ନମସ୍କାର ବନ୍ଧୁଗଣ ଶ୍ମଶାନରୁ ଯୁଇରୁ ଉଠିପଡ଼ିଲା ଶବ। ଓମ୍ ଓମ୍ ଉଚ୍ଚାରଣ ସହିତ ଚାଲୁଥିଲା ନିଃଶ୍ୱାସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାସ୍ତିତ ମୁକ୍ତିଧାମରେ ଘଟିଛି। ଯୁଇଁରୁ ଜିଁ ଉଠିଲା ଶବ। ଚିତାରୁ ଉଠି ବସିବାପରେ ଜୋର୍ ରେ ଶବ୍ଦ କରିବାକୁ ଲାଗିଥିଲା ଶବ। ଏହାପରେ ଶ୍ମଶାନ ଘଟରେ ଭୟର ବାତାବରଣ ଖେଳିଯାଇଥିଲା। ପରିବାର ଲୋକେ ଡକ୍ଟର ଓ ଅବମୁଲାନ୍ସକୁ ମଧ୍ୟ ଫୋନ୍ କରିଥିଲେ।
ଘଟଣା ସ୍ଥଳରେ ଡକ୍ଟର ପହଞ୍ଚିଥିଲେ ଏବଂ ଆମ୍ବୁଲାନ୍ସରେ ଯୁବକଙ୍କୁ ପୁଣିଥରେ ମୃତ ଘୋଷଣା କରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାସ୍ତିତ ମୁକ୍ତିଧାମରେ। ଯାହାକି ଚାଞ୍ଚଲ୍ୟକର ସୃଷ୍ଟି କରିଛି। ଆମ୍ବୁଲାନ୍ସରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିବାପରେ ଲୋକମାନେ ମଧ୍ୟ ମନିନଥିଲେ।
ତାଙ୍କୁ ଜିଲ୍ଲା ହସ୍ପିଟାଲ ମଧ୍ୟ ନେଇଯାଇଥିଲେ। ସେଠାରେ ଯାଞ୍ଚ୍ ପରେ ତାଙ୍କୁ ପୁଣିଥରେ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ନାମ ଅନିଲ ଚୌହାନ। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ୧୫ ଦିନ ହସ୍ପିଟାଲରେ ଥିଲେ ଅନିଲ। ତାଙ୍କୁ କୋରୋନା ହୋଇଥିଲା। ଗୁରୁବାର ଦିନ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କୁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ସେ ଜୁଇରୁ ଉଠି ବସିବା ସହିତ ଓମ୍ ଓମ୍ ଉଚ୍ଚାରଣ କରିବା ଆରମ୍ଭ ମଧ୍ୟ କରିଥିଲେ।
ଯାହାକି ଓମ୍ ଓମ୍ ଉଚ୍ଚାରଣ ସୁବୁଥିଲା ବୋଲି ଭାଈ କହିଥିଲେ। ଏହାପରେ ଡକ୍ଟର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅନିଲ ଜିଲ୍ଲା ହସ୍ପିଟାଲରେ ଜୀବିତ ଥିଲେ। ସେପଟେ ଜଣେ ସିଭିଲ୍ ଅର୍ଜଲ୍ ଙ୍କ ଅନୁସାରେ ଅନିଲ ଜୀବିତଥିବା ଅଭିଯୋଗ ମଧ୍ୟ ଭୁଲ୍। ଅନିଲଙ୍କୁ ଶ୍ମଶାନ ଆଣିବା ପରେ ମଧ୍ୟ ମୃତ ଥିଲେ।
Big Update: ଅଧା ଜଳାରୁ ଉଠି ପଡ଼ିଲା କରୋନା ଶବ, ମଶାଣି ଜୁଇରୁ ଜୀବନ୍ତ ଉଠିଲା… ତାପରେ ଯାହା ହେଲା
