ଭୁବନେଶ୍ୱରରେ ସଫ୍ଟୱେର ଇଞ୍ଜିନିୟର ଥିବା ଶ୍ଵେତା ପ୍ରେମ ପାଇଁ ହାରିଦେଲେ କି ଜୀବନ, ଏମିତି Katha ଆସିଲା ସାମ୍ନାକୁ, ପ୍ରେମରେ ସେ ପୁରା… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ସ୍ୱେତା କାହିଁକି ହାରିଦେଲେ ଜୀବନ ଚାକଚକିୟ ଜୀବନ ବଞ୍ଚୁଥିବା ବେଳେ ତାଙ୍କର ଏହି କିଛି ଫଟୋକୁ ଦେଖିଲେ ଜଣା ପଡ଼ୁଛି ଏତେ ଖୁସୀ ମିଯାଜର ଯୁବତୀ କାହିଁକି ଆଜି ହାରି ଦେଇଛନ୍ତି ଜୀବନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ଏହି ଯୁବତୀ ଜଣଙ୍କ କାହିଁକି ଜୀବନ ହାରିଦେଲେ।

ସ୍ୱେତା ଥିଲେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଆଉ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲେ ସବୁକିଛି ଠିକ୍ ଚାଲିଥିଲା ହେଲେ ହଠାତ୍ ଏଭଳି ଝୁଲି ପଡ଼ି କାହିଁକି ହାରିଦେଲେ ଜୀବନ ତେବେ କାହିଁକି ଏଭଳି ନିଷ୍ପତ୍ତି ନେଲେ ସ୍ୱେତା ଚର୍ଚ୍ଚା ହେଉଛି କାଳେ ପ୍ରେମ ଜନିତ କେଉଁ କାରଣରୁ ସ୍ୱେତା ନେଇଛନ୍ତି ଏହିଭଳି କିଛି ନିଷ୍ପତ୍ତି ଏହିସବୁ ଫଟୋକୁ ଦେଖି ଆପଣମାନେ ଜାଣି ପାରୁଥିବେ |

ସ୍ୱେତା ସହ ଅତି ଘନିଷ୍ଟ ସମ୍ପର୍କରେ ଥିବା ଏହି ପୁରୁଷ ବନ୍ଧୁ ରହିଛନ୍ତି ଏହି ଫଟୋ ଭିତରେ ତେବେ ସ୍ୱେତାଙ୍କ ଏହି ପୁରୁଷ ବନ୍ଧୁ କିଏ ଆଉ ଦୁହିଁଙ୍କ ଭିତରେ କେଉଁଭଳି ରହିଥିଲା ସମ୍ପର୍କ ଆଉ ସମ୍ପର୍କରେ କିଛି ବିବାଦ ରହିଥିଲା କି ଯାହାକି ଯାଇ ଅତି ଚରମ ସୀମାରେ ପହଞ୍ଚି ଯାଇଥିଲା ଆଉ ସ୍ୱେତା ନେଇଥିଲେ ଏଭଳି କିଛି ନିଷ୍ପତ୍ତି ତେବେ ହୁଏତ ପୋଲିସର ତଦନ୍ତ ପରେ ଏହି ସବୁ ସତ ସାମ୍ନାକୁ ଆସିପାରେ।

ତେବେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସୈଳଶ୍ରି ବିହାର ଅଞ୍ଚଳରେ ଏକ ଭଡ଼ା ଘରୁ ଏହି ଯୁବତୀଙ୍କ ମୃତଦେହ ପୋଲିସ୍ ଏବେ ଜବତ କରିଛି ତେବେ ଜଣା ପଡିଛି ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ସ୍ୱେତା ଉତ୍କଳ କୁମାରୀ ମୃତ ଯୁବତୀଙ୍କ ପରିବାର ଲୋକଙ୍କ ପୋଲିସ୍ ଏହି ବିଷୟରେ ସୂଚନା ଦେଇ ସାରିଛି |

ତେବେ ଯୁବତୀ ଜଣଙ୍କ ଜୀବନ ହାରିଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ତେବେ କେଉଁ ପରିସ୍ଥିତିରେ ସେ ଜୀବନ ହାରିଦେଲେ ଆଉ ତାଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ ତେବେ ସ୍ୱେତାଙ୍କ ମୋବାଇଲ୍ ଆଉ ଡ଼ାଏରିକୁ ଜବତ କରିଛି ପୋଲିସ ତେବେ ହୁଏତ ସେଥିରୁ କିଛି ସୁରାଗ ମିଳିପାରେ।