ବିବାହ କଲେ କୁନି Mani, ବୋହୁ ବେଶରେ ଦେଖା ଗଲେ ଏତେ ସୁନ୍ଦର, ଦେଖିଲେ ଆପଣ ବି ଝଟକା ଖାଇଯିବେ, ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ସ ତାହେଲେ ଓଡ଼ିଆ ସିରିଏଲ ମାନିନୀ ରୁ ଶିଶୁକଳାକାର ମାନିନୀ ଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତେବେ ଏଇ ସିରିଏଲ ରେ ଅଭିନୟ କରିବା ସମୟରେ ମାନିନୀ ଙ୍କୁ ପ୍ରାୟ 5 ବର୍ଷ ବୟସ ହୋଇଥିଲା |


ତ ବର୍ତ୍ତମାନ ଏଇ ସିରିଏଲ କୁ ବନ୍ଦ ହେବାର ପ୍ରାୟ 3 ବର୍ଷ ହୋଇଗଲାଣି ଆଉ ମାନିନୀ ସିରିଏଲ ବନ୍ଦ ହେବାପରେ ମାନି ବର୍ତ୍ତମାନ ସମୟରେ କଣ କରୁଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |


ତେହେଲେ ଫ୍ରେଣ୍ଡ୍ସ ମାନିନୀ ସିରିଏଲ ରେ କୁନୀମାନୀ ଙ୍କର ଜବରଦସ୍ତ ଆକ୍ଟିଙ୍ଗ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ଏଇ ସିରିଏଲ ବନ୍ଦ ହେବାପରେ ମାନିନୀ ବର୍ତ୍ତମାନ ସମୟରେ ଆଉ କୌଣସି ସିରିଏଲ ରେ ଅଭିନୟ କରିବାକୁ ଚାନ୍ସ ମିଳିନାହିଁ |

ତେହେଲେ ବର୍ତ୍ତମାନ ସେ ତାଙ୍କର ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ବେଳେ ସେ ବହୁତ ସାରା ଡ୍ୟାନ୍ସ ରେ ଭାଗ ନେଉଛନ୍ତି ଆଉ ଏଥିରେ ସେ ବହୁତ ସୁନ୍ଦର ଅଭିନୟ କରି ବା ଡ୍ୟାନ୍ସ କରି ବହୁତ ସାରା ଆୱାର୍ଡ ମଧ୍ୟ ଜିତିପାରିଛନ୍ତି |

ବର୍ତ୍ତମାନ ସମୟରେ ଆପଣମାନେ ମାନି ଙ୍କୁ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହୁଥିବାର ଦେଖିଥିବେ ସେ ସର୍ଟ ଭିଡିଓ ବନାଇବା ସହିତ ତାକୁ ସେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ କୁନୀମାନୀ କେମିତି ଲାଗନ୍ତି ବା ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |