ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତା Raj Rajesh, ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ରାଜ ରାଜେଶ କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଅଭିନୟକୁ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇଛନ୍ତି ସେ ଖୁବ ସୁନ୍ଦର ଅଭିନୟ ସହିତ ଖୁବ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି |

ବର୍ତମାନ ଏକ ମନ୍ଦିରରେ ବିବାହ କରିଛନ୍ତି ରାଜ ରାଜେଶ ତେବେ ବର୍ତମାନ ସମୟରେ ଏ ଭିଡିଓ ଟି ପ୍ରଚୁର ମାତ୍ର ରେ ଭାଇରଲ ହବାରେ ଲାଗିଛି ତେବେ ରାଜ ରାଜେଶ ବିବାହ କରିଛନ୍ତି ସତ ତାଙ୍କ ରିଏଲ ଲାଇଫ ରେ ନୁହଁ ତାହା ହେଉଛି ରିଲ ଲାଇଫ |

ତେବେ ଭାଇରଲ ହେଉଥିବା ଭିଡିଓ ଟି ହେଉଛି ତାଙ୍କ ଫିଲ୍ମ ସୁଟିଂ ଟାଇମ ର କିଛି ଦୃଶ୍ୟ ଯାହାକୁ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେ ଦର୍ଶକଙ୍କ ସହ ସେୟାର କରିଥିଲେ |


ସେ ଭିଡିଓ ରେ ରାଜ ରାଜେଶ ଦିବ୍ୟାଙ୍କୁ ବିବାହ କରୁଥିବାର ନଜର ଆସିଛନ୍ତି ତେବେ ସେ ଭିଡିଓ ତାଙ୍କ ଆଗକୁ ଆସୁଥିବା ତାଙ୍କ ଫିଲ୍ମ ର ସୁଟିଂ ର ବେଳର ଭିଡିଓ ଥିଲା ତେବେ ଆଗକୁ ଆସୁଥିବା ତାଙ୍କ ଫିଲ୍ମ ପାଇଁ ଆପଣମାନେ କେତେ ଏକ୍ସାଇଟେଡ ଅଛନ୍ତି ବା ଆପଣଙ୍କୁ ରାଜ ରାଜେଶ ଓ ଦିବ୍ୟାଙ୍କ ଅଭିନୟ ଆପଣମାନଙ୍କୁ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |