ବିବାହିତ ମହିଳାଙ୍କ ଉପରେ ଆସିଲା ଏହି ଖେଳାଳି ମାନଙ୍କର ହୃଦୟ, କିଏ ନିଜ ଭାଉଜକୁ ବାହା ହେଇଗଲା ତ କିଏ ୨ଟି ଛୁଆର ମା ଙ୍କୁ…

ପ୍ରେମ ଅନ୍ଧ ହେଇଥାଏ ଏହା ତ ଆପଣ ଜାଣିଥିବେ I ଏହା ଆଧାର ରେ ଭାରତୀୟ କ୍ରିକେଟର ଙ୍କ ବିଷୟ ରେ ଆଜି ଆମେ ଏହିପରି କିଛି ଆଲୋଚନା କରିବା I ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ଭାରତୀୟ କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ ବିବାହିତ ମହିଳା ଙ୍କୁ ପ୍ରେମ କରିଥିଲେ I ଏବଂ ବିବାହ କରି ତାଙ୍କ ସହ ବେଶ ଖୁସି ରେ ମଧ୍ୟ ରହିଛନ୍ତି I ତେବେ ଚାଲନ୍ତୁ ଜାଣିବା ଏହି ଶୁଚି ରେ କେଉଁ କେଉଁ କ୍ରିକେଟର ଙ୍କ ର ନାମ ରହିଛି I

1. ଅନିଲ କୁମ୍ବଲେ

ଭାରତୀୟ ଟିମ ର ସ୍ପିନ ବୋଲର ଓ କୋଚ ଅନିଲ କୁମ୍ବଲେ ମଧ୍ୟ ଛାଡପତ୍ର ନେଇସାରିଥିବା ଚେତନା ଙ୍କୁ ପ୍ରେମ କରିଥିଲେ I ଭାରତୀୟ କ୍ରିକେଟ ଟିମ ର ମହାନ ଖେଳାଳି ଓ କୋଚ ଅନିଲ କୁମ୍ବଲେ 1999 ରେ ଛାଡପତ୍ର ନେଇସାରିଥିବା ଚେତନା ଙ୍କୁ ବିବାହ କରିଥିଲେ I ଚେତନା ପୂର୍ବ ରୁ ଏକ ପୁଅ ର ମା ଥିଲେ କିନ୍ତୁ ଅନିଲ କୁମ୍ବଲେ ଙ୍କୁ ଏଥିରେ କୌଣସି ଫରକ ପଡି ନ ଥିଲା I ବର୍ତମାନ ସେ ବୈବାହିକ ଜୀବନ ରେ ଖୁସି ରେ ରହିଛନ୍ତି I

2.ମୁରଲୀ ବିଜୟ

କ୍ରିକେଟ ଦୁନିଆ ରେ ଲୋକପ୍ରିୟ ହେଇପାରିଥିବା ମୁରଲୀ ବିଜୟ ମଧ୍ୟ ଏହି ଶୁଚି ରେ ରହିଛନ୍ତି I ମୁରଲୀ ବିଜୟ ତାଙ୍କ ର ଜଣେ ସାଥି ଖେଳାଳି ଙ୍କ ର ପତ୍ନୀ ଙ୍କୁ ପ୍ରେମ କରିଥିଲେ I ମୁରଲୀ ବିଜୟ ,କ୍ରିକେଟର ଦୀନେଶ କାର୍ତିକ ଙ୍କ ର ପତ୍ନୀ ଙ୍କୁ ପ୍ରେମ କରିଥିଲେ I ଏବଂ ଦୁହେଁ ବିବାହ ମଧ୍ୟ କରିଥିଲେ I ଏହିପରି ଦୀନେଶ କାର୍ତିକ ଙ୍କ ସହ ବିବାହ ସମ୍ପର୍କ ରେ ରହି ମଧ୍ୟ ନିକିତା ଙ୍କ ର ପ୍ରେମ ସମ୍ପର୍କ ମୁରଲୀ ବିଜୟ ଙ୍କ ସହ ରହିଥିଲା I ଯେତେବେଳେ ଦୀନେଶ କାର୍ତିକ ଏହା ଜାଣିଥିଲେ ତ ସେ ନିକିତା ଙ୍କୁ ଛାଡପତ୍ର ଦେଇଥିଲେ I

3. ମୋହମ୍ମଦ ସାମି

ଟିମ ଇଣ୍ଡିଆ ର ଆକ୍ରମକ ଖେଳାଳି ମୋହମ୍ମଦ ସାମି ମଧ୍ୟ 2014 ମସିହା ରେ ହସିନ ଝା ଙ୍କୁ ବିବାହ କରିଥିଲେ I କିନ୍ତୁ ତାଙ୍କ ର ସମ୍ପର୍କ ଦୀର୍ଘ ସମୟ ଚାଲି ନ ଥିଲା I ତେବେ ମୋହମ୍ମଦ ସାମି ଙ୍କ ସହ ବିବାହ କରିବା ପୂର୍ବ ରୁ ହସିନ ଝା ଙ୍କ ର ଏକ ଝିଅ ଥିଲା ଏବଂ ତାଙ୍କର ଛାଡପତ୍ର ମଧ୍ୟ ହେଇଥିଲା I ମୋହମ୍ମଦ ସାମି ଙ୍କ କହିବା ଅନୁସାରେ ସେ ଏହା ଜାଣି ନ ଥିଲେ କି ହସିନ ପୂର୍ବ ରୁ ବିବାହିତ ଅଟନ୍ତି I

4.ଭେଙ୍କଟସ ପ୍ରସାଦ

ଟିମ ଇଣ୍ଡିଆ ର ଦ୍ରୁତ ଖେଳାଳି ଭେଙ୍କଟସ ପ୍ରସାଦ ଙ୍କ ର ହୃଦୟ ବିବାହିତ ଜୟନ୍ତୀ ଙ୍କ ଉପରେ ଆସିଥିଲା I 1996 ରେ ଦୁହେଁ ବିବାହ କରିଥିଲେ I ଉଭୟ ଙ୍କ ର ବନ୍ଧୁତା ଅନିଲ କୁମ୍ବଲେ ଙ୍କ କାରଣ ରୁ ହେଇଥିଲା I ଏହିପରି ଦୁହେଁ ନିଜ ଜୀବନ ରେ ବେଶ ଖୁସି ରେ ଅଛନ୍ତି I

5.ଶିଖର ଧାୱନ

ଭାରତୀୟ କ୍ରିକେଟ ର ଭଲ ଖେଳାଳି ଶିଖର ଧାୱନ ମଧ୍ୟ ଜଣେ ବିବାହିତ ମହିଳା ଙ୍କ ଉପରେ ଆସିଯାଇଥିଲା I ଶିଖର ଧାୱନ , ଅଷ୍ଟ୍ରେଲିଆ ର ବକ୍ସର ଆୟସା ଙ୍କୁ ପ୍ରେମ କରିଥିଲେ I ଏହା ପରେ ଦୁହେଁ ବିବାହ କରିଥିଲେ I ଆୟସା ବିବାହିତ ଥିଲେ ଓ ତାଙ୍କ ର ଦୁଇଟି ଝିଅ ଥିଲେ I ତେବେ ଶିଖର ଧାୱନ ଙ୍କୁ ଏହି କଥା ରେ କୌଣସି ଫରକ ପଡି ନ ଥିଲା I କାରଣ ସେ ତାଙ୍କୁ ପ୍ରେମ କରିବସିଥିଲେ I