ବନ୍ଧୁଗଣ 13 ତାରିଖରେ ସୃଷ୍ଟି ହେବାକୁ ଯାଉଛି ଘ୍ରୁନି ପ୍ରଳୟ ନେବ ଅବପାଦ୍ୟ ର ରୂପ ଦକ୍ଷିଣ ଆରବ ସାଗରରେ ଏହା ସୃଷ୍ଟି ହୋଇ ଲଘୁଚାପ ରେ ପରିଣତ ହେବ ଓ ପରେ ଏହା ବାତ୍ୟାରେ ପରିଣତ ହେବ ବୋଲି ଆଶଙ୍କା ରହିଛି ଏ ନେଇ ଅନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ ମାନ କରିଛନ୍ତି ଯେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁଠୁ କମ ତାପମାତ୍ରା ରହିବ |
13 ତାରିଖ ଦକ୍ଷିଣ ଆରବ ସାଗରରେ ଏକ ଘୃନି ପ୍ରଳୟ ସୃଷ୍ଟି ହୋଇ 15 ସୁଦ୍ଧା ଲଘୁଚାପର ରୂପ ନେବ ଯାହାପରେ ବାତ୍ୟାରେ ପରିଣତ ହେବ ବୋଲି ସମ୍ଭାବନା ରହିଛି ଏହା ଭାରତ କୁ ନଆସି ଆଫ୍ରିକା ଆଡକୁ ଯିବାର ସମ୍ଭାବନା ରହିଛି | ଏହା ଓଡିଶା ସମେତ ଦେଶର ଅନେକ ରାଜ୍ୟରେ ପାଗର ପରିବର୍ତନ ରହିବ ଓଡିଶାକୁ ବଙ୍ଗୋପସାଗର ପବନ ବୋହିବ ଏହାର ପ୍ରଭାବ ଆସନ୍ତା 20 ପର୍ଯ୍ୟନ୍ତ ରହିବ ଉପକୂଳ ଓଡ଼ିଶାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ର ସମ୍ଭାବନା ରହିଛି |
ସେହିପରି ଭୁବନେଶ୍ୱର ସମେତ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ 10 ରୁ 12 ମଧ୍ୟରେ କଲା ବୈଶାଖୀ ବର୍ଷା ର ସମ୍ଭାବନା ରହିଛି ବର୍ଷା ନହେଲେ ମଧ୍ୟ ପାଗ ଅଞ୍ଚିଙ୍କ ମେଘୁଆ ଯୋଗୁ ତାପମାତ୍ରା ବିଶେଷ ପରିବର୍ତନ ହେବ ନାହିଁ ଅଭେତନ ଓଡ଼ିଶାରେ 12 ତାରିଖ ପରେ ତାପମାତ୍ରା ବଢିପାରେ ତଥାବିହି ଏହା କମ ରହିବ ବାୟୁର ଆଦ୍ରତା ଅଧିକ ରହିବାରୁ ଖରା ଟାଣ ହେବ ବୋଲି ପ୍ରଫେସର ପଶୁପାଳକ ଅନୁମାନ କରିଛନ୍ତି ଯେ 12 ତାରିଖ ଯାଏ ରାଜ୍ୟରେ କଲା ବୈଶାଖୀ ପ୍ରଭାବ ରହିବ 13 ରୁ କାଳ ବୈଶାଖୀ ପ୍ରଭାବ କମିବା ସହିତ ରାଜ୍ୟରେ ପୁଣି ତାତି ବଢିବ
Big News ଆସୁଛି ବାତ୍ୟା… ଜାଣନ୍ତୁ ଆମ ଓଡିଶା ଉପରେ କଣ ପଡିବ ପ୍ରଭାବ…
