ବିବାହ ବନ୍ଧନରେ ବାନ୍ଧିହେଲେ ମାୟା ସିରିଏଲର ରୁଦ୍ରୀ (Jashmin), ଦେଖନ୍ତୁ

ନମସ୍କାର ବନ୍ଧୁଗଣ ମାୟା ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଋଦ୍ରିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଏହି ଲକ୍ ଡାଉନ୍ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଋଦ୍ରି। ଏହିଭଳି ଏକ ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କଣ ରହିଛି ଏହା ଉପରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।


ମାୟା ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଋଦ୍ରିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବୋହୁତ କମ୍ ବୟସରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରି ମାୟା ଧାରାବାହିକର ହିରୋଇନ୍ ଭାବେ ସେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ହାସଲ କରିଛନ୍ତି। ଏହି ଧାରାବାହିକରେ ତାଙ୍କର ବୋହୁତ ସୁନ୍ଦର ଅଭିନୟ ଦେଖିବା ପାଇଁ ମିଳୁଛି। ଏଥିପାଇଁ ତାଙ୍କୁ ବେଷ୍ଟ୍ ଡ଼େବ୍ୟୁଟ୍ ସିରିୟଲ୍ ଅଭିନେତ୍ରୀ ଭାବେ ପୁରସ୍କାର ମଧ୍ୟ ମିଳି ସାରିଛି। ଋଦ୍ରିଙ୍କୁ ବର୍ତ୍ତମାନ ସମୟରେ ମାତ୍ର ୧୯ ବର୍ଷ ବୟସ ହୋଇଛି।


ପାଠପଢ଼ା ସହିତ ସେ ମାୟା ଧାରାବାହିକର ଋଦ୍ରିଙ୍କୁ ଚରିତ୍ରରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ଦେଖା ଦେଉଛନ୍ତି। ସେ ଜଣେ ବୋହୁତ ଭଲ ଛାତ୍ରୀ ମଧ୍ୟ ଅଟନ୍ତି। ଋଦ୍ରି ମାୟା ଧାରାବାହିକରେ ଅଭିନୟ କରିବା ସହ ଅନେକ ଆଲବମ୍ ଗୀତରେ ମଧ୍ୟ ଅଭିନୟ କରିଛନ୍ତି। ସେ ଅଭିନୟ କରିଥିବା ଆଲବମ୍ ଗୀତ ମଧ୍ୟ ସୁପରହିଟ ହୋଇଥାଏ। ସେ ବୋହୁତ କମ୍ ବୟସରୁ ନିଜର ଏକ ସଫଳ ଜୀବନ ଆରମ୍ଭ କରିସାରିଛନ୍ତି।


ବର୍ତ୍ତମାନ ସମୟରେ ଗୋଟିଏ ଖବର ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି କି ଏହି ସିରିୟଲ୍ ର ହିରୋଇନ୍ ଋଦ୍ରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହେଲେ ବନ୍ଧୁଗଣ ଏହା ହେଉଛି ତାଙ୍କ ସୁଟିଂ ସେଟ୍ ର ଫଟୋ। ଆଉ ସେ ଏହି ସୁଟିଂ ସେଟ୍ ରେ ବିବାହ କଷ୍ଟ୍ୟୁମ୍ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ରିୟଲ ଲାଇଫରେ ବିବାହ କରିନାହାଁନ୍ତି। ବର୍ତ୍ତମାନ ସମୟରେ ଏହି ଫଟୋକୁ ନେଇ ଗୋଟେ ବୋହୁତ ବଡ଼ ଭୁଲ୍ ଧାରଣା ସୃଷ୍ଟି ହୋଇଛି କିନ୍ତୁ ଋଦ୍ରି ପ୍ରକୃତରେ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି।