ତେବେ କ୍ୟାପଟେନ ପଦରୁ ବିଦା ହୋଇପାରନ୍ତି ବିରାଟ କୋହଲି ଏ ନେଇ 4 ମାସ ଭିତରେ ଆସିବ ନିଷ୍ପତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର କଣ ରହିଛି ଆଉ କଣପାଇଁ କୋହଲି କ୍ୟାପଟେନ ପଦ ରୁ ବିଦା ହୋଇପାରନ୍ତି | ଟିମ ଇଣ୍ଡିଆ ର କ୍ୟାପଟେନ ବିରାଟ କୋହଲି ଲଗାତାର 3 ଟି ICC ଟ୍ରଫି ହାରି ସାରିଛନ୍ତି 2017 ରେ ଚାମ୍ପିଅନ ଟ୍ରଫି ଫାଇନାଲ 2019 ରେ ଦିନିକିଆ ବିଶ୍ୱକପ ଫାଇନାଲ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନ ରେ ବିରାଟ କୋହଲି ଙ୍କୁ ବିଫଳତା ମିଳିଛି |
ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ ସିପ ଫାଇନାଲ ରେ ପରାଜୟ ପରେ କୋହଲି ଙ୍କ କ୍ୟାପଟେନ ସିପ କୁ ନେଇକି ପ୍ରଶ୍ନ ଉଠିବାର ଲାଗିଛି ଏବେ ପୂର୍ବତନ ଉଇକେଟ କିପର ସବା କରିମ ବିରାଟ କୋହଲି ମକା ନେତୃତ୍ୱ କୁ ନେଇ ବଡ ବୟାନ ଦେଇଛନ୍ତି ସେ ଏକ ନ୍ୟୁଜ ଚାନେଲ ସହ ଆଲୋଚନା ବେଳେ କହିଛନ୍ତି ଯେ ବିରାଟ କୋହଲି ଙ୍କ ଉପରେ କ୍ରମାଗତ ଚାପ ବଢ଼ିବାରେ ଲାଗିଛି ଓ ତାଙ୍କର କ୍ୟାପଟେନ୍ସି ରହିବ କି ନାହିଁ ତାହା T20 ବିଶ୍ୱକପ ପରେ ଜଣା ପଡିବ ଯଦି ଭାରତ T20 ବିଶ୍ୱକପ ଜିତିବ ତାହେଲେ କୋହଲି ଙ୍କୁ କିଛି ଆସ୍ୱସ୍ଥି ମିଳିବ ନଚେତ ତାଙ୍କ କ୍ୟାପଟେନ୍ସି ଉପରେ ଖଣ୍ଡା ଝୁଲିବ ବୋଲି ସେ କହିଛନ୍ତି ସବା କରିମ ଙ୍କ ଅନୁଯାୟୀ ଯଦି ଭାରତୀୟ ଦଳ T20 ବିଶ୍ୱକପ ରେ ଚାମ୍ପିଅନ ହୁଏ ତେବେ କୋହଲି ଙ୍କୁ କିଛି ଆସ୍ୱସ୍ଥି ମିଳିବ ନହେଲେ ତାଙ୍କର ଅଧିନାୟକ ଆସନ ଟଳମଳ ହୋଇଯିବ |
T20 ବିଶ୍ୱକପ କୁ କୋହଲି ଙ୍କ ଅଧିନାୟକ କ୍ୟାରିଅର ପାଇଁ ବହୁତ ଗୁରୁତ୍ୱ ପୁର୍ଣ ରହିଛି କୋହଲି ଙ୍କ ଉପରେ ଏଥିପାଇଁ ଚାପ ପଡିଥିଲା ଯେ କାହିଁକି ନା ତାଙ୍କ ନେତୃତ୍ୱ ରେ ଦଳ ଗୋଟେ ହେଲେ ICC ଟୁର୍ନାମେଣ୍ଟ ଜିତିପାରି ନାହିଁ | ଯଦି T20 ବିଶ୍ୱକପ ରେ ଭାରତ ହାତରୁ ଟ୍ରଫି ଖସେ ତେବେ କୋହଲି ଙ୍କୁ ନିଜର ଅଧିନାୟକ ପଦ ବଞ୍ଚାଇ ରଖିବା କଷ୍ଟକର ହୋଇଯିବ | ଏଥର UAE ରେ ହେବାକୁ ଥିବା ବିଶ୍ୱ କପ ରେ କୋହଲି ଙ୍କ ଉପରେ ସମସ୍ତଙ୍କର ନଜର ରହିବ ଏଥି ସହିତ ଆଉ 4 ମାସ ପରେ ଏହା ସ୍ପଷ୍ଟ ହୋଇଯିବ ଯେ କୋହଲି ଭାରତୀୟ ଦଳର ଅଧିନାୟକ ରହିବେ କି ନାହିଁ |
କାରଣ ବିଶ୍ୱକପ ଉପରେ ଫଳାଫଳ କରେ ତାଙ୍କର ଅଧିନାୟକ ତେବେ ଏଇ ବିଶ୍ୱକପ ଭାରତ ପର୍ଜୟୀ UAE ଓ ଓମାନ ରେ ଖେଳାଯିବ କରନା ମହାମାରୀ ପାଇଁ ଏ ଟୁର୍ନାମେଣ୍ଟ କୁ ସ୍ଥାନାନ୍ତର କରାଯାଇଛି ଟୁର୍ନାମେଣ୍ଟ ର ପ୍ରଥମ ପର୍ଯାୟରେ 8 ଟି ଦଳ ଯୋଗ୍ୟତା ମ୍ୟାଚ ଖେଳିବେ ଏହାର ସମସ୍ତ ମ୍ୟାଚ ଓମାନ ରେ ଖେଳାଯିବ ଏଥିରୁ 4 ଟି ଦଳ ସୁପର ତୁଏଲ୍ବ ରେ ପ୍ରବେଶ କରିବେ |