ଓଡିଶା ଛାଡିଲା ପରେ ଏବେ ବିଦେଶରେ ପୁଣି ଥରେ ଗିରଫ Hele ସବ୍ୟସାଚୀ… ଏଥର କରିଦେଲେ ଏମିତି କାମ, ଆଉ କ୍ଷମା ନାହିଁ…

ନମସ୍କାର ବନ୍ଧୁଗଣ ପୁଣିଥରେ ଆମେରିକାରେ ସବ୍ୟସାଚୀଙ୍କୁ ଧରିଛନ୍ତି ପୋଲିସ୍ ତେବେ ଦର୍ଶକ ବନ୍ଧୁ ସବ୍ୟସାଚୀଙ୍କୁ କଣ ପାଇଁ ପୋଲିସ୍ ଧରିଛନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଦୀର୍ଘ ୨ ମାସ ଧରି ଆମେରିକାରେ ରହି ଆସୁଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା |

ତେବେ ସେଠାରେ ଏକ ରିୟାଲିଟି ସୋ ବା ଇଭେଣ୍ଟରେ ଭାଗ ନେଇ ସୁନ୍ଦର ପ୍ରଦର୍ଶନ କରୁଛନ୍ତି ଓ ଆମେରିକାରେ ରହୁଥିବା ଓଡ଼ିଆ ଲୋକମାନଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି ଅର୍ଚ୍ଚିତା ଏବଂ ସବ୍ୟସାଚୀ | ତେବେ ଏହାରି ମଧ୍ୟରେ ସବ୍ୟସାଚୀଙ୍କୁ ପୋଲିସ୍ ଧରିଛନ୍ତି ତାହେଲେ ପୋଲିସ୍ ଙ୍କ ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ବୋହୁତ ଭାଇରାଲ ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ତେବେ ଗତ ଦିନମାନଙ୍କରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଆମେରିକାର ଅନେକ ସୁନ୍ଦର ସୁନ୍ଦର ସ୍ଥାନରେ ବୁଲୁଥିବାର ନଜର ଆସିଛନ୍ତି |

ଆଉ ଏହାଛଡା ଆମେରିକାରେ ଗୋଟିଏ ଘର କିଣି ସେଠାରେ ସବୁଦିନ ପାଇଁ ରହିବେ ବୋଲି କହିଛନ୍ତି ଓଲିଉଡର ଏହି ଜବରଦସ୍ତ ଯୋଡି ତେବେ ଆମେରିକା ଶାନ୍ତ ପରିବେଶ ଓ ସୁନ୍ଦର ସୁନ୍ଦର ସ୍ଥାନ ରହିଥିବାରୁ ସେମାନେ ଭବିଷ୍ୟତରେ ଆମେରିକାରେ ରହିବେ ବୋଲି କହିଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଗତବର୍ଷ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଦିହେଁ ପରସ୍ପରକୁ ବିବାହ କରିଛନ୍ତି ତେବେ ବାହାଘର ପରେ ବର୍ତ୍ତମାନ ଆମେରିକାକୁ ପ୍ରଥମ ଥର ପାଇଁ ଯାଉଛନ୍ତି ଓଲିଉଡର ଏହି ଜବରଦସ୍ତ ଯୋଡି ତେବେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହିତ ଏଲିନା ସାମନ୍ତରାୟ ଅସୀମା ପଣ୍ଡା ଓ ଯୋଗେଶ ଯୋଜୋ ମଧ୍ୟ ଆମେରିକାରେ ରହିଛନ୍ତି |

ତେବେ ଦୀର୍ଘ ୨ ମାସ ଧରି ସମସ୍ତେ ଆମେରିକାର ଇଭେଣ୍ଟରେ ବ୍ୟସ୍ତ ରହିଛନ୍ତି ଆଉ ଇଭେଣ୍ଟରେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି ଓଲିଉଡର ଏହି କଳାକାରମାନେ ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ କେମିତି ଲାଗନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।