ବିନା ପ୍ୟାଣ୍ଟ ପିନ୍ଧି ଭାରତ ଆସିଗଲେ ପ୍ରିୟଙ୍କା ଙ୍କର ଏହି ସମ୍ପର୍କୀୟ… ଏୟାରପୋର୍ଟ ରେ ଦେଖିକି ସମସ୍ତଙ୍କ ଆଖି ବନ୍ଧ ହେଲା ନାହିଁ.. ଦେଖନ୍ତୁ ନିଜେ ଜାଣି ପାରିବେ

ପ୍ରିୟଙ୍କା ଚୋପଦା ଓ ନିକ ଜୋନସ ଙ୍କ ର ବିବାହ ଆଗାମୀ 2 ଡିସେମ୍ବର ରେ ଆୟୋଜିତ ହେବାକୁ ଯାଉଛି I ବିବାହ ପାଁଇ ନିକ ଙ୍କ ର ପରିବାର ଓ ସମ୍ପର୍କୀୟ ଲୋକ ଙ୍କ ର ଆଗମନ ଲାଗି ରହିଛି I ତେବେ ଆଜି ସନ୍ଧ୍ୟା ରେ ପ୍ରିୟଙ୍କା ଙ୍କ ର ଭାଉଜ ଅର୍ଥାତ ନିକ ଙ୍କ ର ବଡ଼ ଭାଇ ଙ୍କ ର ହେବାକୁ ଯାଉଥିବା ପତ୍ନୀ ଆସି ଭାରତ ରେ ପହଂଚିଛନ୍ତି I

କିନ୍ତୁ ଏଠାରେ ପହଂଚିବା ସମୟ ରେ ସୋଫି ଟର୍ଣ୍ଣର କେବଳ ଏକ ସାର୍ଟ ପିନ୍ଧିଥିଲେ I ଏବଂ ଏହା କୁ ନେଇ ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି I ସୋଫି ଟର୍ଣ୍ଣର ଫିଲ୍ମ ଗେମ୍ସ ଅଫ ଥ୍ରୋନ ରେ ଦେଖିବାକୁ ମିଳିଛନ୍ତି I ଏବଂ ସେ ହଲିଉଡ଼ ର ଅନେକ ଫିଲ୍ମ ରେ କାମ କରିଛନ୍ତି I

ତେବେ ସୂଚନା ମୁତାବିକ ସୋଫି ଟର୍ଣ୍ଣର ଓ ନିକ ଜୋନାସ ଙ୍କ ର ବଡ଼ ଭାଇ ଙ୍କ ମଧ୍ୟ ରେ 2016 ରୁ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ପ୍ରିୟଙ୍କା ଓ ନିକ ଖୁବ ଶୀଘ୍ର ବିବାହ କରିବାକୁ ସୋଫି ଟର୍ଣ୍ଣର ତାଙ୍କ ବିବାହ କୁ ଆଉ କିଛି ଦିନ ଘୁଞ୍ଚାଇ ଦେଇଛନ୍ତି I