ନମସ୍କାର ବନ୍ଧୁଗଣ ଗତ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ସିରିୟଲର ସୁପରହିଟ ଯୋଡି ଅରବିନ୍ଦ ଓ ଜାଙ୍କଲିନ। ଦୁଇଜଣ ଉଭୟ ଉଭୟଙ୍କୁ ଦୀର୍ଘ ୫ ବର୍ଷ ହେବ ପ୍ରେମ କରୁଥିଲେ ଏବଂ ଶେଷରେ ପ୍ରେମଟି ବିବାହରେ ପରିଣତ ହେଲା। ଲକ୍ ଡାଉନ୍ ର ସମସ୍ତ ନିୟମ ଏବଂ କୋରୋନା କଟକଣା ମାନି ଦୁଇଜଣଙ୍କ ଘରେ କଟକରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ପ୍ରେମୀ ଯୁଗଳ।
ଲଭ୍ ଯେତିକି କଠିନ ଥିଲା ବାହାଘର ତାଠାରୁ ଅଧିକ ମଜାଦାର ଥିଲା। ଅବଶ୍ୟ କୋରୋନା ସମୟରେ ହେଲେ ମଧ୍ୟ ବାହାଘରକୁ ଭରପୁର ମନୋରଞ୍ଜନ କରିଥିଲେ ପରିବାରବର୍ଗ। ବିବାହକୁ ନେଇ ଦୁଇଜଣ ବୋହୁତ ଖୁସିଥିଲି କାହିଁକି ନା ଦୀର୍ଘ ୫ ବର୍ଷ ପରେ ଏହି ପ୍ରେମୀ ଯୁଗଳ ଏକାଠି ହେଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହେଲେ।
ବିବାହ କରିସାରିବା ପରେ ଜାଙ୍କଲିନ୍ ତାଙ୍କ ଶାଶୁଘରେ ରହୁଛନ୍ତି ଏବଂ ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରୁଛନ୍ତି। ବିବାହ କରିସାରିବା ପରେ ବିବାହର ରୀତିନୀତି ଅନୁସାରେ ଦୁଇଜଣ କୋଉଡ଼ି ଖେଳିଛନ୍ତି। କୋଉଡ଼ି ଖେଳରେ କିଏ ଜିତିଲା ଆପଣ ଜାଣିଛନ୍ତି କି ଯଦି ଆପଣ ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା।
ବିବାହ କରିସାରିବା ପରେ ବିବାହର ରୀତିନୀତି ଅନୁସାରେ ଦୁଇଜଣ କୋଉଡ଼ି ଖେଳିଛନ୍ତି। କିନ୍ତୁ ଏହି କୋଉଡ଼ି ଖେଳରେ କିଏ ଜିତିଲା ଜଣାନାହିଁ ଅବଶ୍ୟ କିନ୍ତୁ ଦୁହେଁ ଜୋରଦାର ଖେଳରେ ମାତିଛନ୍ତି। କୋରାନା କଟକଣାରେ ଦୁଇ ଜଣଙ୍କ ବାହାଘର କେତେ ହୃଦୟସ୍ପର୍ଶି ତାହା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ତାଙ୍କ ବିବାହର ଫଟୋଗୁଡ଼ିକ ମଧ୍ୟ ଭାଇରାଲ୍ ହୋଇଥିଲା।
ବିବାହ ପରେ ଏମିତି କଉଡ଼ି ଖେଳିଲେ ନୁଆ ବାହା ହେଇଥିବା ଯୋଡି Janklin and Arbind, ଦେଖନ୍ତୁ
