ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ କମେଡିଆନ Pragyan, ବର ବେଶରେ ଏମିତି ଧମାଲ କରିଲେ ପ୍ରଜ୍ଞାନ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ କମେଡିୟାନ୍ ପ୍ରଜ୍ଞାନ। ତେବେ ଦର୍ଶକ ବନ୍ଧୁ ତାଙ୍କ ବାହାଘର ଟି କେଉଁଭଳି ଭାବରେ ହୋଇଥିଲା ଆଉ ତାଙ୍କ ବାହାଘରକୁ କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ମାନେ ଆସିଥିଲେ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ପ୍ରଜ୍ଞାନଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଓଲିଉଡର ଜବରଦସ୍ତ କମେଡିୟାନ୍ ହେଉଛନ୍ତି |

ପ୍ରଜ୍ଞାନ ବୋହୁତ ସାରା ସିନେମା ଓ ବୋହୁତ ସାରା ଟିଭି ସୋରେ ମଧ୍ୟ ସେ କମେଡି କରୁଥିବାର ନଜର ଆସିଥାନ୍ତି ଆଉ ଏହାଛଡା ସୋସିଆଲ ମିଡିଆରେ ବି ଆପଣମାନେ ତାଙ୍କର ବୋହୁତ ସାରା କମେଡି ନିଶ୍ଚିତ ଭାବରେ ଦେଖୁଥିବେ। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଓଲିଉଡର ଜବରଦସ୍ତ କମେଡିୟାନ୍ ପ୍ରଜ୍ଞାନ ଆଉ ସେ ସୋନୁ ସୁନନ୍ଦାଙ୍କୁ ବିବାହ କରିଛନ୍ତି।

ତେବେ ଦର୍ଶକ ବନ୍ଧୁ ସୋନୁ ସୁନନ୍ଦାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ସେ ବୋହୁତ ସାରା ଓଡ଼ିଆ ସିନେମା ଓ ଧାରାବାହିକରେ ମଧ୍ୟ ଅଭିନୟ କରିସାରିଛନ୍ତି। ତେବେ ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରଜ୍ଞାନ ଓ ସୋନୁ। ତେବେ ଦର୍ଶକ ବନ୍ଧୁ କାଲି ପ୍ରଜ୍ଞାନଙ୍କ ବାହାଘରଟି ସରି ଯାଇଥିଲା |

ଆଉ ଏହି ବାହାଘର ଟି ବୋହୁତ ଧୁମ୍ ଧାମ୍ ରେ ହୋଇଥିଲା ଏବଂ ଏଥିରେ ବୋହୁତ ସାରା ଓଲିଉଡର କଳାକାର ମାନେ ମଧ୍ୟ ଯୋଗ ଦେଇଥିବାର ଦେଖା ଦେଇଥିଲେ। ତେବେ ଦର୍ଶକ ବନ୍ଧୁ ଓଲିଉଡର ଜବରଦସ୍ତ ସୋନୁ କମେଡିୟାନ୍ ପ୍ରଜ୍ଞାନ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ପ୍ରଜ୍ଞାନ ଓ ସୋନୁ ସୁନନ୍ଦାଙ୍କ ଯୋଡି କେମିତି ଲାଗୁଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ। ଆଉ ଏମିତି ଓଲିଉଡ଼ର ଅପଡେଟ ସର୍ବ ପ୍ରଥମେ ପାଇବା ପାଇଁ ଆମ ପେଜକୁ ଲାଇକ ଓ ପୋଷ୍ଟ କୁ ବୋହୁତ ମାତ୍ରାରେ ସେୟାର କରିବେ | ଧନ୍ୟବାଦ |