ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଜବରଦସ୍ତ ଯୋଡି ମାନସୀ ପାଲ୍ ଓ ଜ୍ୟୋତି ପ୍ରକାଶ ଆଉ ବାହାଘର ପରେ ଏବେ ଶାଶୁଘରେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ନଜର ଆସିଛନ୍ତି ମାନସୀ ପାଲ୍ ତାହେଲେ ଜ୍ୟୋତି ପ୍ରକାଶଙ୍କ ଘରେ ବୋହୂ ରହିଛନ୍ତି ମାନସୀ। ତେବେ ଆପଣମାନେ ଜ୍ୟୋତି ପ୍ରକାଶଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜବରଦସ୍ତ ଅଭିନେତା ଅଟନ୍ତି |
ଜ୍ୟୋତି ପ୍ରକାଶ ବୋହୁତ ସାରା ଓଡ଼ିଆ ଧାରାବାହିକରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇ ପାରିଛନ୍ତି ଜ୍ୟୋତି ପ୍ରକାଶ ତାହେଲେ ମାନସୀ ପାଲ୍ ଓ ଜ୍ୟୋତି ପ୍ରକାଶ ଦୀର୍ଘଦିନ ଧରି ଭଲ ପାଉଥିଲେ ତ ପୁରୁଣା ଧାରାବାହିକରେ ଅଭିନୟ କରୁଥିବା ବେଳେ ଦୁହିଁଙ୍କ ଯୋଡି ସାରା ଓଡ଼ିଶାର ଲୋକମାନଙ୍କୁ ବେଶ୍ ପସନ୍ଦ ଥିଲା ତାହେଲେ ଆଗାମୀ ଦିନମାନଙ୍କରେ ଦୁହେଁ ପୁଣିଥରେ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି |
ତ ଏହାରି ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାନସୀ ପାଲ୍ ତ ମାନସୀ ପାଲ୍ ଓ ଜ୍ୟୋତି ପ୍ରକାଶଙ୍କ ବାହାଘରରେ ଓଲିଉଡର ବୋହୁତ ସାରା କଳାକାରମାନେ ଯୋଗ ଦେଇଥିଲେ ଆପଣମାନେ ମାନସୀ ପାଲ୍ ଓ ଜ୍ୟୋତି ପ୍ରକାଶଙ୍କ ଯୋଡିକୁ ପ୍ରଥମେ ତୁଳସୀ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ ଆୟୁଷ ଓ କେଟି ଚରିତ୍ରରେ ସେମାନେ ତୁଳସୀ ଧାରାବାହିକରେ ଅଭିନୟ କରିଥିଲେ ଯେଉଁଠି ତାଙ୍କର ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ପ୍ରଶଂସା କରିଥିଲେ ଆଉ ବୋହୁତ ସାରା ଭଲପାଇବା ବି ଦେଇଥିଲେ |
ଏହି ଧାରାବାହିକଟି ସରିବା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ଅଲଗା ଅଲଗା ଧାରାବାହିକରେ ଅଭିନୟ କରୁଥିବାର ନଜର ଆସିଥିଲେ ହେଲେ ଏବେ ପୁଣିଥରେ ଏକାଠି ହେବାପାଇଁ ଯାଉଛନ୍ତି ମାନସୀ ପାଲ୍ ଓ ଜ୍ୟୋତି ପ୍ରକାଶ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡି ଆଗାମୀ ଦିନମାନଙ୍କରେ ଜୀବନସାଥି ଧାରାବାହିକରେ ଆପଣେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ପାଇବେ |
ଯାହାକି ଷ୍ଟାର୍ କିରଣ ଚ୍ୟାନେଲରେ ପ୍ରସାରିତ ହେବ ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଯୋଡି ମାନସୀ ପାଲ୍ ଓ ଜ୍ୟୋତି ପ୍ରକାଶ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ହିରୋଇନ Mansi ଓ Jyoti, ବାହାଘର ଭିଡ଼ିଓ ହେଲା ଭାଇରଲ…
