Big Update- ବୈଜ୍ଞାନିକ ମାନେ କଲେ ଖୁଲାସା- ଓଡ଼ିଶାରେ କେବେ ସରିବ କରୋନା, ଏବେ ଦେଖନ୍ତୁ

ବନ୍ଧୁଗଣ କରୋନା କେସ ରେ ଆସିଲା ନୂଆ ଅପଡେଟ ରାଜ୍ୟରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ଏବେ ପୁଣି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମିବାରେ ଲାଗିଛି ହେଲେ କିନ୍ତୁ କରୋନା ଜନିତ ମୃତୁ ସଂଖ୍ୟା କମିବାର ନାମ ନେଉନାହିଁ ଗତ 24 ଘଣ୍ଟା ମଧ୍ୟରେ 8399 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ 40 ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି |

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ ସଂଖ୍ୟା 2831 କୁ ବୃଦ୍ଧି ପାଇଛି ଏ ନେଇ ରାଜ୍ୟ ସ୍ଵସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ମୃତକ ଙ୍କ ମଧ୍ୟରୁ ଅନୁଗୁଳ କଟକ ଖୋର୍ଦ୍ଧା କଳାହାଣ୍ଡି ଜିଲ୍ଲାରୁ 5 ଜଣ ମୃତୁ ହୋଇଥିବା ବେଳେ ଝାରସୁଗୁଡା 4 ବୌଦ୍ଧ ଓ ରାୟଗଡା ରୁ 3 ଜଣ ଲେଖାଏ ରହିଛନ୍ତି |

ସୂଚନା ଯୋଗ୍ୟ ଯେ ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ 7 ଲକ୍ଷ 82 ହଜାରେ 31ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏଠି ମଧ୍ୟରୁ 87 ଲକ୍ଷ 22 ହଜାର 89 ଟି ଆକ୍ଟିଭ କେସ ରହିଥିବା ବେଳେ 7 ଲକ୍ଷ 92 ହଜାର 27 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି|

ଏହା ସହ ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତୁ ସଂଖ୍ୟା 2 ହଜାର 8 ସହ 31 କୁ ବୃଦ୍ଧି ପାଇଥିବା ବେଳେ 53 ଜଣଙ୍କ ଅଣ କୋଭିଡ ଯୋଗୁ ମୃତୁ ହୋଇଛି ଏବେ ସୁଦ୍ଧା ରାଜ୍ୟରେ 1 କୋଟି 19 ଲକ୍ଷ 2 ହଜାର 48 ସାମ୍ପଲ ଟେଷ୍ଟ ହୋଇଛି |