Big Breaking: ଏହି ପ୍ରସିଦ୍ଧ ଅଭିନେତାଙ୍କର ଡାକ୍ତରଖାନାରେ ଆକସ୍ମିକ ମୃତ୍ୟୁ, ଶୋକରେ ବୁଡ଼ିଲା ଫିଲ୍ମ ଜଗତ

ନମସ୍କାର ବନ୍ଧୁଗଣ ଆମ ଦେଶ ହେଉଛି କଳାର ଦେଶ ଅନେକ ଏଠି କଳାର ପୂଜାରୀ ମଧ୍ୟ ଅଟନ୍ତି। ଏଠାରେ ଅନେକ କଳାକାର ଅଛନ୍ତି ଯେଉଁମାନେ କଳାକୁ ଭଲ ପାଆନ୍ତି ଓ କଳାକୁ ପୂଜା ମଧ୍ୟ କରନ୍ତି। ତେବେ ଅନେକ କଳାକାର ଆମ ଗହଣରୁ ଏହି କୋରୋନା ମହାମାରୀ ସମୟରେ ଛାଡି ଚାଲି ଗଲେଣି। କିଛି କୋରୋନା ଦ୍ବାରା ଆକ୍ରାନ୍ତ ହୋଇ ଚାଲିଗଲେଣି କିଛି ନିଜ ରୋଗ ଦ୍ଵାରା ପୀଡ଼ିତ ହୋଇ ଆଖି ବୁଜି ଦେଲେଣି।

ଫିଲ୍ମର ଏକ ବରିଷ୍ଟ ଲୋକପ୍ରିୟ ଅଭିନେତାଙ୍କର ମୃତ୍ୟୁ ଘଟିଛି ଯାହାଙ୍କ ନାମ ହେଉଛି ଦିଲିପ୍ କୁମାର। ଏହି ମାନା ଟିକୁ 90’s ରେ ସମସ୍ତେ ଜାଣିଥିଲେ ଏବଂ ସେ ଲୋକମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲେ। 90’s ବରିଷ୍ଟ ଏବଂ ଏକ ଦକ୍ଷ ଅଭିନେତା ଭାବରେ ଖୁବ୍ ଜଣାଶୁଣା ଥିଲେ ଦିଲିପ୍ କୁମାର। ୨୨ ବର୍ଷରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରି ଦିଲିପ୍ କୁମାର। ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଦିଲିପ୍ କୁମାର |

ତାପରେ ପରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ୨୨ ବର୍ଷରେ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି ହିରୋ ଭୂମିକା ହେଉ କିମ୍ବା ଖଳନାୟକ ଭୂମିକା ସେ ସବୁଥିରେ ଅଭିନୟ କରିଛନ୍ତି। ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରନ୍ତି। ତେବେ ଦିଲିପ୍ କୁମାର ବୁଧୁବାର ସକାଳେ ମୃତ୍ୟୁବରଣ କରିଛନ୍ତି ଯାହାକି ତାଙ୍କ ପରିବାର ଲୋକ ଓ ଡକ୍ଟରଙ୍କ ପକ୍ଷରୁ ସୂଚନା ମିଳିଛି। ଶ୍ୱାସଗତ ସମସ୍ୟା ଯୋଗୁଁ ଗତ ୨ ମାସ ହେଲା ସେ ହସ୍ପିଟାଲରେ ବାରମ୍ବାର ଭର୍ତ୍ତି ହେଉଥିଲେ।

ଶେଷରେ ସେ ଆଜି ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହାକୁ ନେଇ ପତ୍ନୀ, ପରିବାର ଏବଂ ଡକ୍ଟର ଏହାକୁ ନେଇ ଖବର ପ୍ରକାଶ ପାଇବା ପରେ ଏବେ ଫ୍ୟାନ ମହଲରେ ଏବେ ଶୋକର ଛାୟା ଖେଳି ଯାଇଛି। ଦିଲିପ୍ କୁମାରଙ୍କୁ ହରାଇ ଲୋକମାନେ ଏକ ବରିଷ୍ଟ ଏବଂ ଦକ୍ଷ ଅଭିନେତାଙ୍କୁ ହରାଇଲେ ବୋଲି ଦୁଃଖ ପ୍ରକାଶ କରୁଛନ୍ତି।

ତାଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହିଁ ବୋଲି ଅମିତା ବଚନ ମଧ୍ୟ କହିଛନ୍ତି। ତେବେ ୧୯୨୨ ମସିହାରେ ଜନ୍ମଗ୍ରହଣ କରି ୨୦୨୧ ରେ ମୃତ୍ୟୁବରଣ କରିଥିବା ଦିଲିପ୍ କୁମାରଙ୍କ ଆତ୍ମାର ସ୍ୱର୍ଗଗତି ନିମନ୍ତେ ଭଗଵାନଙ୍କ ପାଖରେ ପାର୍ଥନା କରୁଛୁ।