ବିଦାଇ ସମୟରେ ଏମିତି କାନ୍ଧିଲେ Lipsa Mishra, ଦେଖିକି କାନ୍ଦି ପକେଇଲେ ସମସ୍ତେ

ନମସ୍କାର ବନ୍ଧୁଗଣ ବାହା ହେଲେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର ଆଉ ବାହାଘର ବେଳେ ସ୍ଵାମୀ କରିଲେ ଲିପ୍ସା ମିଶ୍ରଙ୍କୁ ବୋହୁତ ହଇରାଣ ତ ଆପଣମାନେ ଏଠାରେ ଦେଖି ପାରୁଥିବେ କି ବରଣମାଳ ପକାଇବା ସମୟରେ ଲିପ୍ସା ମିଶ୍ରଙ୍କୁ ହଇରାଣ କରୁଛନ୍ତି ତାଙ୍କ ସ୍ବାମୀ ଆଉ ଶେଷରେ ଭଲରେ ଭଲରେ ବାହାଘର ହେଇ ଯାଉଛି ଆଉ ବାହାଘର ପରେ ସମସ୍ତେ ବୋହୁତ ଖୁସୀ ଥିବାର ନଜର ଆସିଛନ୍ତି |

ହେଲେ ବିଦାୟୀ ସମୟରେ ଲିପ୍ସା ମିଶ୍ରଙ୍କ କାନ୍ଦ କହିଲେ କହିଲେ ନ ସରେ କାନ୍ଦି କାନ୍ଦି ବେହୋସ୍ ହୋଇଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର। ଦର୍ଶକ ବନ୍ଧୁ ଆପଣମାନେ ଲିପ୍ସା ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ଓଲିଉଡ ଜଗତରେ ଅଭିନୟ କରି ଆସୁଛନ୍ତି ଏହି ଅଭିନେତ୍ରୀ ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲପାଇବା ଦେଇଛନ୍ତି |

ତ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର ବାହାଘର ବେଳକୁ ଲିପ୍ସା ମିଶ୍ରଙ୍କୁ ପ୍ରାୟ ୩୬ ବର୍ଷ ବୟସ ହୋଇଛି ୨୦୧୩ ମସିହାରେ ସେ ପ୍ରଥମଥର ପାଇଁ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଓଡ଼ିଆ ସିନେମା ଦ୍ଵାରା ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ହୋଇଥିଲେ ଆଉ ଏହାପରେ ଓଡ଼ିଆ ସିନେମାରେ ଅଭିନୟ କରିବା ସହିତ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରି ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇ ପାରିଥିଲେ |

ଲିପ୍ସା ମିଶ୍ର ଓଡ଼ିଆ ସିନେମା ଧାରାବାହିକ ଓ ୱେବ୍ ସିରିଜ୍ ରେ ମଧ୍ୟ ଅଭିନୟ କରିଛନ୍ତି ଲିପ୍ସା ମିଶ୍ର ଆଉ ଏମିତିକି ଯାତ୍ରା ପାର୍ଟିରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଲିପ୍ସା ମିଶ୍ରଙ୍କ ବାହାଘର ହୋଇ ଯାଇଛି ବାହାଘର ପରେ ଲିପ୍ସା ମିଶ୍ର ଏବେ ବୋହୁତ ଅଧିକ ଖୁସୀ ଥିବାର ନଜର ଆସିଛନ୍ତି।