍କାର ଓ ପ୍ରେମ ଭାବନା ପାଁଇ ରହିଥାନ୍ତି , ଯେଉଁ ଘରେ ମହିଳା ଙ୍କ ର ସର୍ବଦା ଦୁଃଖ ଲାଗି ରହିଥାଏ ସେହି ଘର ମୁରବି କୌଣସି ବି କାର୍ଯ୍ୟ ରେ ସଫଳତା ହାସିଲ କରି ନ ଥାନ୍ତି I

ଭୀଷ୍ମ ପିତାମହ ଏହା ବି କହିଛନ୍ତି ଯେଉଁ ଘରେ ମହିଳା ଙ୍କ ର ସଂମାନ ରହିଥାଏ ସେହି ଘରେ ଦେବତା ଙ୍କ ର ବାସ ରହିଥାଏ I ତେଣୁ ପୁରୁଷ ମାନେ ସର୍ବଦା ନିଜ ଘର ର ମହିଳା ଙ୍କ ର ସଂମାନ କରିବା ଉଚିତ I

ପ୍ରାଚୀନ କାଳ ରେ ମହିଳା ଙ୍କୁ ଘର ର ଲକ୍ଷ୍ମୀ କୁହାଯାଇଥାଏ ଏବଂ ଘର ର ମହିଳା ଯଦି ଖୁସି ରେ ରହିଥାନ୍ତି ତେବେ ସେହି ଘର ର ଲୋକ ଙ୍କୁ ଧନ ସମ୍ବନ୍ଧିତ ସମସ୍ୟା ର ସମୁଖୀନ କରିବାକୁ ପଡିବ ନାହିଁ I ଯେଉଁ ଘର ର ମହିଳା ଖୁସି ରେ ରହିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ବି କୃପା ଦୃଷ୍ଟି ରହିଥାଏ I କିନ୍ତୁ ଯେଉଁ ଘରେ ସର୍ବଦା କଳି ଝଗଡା ଲାଗି ରହିଥାଏ ସେହି ଘର ର କେବେ ହେଲେ ଉର୍ନତି ହେଇ ନ ଥାଏ I