ଭୁଲ ରେ ନିଜ ଶରୀର ର ଏହି ଅଙ୍ଗ କୁ ହାତ ରେ ଛୁଅନ୍ତୁ ନାହିଁ ନଚେତ ପଛରେ କରିବେ ପଶ୍ଚାତାପ

ଶରୀର ର ଏହି ଅଙ୍ଗ ଙ୍କୁ ଛୁଅନ୍ତୁ ନାହିଁ – ପ୍ରତୋକ ବ୍ୟକ୍ତି ଙ୍କ ପାଁଇ ତାଙ୍କ ଶରୀର ଏକ ଦୁର୍ଲଭ ହେଇଥାଏ I ସବୁ ଲୋକେ ଚାହିଁଥାନ୍ତି କି ସେମାନେ ତାଙ୍କ ଜୀବନରେ ସୁସ୍ଥ ରୁହନ୍ତୁ କିନ୍ତୁ ଅନେକ ସମୟ ରେ ଅନେକ ରୋଗ କୁ ସମୁଖୀନ କରିବାକୁ ପଡିଥାଏ I ଏବଂ ଶରୀର ରେ ଅନେକ ସମସ୍ୟା ଦେଖାଯାଇଥାଏ I

ତେଣୁ ପ୍ରତୋକ ଲୋକେ ତାଙ୍କ ଶରୀର ସମ୍ପର୍କ ରେ ସବୁକିଛି ତଥ୍ୟ ଜାଣିବା ନିହାତି ଜରୁରୀ ଅଟେ I ତେଣୁ ଯେଉଁ ବ୍ୟକ୍ତି ଏହାକୁ ଅମାନ୍ୟ କରିଥାନ୍ତି ସେମାନେ ନାନା ସମସ୍ୟା ରେ ବୁଡିରହିଥାନ୍ତି I ତେଣୁ ଲୋକଙ୍କୁ ଏହି ଖରାପ ଅଭ୍ୟାସ କୁ ପରିବର୍ତନ କରିବା ଦରକାର I

ମୁହଁ

ପ୍ରତୋକ ବ୍ୟକ୍ତି ଙ୍କ ର ମୁହଁ ସବୁଠାରୁ ବିଶେଷ ହେଇଥାଏ I କିନ୍ତୁ ବହୁତ କମ ଲୋକେ ଏହି କଥା କୁ ଜାଣିଛନ୍ତି କି ମୁହଁ ରେ ବାରମ୍ବାର ହାତ ମାରିବା ଦ୍ୱାରା ଅନେକ ପ୍ରକାରର ମୁଖ ସମସ୍ୟା ଦେଖାଦେଇଥାଏ I

ପିଚା
କିଛି ଲୋକଙ୍କ ର ଏହି ଖରାପ ଅଭ୍ୟାସ ରହିଥାଏ କି ସେମାନେ ନିଜ ପଛ ଭାଗ କୁ ବାରମ୍ବାର ନିଜ ହାତ ରେ ସ୍ପର୍ଶ କରିଥାନ୍ତି I କିନ୍ତୁ ଆପଣ ହୁଏତ ଜାଣିନାହାନ୍ତି କି ଏହା ବହୁତ ସେନସିଟିଭ ଏରିଆ ହେଇଥାଏ ଯାହା ଫଳରେ କି ହାତ ରେ ଲାଗିଥିବା ଜୀବାଣୁ ସଂସ୍ପର୍ଶ ରେ ଆସି ବିଭିର୍ନ ପ୍ରକାରର କ୍ୱିନଫେକ୍ସନ ହେଇଥାଏ I

ନଖ ଭିତର ର ଅଂଶ

ଲୋକଙ୍କ ର ନଖ ଭିତର ର ଅଂଶ ବହୁତ କୋମଳ ହେଇଥାଏ ଏବଂ ଏହାକୁ ଛୁଇଁବା ଦ୍ୱାରା ଫାଙ୍ଗସ ଇନଫେକ୍ସନ ହେଇଥାଏ I ତେଣୁ ଏପରି କାର୍ଯ୍ୟ ରୁ ସାବଧାନ ରୁହନ୍ତୁ I

ଆଖି

ଏହା ବିଷୟ ରେ ତ ଆପଣ ସମସ୍ତେ ବେଶ ଭଲଭାବରେ ଜାଣିଛନ୍ତି ଆଖି ଶରୀର ର ଏକ ମହତ୍ବପୂର୍ଣ ଅଙ୍ଗ ଅଟେ ତେଣୁ କେବେ ହେଲେ ଖାଲି ହାତ ରେ ଆଖି କୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ I

କାନ ଭିତର

ଏହି କାନ ମଧ୍ୟ ଶରୀର ର ଏକ ଗୁରୁତ୍ୱ ପୁର୍ଣ ଅଙ୍ଗ ହେଇଥାଏ ତେଣୁ କେବେ ହେଲେ ଖାଲି ହାତ ରେ କାନ ଭିତର ଭାଗ ରେ ହାତ ମାରନ୍ତୁ ନାହିଁ I

ନାକ ଭିତର