ବନ୍ଧୁଗଣ ଆପଣମାନେ ତାରାତାରିଣୀ ସିରିଏଲ ରେ ଲିଡ଼ ନାୟିକା ଭାବେ ଅଭିନୟ କରୁଥିବା ଲିପି ମହାପାତ୍ରଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ | ତ ଏହି ସିରିଏଲଟି ସରିବାପରେ ସେ ଏବେ ଗୋଟେ ନୂଆ ସିରିଏଲ ରେ ଲିଡ଼ ନାୟିକା ଭାବେ କାମ କରୁଛନ୍ତି | ଏହି ସିରିଏଲ ରେ ତାଙ୍କର ବହୁତ ସୁନ୍ଦର ଅଭିନୟ ଭି ଦେଖିବାକୁ ମିଳିଛି | ହେଲେ ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ଲିପି ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି |
ଲିପିଙ୍କ ମା କହିଛନ୍ତି କି ଏଇ ବିଷୟରେ ସେ ଲିପିଙ୍କୁ ବହୁତ ଥର ବୁଝାଇଛନ୍ତି କିନ୍ତୁ ଲିପି ତାଙ୍କ କ୍ୟାରିଅର କରିବାରେ ବ୍ୟସ୍ତ ରହିଛନ୍ତି | ତ ସେଥିପାଇଁ ସେ ବିବାହ ପ୍ରତି ଜମାରୁ ଭି ମନ ଦେଉନାହାନ୍ତି ତେବେ ବର୍ତମାନ ସମୟରେ ଲିପି ଙ୍କୁ 40 ବର୍ଷ ବୟସ ହୋଇଗଲାଣି ହେଲେ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ତ ଆଗାମୀ ଦିନମାନଙ୍କରେ କେବେ ବିବାହ କରିବେ ସେ କଥା ଲିପି ହିଁ ଜାଣିଥିବେ |
ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଲିପି ଆଲବମ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ | ଆଉ ଏବେ ସେ ବହୁତ ସାରା ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କ ମନ ଜିତିବାରେ ସଫଳ ହୋଇ ପାରିଛନ୍ତି | ତେବେ ତାରାତାରିଣୀ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା|
ତାରା ତାରିଣୀ ସିରିଏଲ ରେ ଲିପିଙ୍କର ଜବରଦସ୍ତ ଅଭିନୟ ଯୋଗୁ ହିଁ ଏହି ସିରିଏଲ କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିଥିଲା ଓ ଏ ସିରିଏଲ ଟି ଦର୍ଶକମାନଙ୍କ ମନକୁ ଛୁଇଁଥିଲା ତେବେ ବନ୍ଧୁଗଣ ଆପଣମାନଙ୍କୁ ଲିପି ଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |